Sign in
Sign in
Recover your password.
A password will be e-mailed to you.
ମାଷ୍ଟ୍ରେ ତ ବିଶୃଙ୍ଖଳିତ, ପିଲାଙ୍କୁ ଶିଖାଇବେ କଣ !!!!
ସରକାରଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି ବିଦ୍ୟାଳୟର ଶିକ୍ଷକ
ବାରିପଦା(ଦିଲ୍ଲୀପ ମହାନ୍ତି )- ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ସାମଗ୍ରୀ ସଂଗ୍ରହ କରିବା ନିମନ୍ତେ ବିଦ୍ୟାଳୟ କତ୍ତୃପକ୍ଷ ଟୋକନ ବ୍ୟବସ୍ଥା କରିଛନ୍ତି । ଉକ୍ତ ଟୋକନ ଅନୁସାରେ ବିଦ୍ୟାଳୟଗୁଡ଼ିକରେ…
ଋଷ ଫରନ୍ତା ମେଡ଼ିକାଲ ଛାତ୍ରୀ ଆଇସୋଲେସନରେ
ମୟୂରଭଞ୍ଜରୁ ଯାଇଥିବା ୧୮ ରକ୍ତର ନମୁନା ନେଗେଟିଭ ବାହାରିଲା
ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୂରଭଞ୍ଜ ଜିଲ୍ଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଜଣଙ୍କ ନିକଟରୁ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୂବନେଶ୍ୱରସ୍ଥିତ ଆରଏମଆରସିକୁ ପଠାଯାଇଥିଲା । ଏହି ସମସ୍ତ ରକ୍ତ ନମୁନାର…
କରୋନା ମୁକାବିଲା : ସାମାଜିକ ଦାୟିତ୍ୱବୋଧ ପ୍ରଦର୍ଶନ କଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ପ୍ରଥମ ପେନସନ ୩୬ହଜାର ଟଙ୍କା
ଓଡ଼ଗାଁ, କୁରାଳ (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ପ୍ରଶାସନ ତରଫରୁ କରୋନା ଭାଇରସର ମୁକାବିଲା ପାଇଁ ଅନେକ ପ୍ରତିଷେଧକ ପଦକ୍ଷେପ ନିଆଯାଇଥିବା ବେଳେ ଆସନ୍ତା କାଲି ଆରମ୍ଭ ହେଉଥିବା ପ୍ରସିଦ୍ଧ ଶ୍ରାରାମ ନବମୀ…
ଅରବିନ୍ଦ ଶିକ୍ଷା କେନ୍ଦ୍ର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ବାଲିପଦର ସ୍ଥିତ ମାତୃଗିରିରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପକ୍ଷରୁ କରୋନା ରୋଗର ପ୍ରତିରୋଧ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିବା ଜଣାପଡ଼ିଛି। ଶିକ୍ଷାନୁଷ୍ଠାନର ମୁଖ୍ୟ ରତ୍ନାକର…
ପ୍ରବାସେ କରୋନା ଯନ୍ତ୍ରଣା : ପାଞ୍ଚ ଦିନରେ ଖାଇଛନ୍ତି ମାତ୍ର ଦିଥର
କେରଳରେ ଫସିଛନ୍ତି ବୁଗୁଡା ଅଂଚଳର ୧୪ ଶ୍ରମିକ
ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) : କେରଳରେ ଗଞ୍ଜାମ ଜିଲ୍ଲାର ଆମ ଓଡ଼ିଆ ଶ୍ରମିକ ୧୪ ଜଣ ପାଞ୍ଚ ଦିନରେ ମାତ୍ର ଦୁଇ ଥର ଖାଇ ଦୁର୍ଦ୍ଦିନରେ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୯ ଜଣ ପୋଲସରା ବ୍ଲକ,୪ ଜଣ ଆସିକା ବ୍ଲକ ଓ ଜଣେ ବୁଗୁଡା…
ଚିହ୍ନଟ ହେଲେ ପଞ୍ଚମ କରୋନା ରୋଗୀ
ଭୁବନେଶ୍ୱର : ରାଜ୍ୟରେ ଦ୍ଵିତୀୟ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଯାଉଥିବା ବେଳେ ବୁଧବାର ଦିନ ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗୀଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି ଭୁବନେଶ୍ୱର ଏମ୍ସରେ ହୋଇଥିବା ପରୀକ୍ଷାରେ । ପଞ୍ଚମ କରୋନା ରୋଗୀଙ୍କ ଘର ଭୁବନେଶ୍ୱରର ସୂର୍ୟନଗରରେ…
ଖୁସି ଖବର : ସମ୍ପୁର୍ଣ ସୁସ୍ଥ ହେଲେ ଦ୍ଵିତୀୟ କରୋନା ରୋଗୀ
ଭୁବନେଶ୍ୱର :- ଖୁସିର ଖବର । ଆମ ରାଜ୍ୟର ଦ୍ଵିତୀୟ କୋରୋନା ରୋଗୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ । ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ଓ ତାଙ୍କୁ ଡାକ୍ତରଖାନାରୁ ଛାଡି ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
କରୋନା ମୁକାବିଲା : ପିଏମ କେୟାର ଫଣ୍ଡକୁ ଛାତ୍ର ଦେଲେ ବର୍ଷକର ବୃତ୍ତି ଟଙ୍କା
ପଦ୍ମପୁର/ ଶାସକ ପ୍ରଶାସକ : ବିଶ୍ବ ମହାମାରୀ କୋରୋନା ଭୁତାଣୁ ର ସଂକ୍ରମଣର ପ୍ରଭାବ ଏବଂ ମୃତ୍ୟୁ ମୁଖ କୁ ଟାଣି ନେଉଥିବା ର ଦୃଶ୍ଯ ବିଶ୍ବବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଏହି ଅବସରରେ ମାନ୍ୟବର ଭାରତ ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ଓଡିଶା ମୁଖ୍ଯମନ୍ତ୍ରୀଙ୍କ ମହତ୍ ଉପଦେଶ ଘରେ…
ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ପରେ ସହଯୋଗର ହାତ ବଢାଇଲା ଭାରତୀୟ ଇସ୍ପାତ କ୍ଷେତ୍ର
ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଇସ୍ପାତ୍ କ୍ଷେତ୍ର ଏବଂ କର୍ମଚାରୀ ଦାନ କଲେ ୫୧୫ କୋଟି - ଧର୍ମେନ୍ଦ୍ର ପ୍ରଧାନ
ପୂର୍ବରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ କରିଛନ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର – ବିଶ୍ୱ ମହାମାରୀ କରୋନାର…
କରୋନା ପ୍ରଭାବିତଙ୍କ ପାଇଁ ବିଜେପିର ‘ଫିଡ୍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ |
କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ଦୁଖୀଜନ,ନିସ୍ୱ ଗରୀବଙ୍କୁ ଖାଦ୍ୟାନ୍ନ ବଂଟନ କରିବେ ବିଜେପି କାର୍ଯ୍ୟକର୍ତା ‘ଫିଡ୍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ଅନ୍ତର୍ଗତ | ସାମାଜିକ ଦୁରତ୍ୱ ବଜାୟ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ନିଃସ୍ୱ ଅସହାୟ ଗରିବଙ୍କୁ ଖାଦ୍ୟ…