ଲକ୍ ଡାଉନ୍ ରେ ୧୫ ଜଣ କଲେ ସ୍ଵେଚ୍ଛାକୃତ ରକ୍ତଦାନ

ହରଭଙ୍ଗା :- ପ୍ରତାପ ମେହେର -ସାରା ଦେଶରେ ଲକ୍ ଡାଉନ୍ ର ପ୍ରଭାବ । ବିଶେଷ ପ୍ରଭାବ ପଡ଼ୁଛି ରକ୍ତ ଭଣ୍ଡାର ଉପରେ । କିପରି ନିଜ ମେଡିକାଲ୍ ରେ ରକ୍ତ ଅଭାବ ରୁ କାହାର ମୃତ୍ୟୁ ନହେବ କୌଣସି ରୋଗୀ ହୋଇରାଣ ନେହେବେ ଏନେଇ କିଛି ସ୍ବେଛାସେବୀ ଚିନ୍ତିତ ଥିଲେ । ବୌଦ୍ଧ ଜିଲ୍ଲା ମେଡିକାଲ୍ ରେ  ରକ୍ତ…

ବଡ ଖବର: ୧୮ ଏପ୍ରିଲ ସୁଦ୍ଧା ଭାରତକୁ ଆସିପାରେ ୫ ମିନିଟରେ କରୋନା ଯାଞ୍ଚ କରୁଥିବା କିଟ୍

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ ) କରୋନା ଭାଇରସ୍ ସଙ୍କଟ ସମୟରେ ଏକ ଖୁସି ଖବର ଆସିଛି । କରୋନା ପରୀକ୍ଷା ପାଇଁ ଆମେରିକା କମ୍ପାନୀ ଆବଟ୍ଟ ପ୍ରସ୍ତୁତ କରିଥିବା ଏକ ଦ୍ରୁତ କିଟ୍ ବର୍ତ୍ତମାନ ଭାରତକୁ ଆସୁଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଏହି କିଟ୍ ଏପ୍ରିଲ ତୃତୀୟ ସପ୍ତାହ ଅର୍ଥାତ୍…

ଆହା …କି ସାମାଜିକ ଦୂରତା : ୟାକୁ ଦେଖିଲେ କରୋନା ନା ତା ବାପା ଆସିବ !!

 ବୁର୍ଲା ସହରରେ ମାନୁନାହିଁନ୍ତି ଲକ ଡାଉନର ନିୟମ  ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ  ଚିଫ୍ ରମାକାନ୍ତ ବିଶ୍ବାଳ:  ଏହା ହେଉଛି ବୁର୍ଲା ଷ୍ଟେଟ୍ ବ୍ୟାଙ୍କ୍ ର ଆଜିର ଦୃଶ୍ୟ। ମୁଖ୍ୟ ପ୍ରବେଶ ପଥରେ ଲମ୍ବା ଲାଇନ। ଏଠି ଲକ୍ ଡାଉନ୍ ନିୟମ କୁ ଅଣଦେଖା କରାଯାଉଛି। ପୋଲିସ, ସୁରକ୍ଷା କର୍ମୀ ଅଛନ୍ତି…

ସଟ୍ ଡାଉନ୍ ରେ ସାମିଲ ହେବା ଏଇ ସବୁ ଅଂଚଳ 

ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳ ସମେତ ଭଦ୍ରକ ପୌରାଞ୍ଚଳରେ ଆଜି ରାତିରୁ ଦୁଇଦିନ ପାଇଁ ସଟ୍ ଡାଉନ୍: କଠୋର କଟକଣା "ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ତମାଣ୍ଡୋ, ମଳିପଡ଼ା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥପୁର, ବାରିମୁଣ୍ଡ, ଦାରୁଠେଙ୍ଗ/ଚନ୍ଦକା, ଧଉଳି, ଜାଆଁଳା,…

ଉଦାହରଣ ପାଲଟିଲେ ଦୁଇ ଭାଇଭଉଣୀ ମନୀଷା ଓ ଅମନ : ସିଏମ ରିଲିଫ ଫଣ୍ଡକୁ ଦେଲେ ପକେଟ ମନି   

କରୋନାର ମୁକାବିଲା  ପାଇଁ ଅଂଟା ଭିଡିଲା ସୋହେଲାସ୍ଥିତ ମାରୱାଡି ମହିଳା ମଣ୍ଡଳ ସୋହେଲା(ଶାସକପ୍ରଶାସକ)-ସାରା ବିଶ୍ୱରେ ଏବେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ମହାମାରୀ କରୋନାରୁ ଲୋକଙ୍କ ସୁରକ୍ଷିତ ରଖିବା ପାଇଁ ନାନା ପ୍ରକାର ପଦକ୍ଷେପ…

ପଦ୍ମପୁର ବିଜେପି  ଯୁବମୋର୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ  ୨୦,୦୦୦ଟଙ୍କା  

ପଦ୍ମପୁର/ ଶାସକ ପ୍ରଶାସକ : ବର୍ତ୍ତମାନ ସାରା ବିଶ୍ବ ରେ ନିଜର କାୟା ବିସ୍ତାର କରି ମାନବ ସମାଜ କୁ ନିଜ ଆୟତରେ କରିଥିବା କରୋନା ଭୁତାଣୁ କୋବିଦ-୧୯ ସହ ଲଢ଼ିବା ପାଇଁ ସରକାର ପ୍ରତିଦିନ ବହୁ ଯୋଜନା କରୁଥିବା ବେଳେ କରୋନା ପ୍ରସାର ର ମୁଖ୍ୟ କାରଣ ଜନ ସମ୍ପର୍କ କୁ ଭାଙ୍ଗିବା ପାଇଁ ଦେଶ ରେ ୨୧…

କରୋନା ଚଡକ ବେଳେ ଅସହାୟଙ୍କ ପ୍ରତି ସମବେଦନାର ହାତ ବଢ଼ାଇଲେ ଶ୍ରୀକାନ୍ତ ।

ପଦ୍ମପୁର(ଶାସକ ପ୍ରଶାସକ) -ସାରା ବିଶ୍ବ କରୋନା ଭୂତାଣୁ ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ସହ ଲଢେ଼ଇ ପାଇଁ ତାଳାବନ୍ଦକୁ ଭାରତରେ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । ତାଳାବନ୍ଦ ଯୋଗୁଁ ଅତି ଆବଶ୍ୟକ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ ରହିଛି । ଆଉ ଲୋକମାନେ ଏହି କାରଣରୁ ହଇରାଣ ହରକତ…

 ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା 

ବରିଷ୍ଠ ନାଗରିକ ସାବିତ୍ରୀ ଦେବୀ ଦେଲେ ୫୧,୦୦୦, ନବୋଦୟ ଶିକ୍ଷକ ରଶ୍ମିରଂଜନ ଦେଲେ ୫୦, ୦୦୦  ବରଗଡ (ଶାସକ ପ୍ରଶାସକ):- କୋରୋନା ମହାମରୀକୁ ମୁକାବିଲା କରିବା ପାଇଁ ଏବେ ସରକାରଙ୍କର ସହିତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ , ଅବସର ପ୍ରାପ୍ତ ସରକାରୀ କର୍ମଚାରୀ, ବ୍ୟକ୍ତି ବ୍ୟକ୍ତିବିଶେଷ…