Sign in
Sign in
Recover your password.
A password will be e-mailed to you.
ମିତ୍ରସଂଘ ପକ୍ଷରୁ ମକର ସଂକ୍ରାନ୍ତି ପାଳିତ
ପୁରୀ, ୧୪/୧(ଅନିମେଶ ପଟ୍ଟନାୟକ ): ଶ୍ରୀକ୍ଷେତ୍ରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘ ପକ୍ଷରୁ ନବକଳେବର ରୋଡ ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟସ୍ଥ ମିତ୍ରସଂଘ କାର୍ଯ୍ଯାଳୟରେ ମକର ସଂକ୍ରାନ୍ତି ଅବସରରେ ବନ୍ଧୁ ମିଳନ ଓ ମକର ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି…
ନୂତନ ନିଯୁକ୍ତ ସରକାରୀ ଓକିଲଙ୍କୁ ଶୁଭେଚ୍ଛା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ସଦ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିବା ଚିଠି ନମ୍ବର ୯୦୬/୧୩.୦୧.୨୬ ଅନୁଯାୟୀ ଗଜପତି ଜିଲ୍ଲା ମୁଖ୍ୟ ନ୍ୟାୟାଳୟ ସମେତ ବିଭିନ୍ନ ବ୍ଲକ ଅନ୍ତର୍ଗତ ନ୍ୟାୟାଳୟ ଗୁଡିକରେ ଖାଲି ଥିବା ସରକାରୀ ଓକିଲ୍ , ସ୍ବତନ୍ତ୍ର…
୫ ଲିଟର ଦେଶୀ ମଦ ସହିତ ଜଣେ ଗିରଫ, ୪ ହଜାର ୫ ଶହ ଜରିମାନା ଅସୁଲ
ଓଡ଼ଗାଁ,୧୪।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ମଙ୍ଗଳବାର ରାତିରେ ଅପରେସନ ଷ୍ଟ୍ରାଇକ୍ ମାଧ୍ୟମରେ ୫ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରିଥିଲେ । ଗିରଫ ଜଣକ ହେଲେ ନନ୍ଦିଘୋର ଗ୍ରାମର ସନ୍ତୋଷ କୁମାର ପରିଡ଼ା । ଅନ୍ୟ ପକ୍ଷରେ ମୋଟର ଜାନ…
ଲୋକ କଳା, ଲୋକ ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ
କଳାହାଣ୍ଡିଆ ସ୍ୱାଭିମାନ ଯୁଗେ ଯୁଗେ ବଜାୟ ରହିବ
ଲୋକ ଉତ୍ସବ ଆୟୋଜନ ପାଇଁ ପ୍ରେରଣା ଯୋଗାଇଛି
ଉଦଘାଟିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ୧୪/୦୧-କଳାହାଣ୍ଡିର ଲୋକ କଳା, ଲୋକ ସଂସ୍କୃତିର ମହାକୁମ୍ଭ ହେଉଛି…
ବେଲଗୁଣ୍ଠାରେ ମକର ଯାତ୍ରା ମହୋତ୍ସବ: ସହସ୍ରାଧିକ ଦର୍ଶକଙ୍କ ସମାଗମ
ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମନ୍ଦିର ମାଳିନୀ ସହର ବେଲଗୁଣ୍ଠାରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ୩୨ତମ ବାର୍ଷିକ ଶ୍ରୀ ଲକ୍ଷ୍ମୀ ନୃସିଂହ ସପନ ମାନସିକ ମେଳା ଓ ମକର ଯାତ୍ରା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପୁରୋଧା ମହେଶ୍ୱର ପତି…
ହାଟବରଢ଼ୀହ ଗ୍ରାମରେ ତିନିଦିନ ଧରି ଯଜ୍ଞ ଯାତ୍ରା ମକର ଉତ୍ସବ ପାଳନ
ଚିଲିକା:(ସେକ୍ କୌସର):ମକର ସଂକ୍ରାନ୍ତି ପାଳିତ ହେଉଥିବା ବେଳେ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ହାଟ ବରଢ଼ୀହ ଗ୍ରାମରେ ଥିବା କାଳିଜାଇ ମନ୍ଦିର ପ୍ରାଙ୍ଗଣରେ ମସ୍ୟଜୀବୀ ମାନେ ମହା ଆଡ଼ମ୍ଭରେ ମକର ସଂକ୍ରାନ୍ତି ପାଳନ କରୁଛନ୍ତି l ମା କାଳିଯାଇଙ୍କ ଦର୍ଶନ କରିବା ପାଇଁ ନିକଟରେ ଥିବା ବିଭିନ୍ନ…
ବାଳ-ମୁକୁନ୍ଦ କେନ୍ଦ୍ର ତରଫରୁ ଜଗଦଗୁରୁତ୍ତମ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୯୫୭ ମସିହା ଜାନୁଆରୀ ୧୪ ତାରିଖ (ମକର ସଂକ୍ରାନ୍ତି) ଦିନ କାଶୀ ବିଦ୍ୱତ୍ ପରିଷଦ ଦ୍ୱାରା ଶ୍ରୀ କୃପାଳୁଜୀ ମହାରାଜଙ୍କୁ 'ଜଗଦଗୁରୁତ୍ତମ' (ଅର୍ଥାତ୍ ସମସ୍ତ ଜଗଦଗୁରୁଙ୍କ ମଧ୍ୟରେ ଶ୍ରେଷ୍ଠ) ଉପାଧିରେ ଭୂଷିତ କରାଯାଇଥିଲା। ସେହି ସ୍ମୃତିରେ…
ଓଡ଼ିଆ ସାହିତ୍ୟ–ସଂସ୍କୃତିର ଅମ୍ଳାନ ଆଲୋକରେ ଏକ ଦିବସୀୟ ପାଠଚକ୍ର , ମକର ସଂକ୍ରାନ୍ତି ସହ ବ୍ୟାସକବି ଫକୀରମୋହନ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୪ ଜାନୁଆରୀ ସୂର୍ଯ୍ୟ ଯେତେବେଳେ ଉତ୍ତରାୟଣର ପଥେ ଅଗ୍ରସର , ପ୍ରକୃତି ଯେତେବେଳେ ନବ ଆଲୋକ ଓ ନବ ଆଶାର ସନ୍ଦେଶ ନେଇ ମନୁଷ୍ୟ ମନକୁ ସ୍ପର୍ଶ କରେ , ସେହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଅମର ଐତିହ୍ୟକୁ ସ୍ମରଣ…
ଶ୍ରୀଶ୍ରୀ ରଘୁନାଥ ଜିଉଙ୍କ ପୀଠରେ ମକରପର୍ବ ପାଳିତ
ଦିବାପହଡ ବିନା ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଲେ ଶ୍ରୀ ରଘୁନାଥ,
ଓଡ଼ଗାଁ,୧୪।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ମାଘ କୃଷ୍ଣ ଏକାଦଶୀର ପବିତ୍ର ମକର ସଂକ୍ରାନ୍ତି ଅବସରରେ ବିଦ୍ଧିବିଧାନ ପୂର୍ବକ ମକର ପର୍ବ ପାଳିତ ହୋଇଯାଇଛି । ଆଜି…
କେଳୁଣୀ ମୁଁହାଣ ଠାରେ ବନ ବିଭାଗ ର ପ୍ଲାଷ୍ଟିକ ମୁକ୍ତ ଅଭିଯାନ l
ଅସ୍ତରଙ୍ଗ: ପୂରୀ ବନ୍ୟପ୍ରାଣୀ ବନ ଖଣ୍ଡ ଅଧୀନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ବୁଧବାର ଦିନ ସମୁଦ୍ର ତଟ ସହ କେଳୁଣୀ ମନ୍ଦିର ପରିସର ରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ କରା ଯାଇ ଥିଲା l ଏହି କାର୍ଯ୍ୟକ୍ରମ କୁ ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର ଶୁଭାରମ୍ଭ କରିଥିଲେ l…