ଏମିତି ଆସେ ମରଣ : ଶ୍ୟାମ ପୂଜା ପାଇଁ  ଯାଉଥିଲେ, ଦୁର୍ଘଟଣା ନେଲା ଜୀବନ 

ଝାରସୁଗୁଡା ବାହାରିଥିବା ବାପ ପୁଅଙ୍କ ଟ୍ରକ ଧକ୍କାରେ ମୃତ୍ୟୁ ଉଜୁଡ଼ିଲା ସୁନାର ସଂସାର, ବାପା ଛେଉଣ୍ଡ ହେଇଗଲା ନିଷ୍ପାପ ଶିଶୁ ୩ ବର୍ଷର   ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ଭୂଷଣ କାରଖାନା ପାଖରେଥିବା ଗଜରାଜ ମୋଟର୍ସ ସମ୍ମୁଖରେ ମଙ୍ଗଳ…

ଆହା କି ବ୍ୟବସ୍ଥା ବିଉଟିଫୁଲ , ଟିକିଏ ବର୍ଷାପବନ ହେଲେ ବିଜୁଳି ଏଠି ଗୁଲ !!!!

କମ୍ପାନୀ ପରେ କମ୍ପାନୀ ବଦଳୁଛନ୍ତି, ବଦଳୁନି ଓଡଗାଁବାସୀଙ୍କ ଭାଗ୍ୟରେଖା ବିଲକୁଲ   ୮ଘଂଟାରୁ ଉର୍ଦ୍ଧ ସମୟ ଧରି ଓଡ଼ଗାଁ ଅଂଚଳ ବିଦ୍ୟୁତ ଯୋଗାଣରୁ ବିଛିନ୍ନ, କେବେ ହେବା ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ ସ୍ଥାପନ  ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):  ନିରବଛିନ୍ନ ଭାବେ ଉନ୍ନତ ମାନର ବିଦ୍ୟୁତ…

ଡାକ୍ତର ନାହାନ୍ତି କି ଔଷଧ ନାହିଁ :  ଆୟୁର୍ବେଦିକ ଡିସପେନ୍ସରୀ ଖୋଲିଛି କଣ ପାଇଁ !

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ଗୋଡିପଡା ଆୟୁର୍ବେଦିକ ଡିସପେନସରୀରେ ଦିର୍ଘ ୬ମାସ ହେଲା ଡାକ୍ତରୀ ପଦବି ଖାଲି ପଡିଥିବା ବେଳେ ଅତ୍ୟାବଶ୍ୟକ ଔଷଧ  ସାମଗ୍ରୀ ଓ ଡାକ୍ତର ଅଭାବରୁ ସ୍ଥାନୀୟ ଜନସାଧାରଣ ଡାକ୍ତରୀ ସେବା ଏବଂ ଔଷଧ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଜଣେ…

କଣ୍ଟେନମେଣ୍ଟ ଜୋନରେ ଘଟିଥିବା ଲଙ୍କା କାଣ୍ଡ  : ୩୧ ଗିରଫ 

ରାଉରକେଲା(ହୋରାଚାନ୍ଦ ଦେଉରିଆ)  : ରାଉରକେଲା ରେ ଗତ 26 ତାରିଖ କଣ୍ଟେନମେଣ୍ଟ ଜୋନରେ ଘଟିଥିବା ଲଙ୍କା କାଣ୍ଡ ଘଟଣାରେ 31 ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି କଣ୍ଟେନମେଣ୍ଟ ଯୋନ ଅଞ୍ଚଳର। 26 ତାରିଖ ଦିନ କଣ୍ଟେନମେଣ୍ଟ ଯୋନ ଉଠେଇବା ଦାବି ନେଇ ପୋଲିସ ,…

ଟିଟିଲାଗଡ ପ୍ରଶାସନିକ ଅଧିକାରୀଙ୍କ ଜରୁରୀ ଘୋଷଣା

ଟିଟିଲାଗଡ (ଗୌରବ ଦର୍ଜୀ) : କୋବିଦ -19 କୁ ଆଖି ଆଗରେ ରଖି ରାଜ୍ୟ ସରକାର ଲକ୍ ଡାଉନ୍ ସମୟ କୁ ବୃଦ୍ଧି କରିଛନ୍ତି। ଏହା କୁ ନେଇ ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି।  ଯେ ଲକ୍ ଡାଉନ୍ ଅବଧି ଆସନ୍ତା ଜୁନ 30 ତାରିଖ ପର୍ଯ୍ୟନ୍ତ ଘୁଞ୍ଚି ଛି।ରାଜ୍ୟ…

ରାଇମନ୍ ଫାଉଣ୍ଡେସନ ତରଫରୁ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଗଲା। 

ଟିଟିଲାଗଡ(ଗୌରବ ଦର୍ଜୀ) :  Covid-19 ପାଇଁ ସାରା ଦେଶ ରେ ତାଲାବନ୍ଦ ନିୟମ ଲାଗୁ କରାଯାଇଛି। ଏଥିପାଇଁ ଅନେକ ଲୋକଙ୍କର ଜୀବନଯାପନ କଷ୍ଟସାଧ୍ୟ ହୋଇପଡିଛି। ଏଥି ମଧ୍ୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡ଼ିକର ଜୋର୍ ଜବରଦସ୍ତି ଗରିବ ଲୋକଙ୍କ ମୁଣ୍ଡ ଉପରେ ନଳିତା ବିଡା ସଦୃଶ ସାଜିଛି।…

ଖୋଲିବନି ସିନା, ପରୀକ୍ଷା କରାଇପାରିବେ ସ୍କୁଲ କଲେଜ ଓ ସବୁ ପ୍ରକାର ଶିକ୍ଷାନୁଷ୍ଠାନ

 ଭୁବନେଶ୍ୱର :  ସ୍କୁଲ କଲେଜ ଜୁଲାଇ ୩୧ ରା଼ରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରିଥିବା ନେଲେ ଆଜି ସେ ଗାଇଡ଼ ଲାଇନରେ ସଂଶୋଧନ କରି ପରୀକ୍ଷା ପତ୍ର ପାଇଁ ଅନୁମତି ଦେଇଛନ୍ତି | ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଆଜି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ସ୍କୁଲ, କଲେଜ,…

ରାଜ୍ୟ ଭିତରେ ଗଡିବ ସ୍ୱତନ୍ତ୍ର ଟ୍ରେନ, ଦେଖନ୍ତି କେବେ କେଉଁଠୁ କେଉଁଠିକୁ ଗଡିବ !!

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବ ତଟ ରେଳପଥ ପକ୍ଷରୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ପାଇଁ ପଦକ୍ଷେପ ନିଆଯାଇଛି | ରାଜ୍ୟ ଭିତରେ ପାଞ୍ଚଟି ଟ୍ରେନ୍ ଚଳାଇବାକୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଟ୍ରେନ ଗୁଡିକ ଓଡ଼ିଶା ରାଜ୍ୟ ଭିତରେ ଚଳାଚଳ କରିବ । ଏଗୁଡ଼ିକ ସବୁ ସ୍ୱତନ୍ତ୍ର ଟ୍ରେନ୍ ।…

ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୧୨,  ସାବଧାନ୍ !  ମାନେଶ୍ଵର ବ୍ଲକ ଛୁଁଇଲା କରୋନା !

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) :  ଆଜି ମାନେଶ୍ଵର ବ୍ଲକରେ ପାଦ ଦେଇଛି କରୋନା l  ଆଜି ସମ୍ବଲପୁର ଜ଼ିଲ୍ଲାରୁ  କରୋନା ପଜିଟିଭ ଚି଼ହ୍ନଟ ବ୍ୟକ୍ତି ଜଣକ ମାନେଶ୍ଵର  ବ୍ଲକର ବୋଲି ଜଣାଯାଇଛି l  ତେବେ କରୋନା ପଜିଟିଭ ଚି଼ହ୍ନଟ ଏହି ଯୁବକ  ଜଣଙ୍କ  ବୟସ ୨୦ ଓ  ବ୍ଲକର ବତେମୁରା  ସ୍ଥିତ ସରକାରୀ…

ବିଜୁ ଯୁବଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ 

ଭୁବନେଶ୍ୱର(ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ମହାମାରୀ ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀଙ୍କ ନେତୃତ୍ୱରେ ଯୁବ ଜନତା ଦଳର ରାଜ୍ୟ ସାଙ୍ଗଠନିକ…