ପରୀକ୍ଷା ବାତିଲ କରିବାକୁ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଦାବି ପତ୍ର।

ଟିଟିଲାଗଡ(ଗୌରବ ଦର୍ଜି) - କୋରୋନା ମହାମାରୀ ପରି ଏକ ବିପଦ ସମୟରେ ଓଡିଶା ସରକାର ୬ଷ୍ଠ ସେମିଷ୍ଟର ପରୀକ୍ଷା କରିବା ପାଇଁ ନେଇଥିବା ନିଷ୍ପତ୍ତି କୁ ତୀବ୍ର ନିନ୍ଦା କରି ଟିଟିଲାଗଡ଼ ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଭାପତି ଶୁଭମ୍ ଆଚାର୍ଯ୍ୟ ଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ…

“ଓଡ଼ିଆ ଜାତୀୟତା ପରିପୁଷ୍ଟ ହେବ। ସହ ଓଡ଼ିଆଙ୍କ ଭାବଗତ ଏକତା ଦୃଢ଼ୀଭୁତ ହେବ “

  Bhubaneswar(shasak prashasak) : ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାକୁ କ୍ୟାବିନେଟ ନିଷ୍ପତି ଏକ ସ୍ବାଗତଯୋଗ୍ୟ ଐତିହାସିକ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଉଛି ବୋଲି ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧକ୍ଷ…

ଦିନିକିଆ ରେକର୍ଡ : ରାଜ୍ୟରେ ସୁସ୍ଥ ହେଲେ ୧୭୮ ଜଣ

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ରୋଗୀ ସୁସ୍ଥ ହେବାରେ ଆଜି ଦିନିକିଆ ରେକର୍ଡ  | ଗୋଟିଏ ଦିନରେ  ରାଜ୍ୟରେ ସୁସ୍ଥ ହେଲେ ୧୭୮ ଜଣ | ଫଳରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧,୮୯୪ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୧ ରହିଛି | ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ବିପିୟୁଟି ପରୀକ୍ଷା କାର୍ଯ୍ୟସୂଚୀକୁ ନେଇ ଏଓବିଏସ୍ଓ ଛାତ୍ର ସଂଘଠନ ତରଫରୁ ଅସନ୍ତୋଷ ପ୍ରକାଶ।

ଭୁବନେଶ୍ୱର (ଶାସକ ପ୍ରଶାସକ) ବିପିୟୁଟି  ଫାଇନାଲ ସେମିଷ୍ଟର ପରୀକ୍ଷା ଜୁନ ଶେଷ ଅବା ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି ଯେଉଁ ଗାଇଡିଲାଇନ ପ୍ରସ୍ତୁତି କରାଯାଇଛି ଏହା ଛାତ୍ର ଛାତ୍ରୀ ମାନଙ୍କୁ ମାନସିକ ଆଘାତ ଦେଇଥିବାରୁ ଦିନ ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍…

ନିଷ୍ପତ୍ତି ନେଲେ ସରକାର : ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା

ଭୁବନେଶ୍ୱର(ଶାସକ ପ୍ରଶାସକ) : ‘ବନ୍ଦେ ଉତ୍କଳ ଜନନୀ’କୁ ଆଜି ରାଜ୍ୟ ସଂଗୀତର ମାନତା ଦେଇଛନ୍ତି ରାଜ୍ୟ ସରକାର | ଆଜି ଏ ନେଇ ଭିଡିଓ କନଫରେନସିଂରେ ଖାସ ଏହି ଗୋଟିଏ ପ୍ରସ୍ତାବ ରାଖୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।…

ବିମାନରେ  ଫେରୁଛନ୍ତି ଅଗମ୍ୟ ଅଂଚଳରେ ଫସିଥିବା ୩୫୦ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର/ଶାସକ ପ୍ରଶାସକ : ସମଗ୍ର ଦେଶରେ କରୋନା ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଦେଶର  ବିଭିନ୍ନ ସ୍ଥାନରେ ଫସି ରହିଥବା ଓଡିଆମାନଙ୍କୁ ନିରାପଦରେ ଓଡିଶା ଫେରାଇ ଆଣିବା ପାଇଁ ଏକ ଅଭିଯାନ ହାତକୁ ନେଇଛନ୍ତି | ରେଳ ଯାତାୟାତ ଅବା ସଡକ ପଥରେ ଯାତାୟାତ ସମ୍ଭବ…

ବରଗଡ ଜିଲ୍ଲା ସୀମାନ୍ତ ବ୍ଲକ ମାନଙ୍କ ରେ ବଢିଛି ପଙ୍ଗପାଳ ଭୟ: ଚିନ୍ତାରେ ଚାଷି

ଝାରବନ୍ଧ-ମନୋହର ଦାଶ //ସାରା ଭାରତ ବର୍ଷ ରେ ଲୋକେ କରୋନା ସଙ୍କଟ ଭିତରେ ଗତି କରୁଥିବା ବେଳେ ଵର୍ତମାନ ଚାଷୀ ଙ୍କୁ ଘାରିଛି ପଙ୍ଗପାଳ ଭୟ ।ଛତିଶଗଡ ପଟୁ ପଙ୍ଗପାଳ ମାଡିଅସୁଥିବା ନେଇ ଛତିଶଗଡ଼ ର ସୀମାନ୍ତ ରେ ଥିବା ବରଗଡ଼ ଜିଲ୍ଲା ର ୬ଟି ବ୍ଲକ ର ଚାଷୀ ଚିନ୍ତିତ ହୋଇପଡିଛନ୍ତି ।ଚାଷି ଙ୍କ ସହ…

କୂଅରେ ଶ୍ବାସରୁଦ୍ଧ ହୋଇ ଗଲା ଦୁଇ ଭାଇଙ୍କ ଜୀବନ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜଗତପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଦୁଇ ଭାଇ କୂଅ ସଫା କରିବାକୁ ଯାଇ ଶ୍ବାସରୁଦ୍ଧ ହୋଇ ଶନିବାର ଦିନ ଅପରାହ୍ନରେ ପ୍ରାଣ ହରାଇଛନ୍ତି। ଘଟଣାରୁ ଜଣା ପଡିଛିଯେ ଜଗତପାଟଣା ଗ୍ରାମର ଟୁକୁନା…

ସହାୟତା ପାଇଁ ଦାବି କଲେ ସିନାପାଲି ଟେଣ୍ଟ, ଲାଇଟ, ଫୁଲ ଡେକୋରେଟର ସଂଘ 

ସିନାପାଲି /ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ସହର ଠାରେ ଥିବା ଟେଣ୍ଟ, ଲାଇଟ, ସାଉଣ୍ଡ, ବେଲୁନ, ଫୁଳ ଡେକୋରେଟ ସଂଘ ପକ୍ଷ ରୁ ସିନାପାଲି ତହସିଲଦାର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ | ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁ ସରକାର ଲକଡାଉନ ଘୋଷଣା ପରେ ଗତ ମାର୍ଚ୍ଚ ମାସ…

ଦୁଇ ଡାକ୍ତର ଓ ୬ କଏଦୀ କରୋନା ପଜିଟିଭ 

ସୁନ୍ଦରଗଡ଼ /ରାଉରକେଲା(ହୋରାଚାନ୍ଦ ଦେଉରିଆ)  : ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ)ର ଦୁଇଜଣ ଡାକ୍ତର ଓ ୬ ଜଣ ଜେଲ ଅନ୍ତେବାସୀ (କଏଦୀ)ଙ୍କୁ ମିଶାଇ ୧୮ଜଣ କୋବିଦ-୧୯ ପହିତିଭ ଚିହ୍ନଟ ହୋଇଛନ୍ତି | ଏକ  ଟୁଇଟ ମାଧ୍ୟମରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ  ପବନ କଲ୍ୟାଣ ସୂଚନା ଦେଇଛନ୍ତି |…