ବଦ୍ରିନାଥ ଜାତୀୟ ରାଜପଥରେ ଭୂସ୍ଖଳନ ରାଜ୍ୟ By SPNEWS On Jul 29, 2020 0 Share ନୂଆଦିଲ୍ଲୀ : ଲଗାତାର ବର୍ଷା ହେତୁ ଗତ ସନ୍ଧ୍ୟାରେ ଚାମୋଲି ଜିଲ୍ଲାର କୋଡିଆର ବଦ୍ରିନାଥ ଜାତୀୟ ରାଜପଥରେ ଭୂସ୍ଖଳନ ଘଟିଛି। ଏହିକରଣରୁ ଜାତୀୟ ରାଜପଥ ଏକାଧିକ ସ୍ଥାନରେ ଅବରୋଧ କରାଯାଇଛି। ମାର୍ଗ ସଫା କରିବାକୁ ଅପରେସନ୍ ଚାଲିଛି | 0 Share FacebookTwitterGoogle+ReddItWhatsAppPinterestEmail