Sign in
Sign in
Recover your password.
A password will be e-mailed to you.
ପାଇକମାଲକୁ ସଟଡାଉନ ଘୋଷଣା କଲେ ଉପଜିଲ୍ଲାପାଳ
ପାଇକମାଲ :- ପାଇକମାଲ ଅଞ୍ଚଳରୁ ଜଣେ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ସଂକ୍ରମଣକୁ ରୋକିବା ପାଇଁ ଆଜି ସନ୍ଧ୍ୟା ପାଞ୍ଚଟା ସମୟରୁ ଆସନ୍ତା 24 ତାରିଖ ସନ୍ଧ୍ୟା ପାଞ୍ଚଟା ପର୍ଯନ୍ତ ପାଇକମାଲ କୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ପଦ୍ମପୁର ଉପଜିଲ୍ଲାପାଳ…
ଶହିଦ ଜବାନଙ୍କୁ ଭାବପୁର୍ଣ ଶ୍ରଦ୍ଧାଞ୍ଜଳି
ପଦ୍ମପୁର/(ଶାସକ ପ୍ରଶାସକ )– ଭାରତ ଏବଂ ଚିନ ସିମା ବତିର୍ ଗଲୱାନ ଉପତ୍ୟକାର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ଅଂଚଳରେ ଭାରତୀୟ ସେନା ବାହିନିର କିଛି ଜବାନଙ୍କୁ କିଛି ଚିନି ସୈନ୍ୟ ଙ୍କ ସହ ବିବାଦ ରେ ସହିଦ ହୋଇଥିଲେ। ଏହି ଘଟଣା ପରେ ଉଭୟ ଚିନ ଏବଂ ଭାରତ ସୀମାରେ ଅଶାନ୍ତି ବଢିବାକୁ ଲାଗିଥିବା…
ଆଜି ରାଜ୍ୟରେ ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୮୬ କରୋନା ଆକ୍ରାନ୍ତ | ଆଜି ସୁସ୍ଥ ହୋଇଥିବା ଲୋକଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ପହଁଚିଲା ୩୭୨୦ରେ | ସୂଚନାଯୋଗ୍ୟ ଯେ ପୂର୍ବର ସବୁ ରେକର୍ଡ ଭାଙ୍ଗି ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୦୪ ଜଣ…
ପଦ୍ମପୁର ସହରକୁ ୬୫ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କଲେ ଉପଜିଲ୍ଲାପାଳ
ଯଦି କେହି ଅମାନିଆ ହେବେ , ତେବେ କାର୍ଯ୍ୟାନୁଷ୍ଠାନ : ଶ୍ରୀ ଦରଓ୍ବାନ
ପଦ୍ମପୁର : ସହରରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ଗ୍ରହଣ କରାଯାଇଛି। ପଦ୍ମପୁର ସହରକୁ ୬୫ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ପଦ୍ମପୁର ସହରକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ…
ହାଇସ୍କୁଲ୍ ପରିସରରେ ଶିକ୍ଷକ ପକ୍ଷ ରୁ ରକ୍ତଦାନ ଶିବିର ଆନୁଷ୍ଠିତ
ସିନାପାଲ୍ଲୀ / ନିରାକାର ମେହେର - କରୋନା ଭାଇରସ ଓ ଲକ୍ ଡାଉନ ଭଲି ଘଡି ମୁହୂର୍ତ୍ତରେ ରାଜ୍ୟର ସମସ୍ତ ରକ୍ତଭଣ୍ଡାର ଗୁଡିକ ରେ ରକ୍ତ ଅଭାବ ଦେଖାଦେଇଛି | ଏହି ପରି ସମୟରେ ରକ୍ତ ଆବଶ୍ୟକ କରୁଥିବା ରୋଗୀ ଯେପରି ହଇରାଣ ଓ ଅସୁବିଧା ନ ହୁଅନ୍ତି ଏହାକୁ ଦୃଷ୍ଟିରେ ରଖି ଆଜି ନୂଆପଡା ଜିଲ୍ଲା…
ତୃଷିତ ରହିଲା ନୟନ , ହେଲାନି ନବ ଯୌବନ ଦର୍ଶନ
ମହାପ୍ରଭୂଙ୍କ ନେତ୍ରୋତ୍ସବ ଓ ନବ ଯୌବନ ବେଶ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ
କରୋନା କଟକଣା କୋଟି କୋଟି ଜଗନ୍ନାଥ ପ୍ରେମୀମାନଙ୍କୁ ହତାଶ କରାଇ ଦେଇଛି
ଉଚ୍ଚତମ ନ୍ୟାୟାଳୟ ନିଷ୍ପତ୍ତି ପୂର୍ବରୁ ରଥଯାତ୍ରା ବନ୍ଦ କରାଯିବା ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ
ବାରିପଦା(ଦିଲ୍ଲୀପ ମହାନ୍ତି…
୨ ଜୀବନ ନେବା ସହ କରୋନାର ଟ୍ରିପଲ ସେଞ୍ଚୁରୀ : ଆଜି ଗଞ୍ଜାମକୁ ବଳେଇ ଗଲା ଗଜପତି : ଆଜି ଗଞ୍ଜାମକୁ ବଳେଇ ଗଲା ଗଜପତି
ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୦୪ ଜଣ କରୋନା ପଜିଟିଭ
ଆମ୍ପାନ ଡିଉଟିରୁ ଫେରିଥିବା ୪୨ ଜଣ ଅଗ୍ନିଶମ ଓ ଏନଡିଆରଏଫ କର୍ମଚାରୀ ବି ପଜିଟିଭ
ଭୁବନେଶ୍ୱର :ଆଜି ଟ୍ରିପଲ ସେଞ୍ଚୁରୀ ମାରିଛି କରୋନା | ଆଜି ପୂର୍ବର ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୦୪ ଜଣ କରୋନା ପଜିଟିଭ |…
ଗଜପତି ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକ୍-ଡ୍ରିଲ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକ୍-ଡ୍ରିଲ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ , ଓଡିଶା ରାଜ୍ୟ ବିପର୍ଯ୍ୟୟ…
ସମ୍ବଲପୁର ବିଜେପି ପକ୍ଷରୁ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ଚାଇନା ସାମଗ୍ରୀ ବର୍ଜନ ପାଇ ଶପଥ
http://www.youtube.com/watch?v=j24_icwSGqI
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଗତ ତିନି ଦିନ ହେଲା ଭାରତ ଚୀନ ସୀମାରେ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଦୁଇ ଦେଶ ର ସୈନିକ ଙ୍କ ମୁହାଁ ମୁହିଁ ଘଟଣା ଓ ତାର ପରବର୍ତ୍ତୀ ଘଟଣା କ୍ରମ କୁ ନେଇ ସମଗ୍ର ଦେଶବାସୀ ଯେତିକି କ୍ରୋଧିତ ସେତିକି…
ସମ୍ବଲପୁର ଟ୍ରକ ମାଲିକ ସଂଘ ପକ୍ଷରୁ ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ଚାଇନା ସାମଗ୍ରୀ ବର୍ଜନ ପାଇଁ ଆହ୍ୱାନ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଦେଶବ୍ୟାପି ଭିନ୍ନ ଭିନ୍ନ ଅନୁଷ୍ଠାନ ପକ୍ଷରୁ ଭାରତ-ଚୀନ ସୀମାନ୍ତରେ ସହିଦ ହୋଇଥିବା ଭାରତର ୨୦ ଜଣ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ତଥା ଚାଇନା ସାମଗ୍ରୀ ବର୍ଜନ କୁ ନେଇ ବିବିଧ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ବେଳେ ଆଜି ସମ୍ବଲପୁର ଟ୍ରକ ମାଲିକ ସଂଘ…