ଘରକୁ ଘର ବୁଲି ବଣ୍ଟାଗଲା 4 ମାସର ଭତ୍ତା

ସମ୍ବଲପୁର, ଝାରସୁଗୁଡା ବ୍ଯୁରୋ ଚିଫ୍,(ରମାକାନ୍ତ ବିଶ୍ବାଳ ): ମୁଖ୍ୟମନ୍ତ୍ରୀଙ୍କ ନିର୍ଧାରିତ ନିର୍ଦେଶ କ୍ରମେ ଆଜି ଜମନକିରା ବ୍ଲକ କସଡା ଗ୍ରାମ ପଂଚାୟତର କୁଆଗୋଲା ଗ୍ରାମରେ ଘରକୁ ଘର  ବୁଲି ସରପଞ୍ଚ ରମେଶ କୁମୁରାଙ୍କ ଉପସ୍ଥିତ ରେ ଉପଭୋକ୍ତା ମାନଙ୍କୁ 4 ମାସ  ପାଇଁ 2000/- ଟଙ୍କା ଭତା…

ଜିଲ୍ଲାପାଳଙ୍କ ଅଫିସକୁ ବାହାର ଲୋକଙ୍କ ପ୍ରବେଶ ମନା

ସମ୍ବଲପୁର, ଝାରସୁଗୁଡା ବ୍ଯୁରୋ ଚିଫ୍( ରମାକାନ୍ତ ବିଶ୍ବାଳ ): କରୋନା ଭୁତାଣୁ ମୁକାବିଲା ପାଇଁ ସମ୍ବଲପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ  ଭିତରକୁ ବାହ୍ୟ ବ୍ୟକ୍ତି ବିଶେଷଙ୍କ ଯାତାୟତ କରିବାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ମଙ୍ଗଳବାର ବିଭିନ୍ନ ଅଞ୍ଚଳରୁ ଆସିଥିବା କେତେ ଜଣ…

କରୋନାର  ଭୟାବହତା ଆଖି ଆଗରେ ରଖି ରେଙ୍ଗାଲି ସହରରେ ସାନିଟାଇଜେସନ 

http://www.youtube.com/watch?v=u_Nu3qLtVYg ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ  ଚିଫ୍  ରମାକାନ୍ତ ବିଶ୍ବାଳ: -କରୋନାର ଭୟାବହତାକୁ ଆଖି ଆଗରେ ରଖି ଆଜି ସ୍ଥାନୀୟ ତହସିଲଦାର ସୁନୀଲ କୁମାର ମେହେରଙ୍କ ତତ୍ବାବଧାନରେ ରେଙ୍ଗାଲି ନୂଆଁ ଆରଆଇ ଅଫିସ ଠାରୁ 10 ନମ୍ବର  ରାଜ ପଥ ଉଭୟ ପାର୍ଶ୍ବ ରେ…

ଗାଁ କୁ ପ୍ରବେଶ କରିବା ପାଇଁ ଲାଗିଲା କଟକଣା

ସିନାପାଲି(ନିରାକାର ମେହେର) -କାରୋନା ପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ କଠୋର ପଦକ୍ଷେପ ରେ ସମଗ୍ର ଭାରତ କୁ ଲକ୍ ଡାଉନ ଘୋଷଣା କରାଯାଇଛି | ଏନେଇ ରାଜ୍ୟ ସରକାର ପକ୍ଷ ରୁ ମଧ୍ୟ କଡାକଡୀ ପଦକ୍ଷେପ ନିଆଯାଇଛି | ଏହି କ୍ରମ ରେ ସିନାପାଲି ପୋଲିସ ପ୍ରଶାସନ ଦ୍ୱାରା ବିଭିନ୍ନ ସ୍ଥାନ ମୁଖ୍ୟ…

ରାଜ୍ୟ ବାହାରେ ଫସିଛନ୍ତି ଦାଦନ ଶ୍ରମିକ 

ସିନପାଲ୍ଲୀ/ନିରାକାର ମେହେର  -ନୂଆପଡା ଜିଲ୍ଲା ସିନାପାଲି ଅଂଚଳ ର ଅନେକ ଶ୍ରମିକ ଚେନ୍ନାଇ ରେ ଫସିଛନ୍ତି | ଲକ୍ ଡାଉନ ଘୋଷଣା ପରେ ସେଠାରେ ଥିବା ବିଭିନ୍ନ କମ୍ପାନୀ କାମ ବନ୍ଦ କରିଦେଇଥିବା ରୁ ସେମାନଙ୍କୁ ଖାଇବାପିଇବା ପାଇଁ ବହୁତ ଅସୁବିଧା ର ସମ୍ବୁଖିନ ହେବାକୁ ପଡୁଛି | ଟ୍ରେନ, ବସ ଚଲାଚଳ…

ଗାଁ ଗାଁ ରେ ଲକ୍ ଡାଉନ୍ ପ୍ରଭାବ 

ହରଭଙ୍ଗା / ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବିଭିନ୍ନ ଗ୍ରାମରେ ଲକ ଡାଉନ୍ ର ପ୍ରଭାବ ଦେଖିବାକୁ ମିଳିଛି । ନିଜ ଗାଁ କୁ କୋରନା ଭାଇରସ Covid 19 ରୁ ରକ୍ଷା କରିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି ଯୁବଗୋଷ୍ଠୀ ଓ ଗ୍ରାମବାସୀ ମାନେ । ଅନାବଶ୍ୟକ ରେ ଗ୍ରାମ କୁ ଅନ୍ୟ ଗ୍ରାମର…

ଲକ୍ ଡାଉନ୍ କୁ ଫୁ, ପିଲା କିଣୁଛନ୍ତି ମଦ ପାଉଚ (Pls see the Video)

http://www.youtube.com/watch?v=XoIba-igCvk ହରଭଙ୍ଗା / ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବନ୍ଧାପଥର୍ ପଞ୍ଚାୟତ ର ରାଣି ସାହି ରେ ଥିବା ଦେଶୀ ମଦ ଭାଟିରେ ଲୋକଙ୍କ ଭିଡ଼ ଜମିଛି । ଖାଲି ସେତିକି ନୁହେଁ ଛୋଟ ଛୋଟ ଛୁଆଙ୍କ ମଧ୍ୟ ଭିଡ ଦେଖିବାକୁ ମିଳୁଛି । ଗୋଟିଏ…

ସସ୍ମିତ ଦେଲେ ୪ମାସର ଦରମା ଆଉ ସାଂସଦ ହାତ ପାଣ୍ଠିରୁ ୨କୋଟି 

ଭୁବନେଶ୍ୱର (ଶାସକ ପ୍ରଶାସକ) ନିଜର ୪ମାସର ଦରମା ଆଉ ସାଂସଦ ହାତ ପାଣ୍ଠିରୁ ୨କୋଟି ତାଙ୍କ କରୋନା ମୁକାବିଲା ପାଇଁ  ପ୍ରଦାନ କରିଛନ୍ତି ବିଜେଡି ରାଜ୍ୟ ସଭା ସାଂସଦ ଡ଼ ସସ୍ମିତ ପାତ୍ର | ରାଜ୍ୟସଭା ସାଂସଦ ଡ଼ଃ ପାତ୍ର  ମାର୍ଚ୍ଚ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତିନିମାସର…

ପଦ୍ମପୁରରେ ବିଜେପି ତରଫରୁ ଅସହାୟଙ୍କୁ ଆବଶ୍ୟକୀୟ ଜିନିଷ ବଣ୍ଟନ 

ପଦ୍ମପୁର,(ଶାସକ ପ୍ରଶାସକ): ବର୍ତ୍ତମାନ ସାରା ବିଶ୍ୱକୁ ଆତଙ୍କିତ କରି ରଖିଥିବା  କରୋନା ଭୂତାଣୁ କୋଭନ - ୧୯ ରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ୨୧ ଦିନ ଯାଏଁ ସାରା ଭାରତରେ ଲକ ଡାଉନ୍ ଘୋଷଣା କରିବା ସହ ବିଭିନ୍ନ ପ୍ରକାର ପ୍ରୟାସ ଜାରି…

କରୋନା ପାଇଁ ଗାଁ ଗାଁରେ ସଚେତନତା : ନିଜେ ଜଗୁଛନ୍ତି ନିଜ ଗାଁକୁ 

ପଦ୍ମପୁର,(ଶାସକ ପ୍ରଶାସକ) : କରୋନା ସମ୍ବନ୍ଧରେ କେନ୍ଦ୍ର ଓ ରାଜ୍ଯ ସରକାର,ପ୍ରଶାସନ ଏବଂ ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ହେବା ପରେ ଗାଁ ଗାଁରେ ସଚେତନ ଦେଖିବାକୁ ମିଳୁଛି । କରୋନା ଭୁତାଣୁ ର ସଂକ୍ରମଣ ରେ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ବ କୁ ଗୁରୁତ୍ବ ଦେବା  ପ୍ରମୁଖ ଭାବେ ପାଳନ…