Sign in
Sign in
Recover your password.
A password will be e-mailed to you.
କରୋନା ଅପଡେଟ : ରାଜ୍ୟର ୩ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ, ୮୫ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ ବାସ
୬୫୦ ଶଯ୍ୟାବିଶିଷ୍ଟ ଦୁଇଟି ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲର ଲୋକାର୍ପଣ
ତୃତୀୟ, ୪ର୍ଥ ଓ ୫ମ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଯଥାକ୍ରମେ ୧୧୨ ଜଣ, ୩୩ ଜଣଙ୍କୁ ଓ ୨୧ ଜଣଙ୍କୁ ଚିହ୍ନଟ
୨୪ ଘଣ୍ଟା ମଧ୍ୟରେ ୨୪୫ଟି ମାମଲା, ୩୪୨ ଜଣ ବ୍ୟକ୍ତି ବିଭିନ୍ନ ମାମଲାରେ ପୋଲିସ୍ ଦ୍ୱାରା…
ଲକ୍ ଡାଉନ୍ ର କୌଣସି ବିକଳ୍ପ ନାହିଁ । ସମସ୍ତଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ରହିଛି :- ଧର୍ମେନ୍ଦ୍ର ପ୍ରଧାନ
କରୋନା ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତା
ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍ ଡାଉନର ଅବଶିଷ୍ଟ ସମୟକୁ ସଫଳ କରିବା
ଲକ୍ ଡାଉନର ପ୍ରଥମ ସପ୍ତାହରେ ହୋଇଥିବା ଭୁଲର ପୁନରାବୃତି ନକରି ଆଗାମୀ ଦୁଇ ସପ୍ତାହ ଘରେ ରହିଲକ୍ ଡାଉନକୁ ଶତ ପ୍ରତିଶତ ସଫଳ କରିବାକୁ ନିବେଦନ
…
Fighting Covid-19 : NTPC Darlipali hands over One wing of Sundargarh Medical College & Hospital…
To be converted into isolation wards for suspected COVID-19 patients
Bhubaneswar(shasak prashasak) : NTPC Darlipali has handed over One Wing of the presently under construction Sundargarh Medical College & Hospital in three floors,…
ଲାଗିଛି ନିଆଁ, ନିୟନ୍ତ୍ରଣ ବାହାରେ !!
ବାରିପଦା(ଦିଲ୍ଲୀପ ମହାନ୍ତି ) ଶିମିଳିପାଳ ର କୋର ଏରିଆ ରେ ଜୋରରେ ନିଆଁ ଲାଗିଚି । ନିୟନ୍ତ୍ରଣ ର ବାହାରେ । ଗତ କାଲି ର ସେଟେଲାଇଟ ଦ୍ୱାରା ନିଆ ଯାଇଥିବା ଏହି ଚିତ୍ର ପ୍ରମାଣିତ କରୁଛି ।
ଛି ଛି ….ନାବାଳିକା ପ୍ରତି ଦୁଷ୍କର୍ମ ଅଭିଯୋଗ
ସମ୍ବଲପୁର, ଝାରସୁଗୁଡା ବ୍ଯୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ଜ଼ିଲ୍ଲାର ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ନେଇ ଶାସନ ଥାନାରେ ଅଭିଯୋଗ ମଧ୍ୟ ହୋଇଛି l ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଶାସନ ଥାନା ଅନ୍ତର୍ଗତ ପରମାଣପୁର ଗାଁର ଜଣେ ୧୧ ବର୍ଷ ବୟସ୍କା…
କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 650 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋବିଡ଼-୧୯ ହସ୍ପିଟାଲ ଦ୍ୱୈତ ନଗରୀରେ ପ୍ରସ୍ତୁତ…
ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 650 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋବିଡ଼-୧୯ ହସ୍ପିଟାଲ ଭୁବନେଶ୍ୱର ଓ କଟକରେ ପ୍ରସ୍ତୁତ । ଭୁବନେଶ୍ୱରରେ କଳିଙ୍ଗ ଇନ୍ଷ୍ଟିଟ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ବା କିମ୍ସରେ 500 ଶଯ୍ୟା ବିଶିଷ୍ଟ । ଦ୍ୱିତୀୟଟି କଟକରେ ଅଶ୍ୱିନୀ…
ବିଭିନ୍ନ ପଂଚାୟତ ବୁଲି ଖାଦ୍ୟ ର ମାନ ଓ ପରିମାଣ ପରୀକ୍ଷା କଲେ ବିଧାୟକ
ବରଗଡ :- ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଆଜି ପାଇକମାଲ ବ୍ଲକର ବରତୁଣ୍ଡା , ଜାମସେଠ, ମାଣ୍ଡୋସିଲି , ଛୀଂଦେଇକେଲା, ଝାରବନ୍ଧ , କାଂଶଡା , ଭୁବନେଶ୍ୱରପୁର ଆଦି ପଞ୍ଚାୟତ ଗସ୍ତକରି ପ୍ରତ୍ୟେକ ପଂଚାୟତ ର ଗରିବ ଓ ଅସହାୟ ଲୋକଙ୍କୁ ରାଜ୍ୟ ସରକାର ଙ୍କର ଦ୍ୱାରା ପ୍ରଦାନ…
ବୃନ୍ଦାବତୀଙ୍କ ସ୍ୱରରେ କରୋନା ସଚେତନତା ଗୀତ : ବରଗଡ ପୋଲିସର ଅଭିନବ ପ୍ରୟାସ
http://www.youtube.com/watch?v=zzzL78QxDBE
ବରଗଡ(ଶାସକ ପ୍ରଶାସକ) :- ବରଗଡ଼ ପୋଲିସ କୋରୋନା ସଚେତନତା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରି ବର୍ତ୍ତମାନ ସାରା ଜିଲ୍ଲା ଓ ଜିଲ୍ଲା ବାହାରେ ପ୍ରଶଂସାର ପାତ୍ର ହେଇପାରିଛି । ଲକଡାଉନ ପାରେ ବରଗଡ଼ ପୋଲିସ ବିଭିନ୍ନ ସ୍ଥାନରେ ଗରିବ…
ରକ୍ତ ଅଭାବୀ ସମୟରେ ନିଡିୱାଲ ତରଫରୁ ରକ୍ତଦାନ
ବଲାଙ୍ଗୀର(ନିରୋଜ ମିଶ୍ର) - ଦେଶ ସାରା କରୋନା ବିରୁଦ୍ଧରେ ଲଢେଇ ଲାଗି ରହିଥିବା ସମୟରେ ତାଲା ବନ୍ଦ ଯୋଗୁଁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା ସ୍ଥିତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛିି । ଏହି ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ନିଡିୱାଲ ତରଫରୁ ସ୍ୱଇଚ୍ଛାରେ ଯୁବ କାର୍ଯ୍ୟକର୍ତ୍ତା…
କରୋନା ମୁକାବିଲାକୁ ନେଇ ସରକାରଙ୍କ କଥା ଓ କାମରେ ମେଳ ରହୁ ନାହିଁ – ନରସିଂହ
ଡାକ୍ତର, ପୋଲିସ ଓ ନର୍ସିଂ ଷ୍ଟାଫ୍ ଙ୍କୁ ବିଧାନସଭାରେ କଲେ ପ୍ରଶଂସା
ବଲାଙ୍ଗିରରେ ପିଇବା ପାଣି ସମସ୍ୟା ଦୂର କରନ୍ତୁ - ନରସିଂହ
ବଲାଙ୍ଗୀର,(ନିରୋଜ ମିଶ୍ର) - ବର୍ତ୍ତମାନ ଦେଶ ଏକ ଘଡିସନ୍ଧି ମୁହୁର୍ତ୍ତରେ ·ଲିଛି । କରୋନା ଭୁତାଣୁ ଭୟାବହତା ସାରା ବିଶ୍ୱକୁ ଗ୍ରାସି ସାରିଛି । କରୋନା…