Sign in
Sign in
Recover your password.
A password will be e-mailed to you.
ଅନଭିଜ୍ଞତା ଘଟାଉଛି ଦୁର୍ଘଟଣା : ପୁଣି ଆଜି ପଲଟିଲା ସୁରାଟ ଫେରନ୍ତା ବସ
ଜି ଉଦୟଗିରି (ଗଗନ ପ୍ରଧାନ ) ଗତକାଲି ସନ୍ଧ୍ୟାରେ ସୁରଟ ଫେରନ୍ତାଙ୍କୁ ନେଇ ଆସୁଥିବା ଏକ ବସ କଳିଙ୍ଗା ଘାଟିରେ ପଲଟିଯାଇ ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଆଜି ସକାଳେ ବି ଘଟିଛି ଆଉ ଏକ ଦୁର୍ଘଟଣା ସେଇ କଳିଙ୍ଗା ଘାଟିରେ | ଗୁଜୁରାଟରୁ ଗଞ୍ଜାମର ସୋରଡା 54 ଯାତ୍ରୀ,3 ମହିଳା2 ଶିଶୁଙ୍କୁ ନେଇ…
ସପନେ ବୁନ ରହେ ହେ ହମ, ଅବ ସାଥ ଦେ ଦୋ ନା ତୁମ…..
http://www.youtube.com/watch?v=dOCQYQPJUsU
ମନ ଜିଣୁଛି ସୋଆର କରୋନା ସଚେତନତା ଭିଡ଼ିଓ
ସୋଆ ବିଶ୍ୱବିଦ୍ୟାଳୟ - କୋଭିଡ୍ ୧୯ ଯୁଦ୍ଧରେ ପ୍ରମୁଖ ଭୂମିକାରେ
ଭୁବନେଶ୍ୱର(ଶାସକ ପ୍ରଶାସକ): ଦେଖୋ ଲଢ଼ ରହେ ହେ ହମ, ଅବ ସାଥ ଦେ ଦୋ ନା ତୁମ | ଇତନି ସି ବସ ଚାହିୟେ, ଜିତ ଯାଏଙ୍ଗେ ହମ |…
ପୂର୍ବ ଭଳି କେବଳ ଧର୍ମକୁ ଆଖିଠାର ହେବନି ତ ବିଡ଼ିଓଙ୍କ ବଦଳି !
ବିଡ଼ିଓ ସରୋଜ ଦାଶଙ୍କ ବଦଳିକୁ ନେଇ ଜନସାଧାରଣରେ ପ୍ରତିକ୍ରିୟା
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଏଏସ୍ ସରୋଜ କୁମାର ଦାଶ ବାରିପଦା ବ୍ଲକର ବିଡ଼ିଓ ଭାବେ ୨୦୧୭ ମେ ୪ରେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ । ଏଥି ସହିତ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂହଙ୍କ ବଦଳି ପରେ…
ଅର୍ନ୍ତଜାତୀୟ ଶ୍ରମୀକ ଦିବସ ପାଳିତ
ବାରିପଦା- ( ଦିଲ୍ଲୀପ ମହାନ୍ତି )- କରୋନା ପାଇଁ ଲକଡାଉନ ଚାଲିଥିବା ବେଳେ ଲକ ଡାଉନ ନିୟମକୁ ଧ୍ୟାନରେ ରଖି ସାମାଜିକ ଦୂରତା ବଜାୟ ରଖାଯାଇ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମୟୂରଭଞ୍ଜ ଜିଲ୍ଲା ପରିଷଦ ପକ୍ଷରୁ ତୁଳସୀଚୌରା ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ…
ଧନୁର୍ଜୟପୁର ଓ ବାଙ୍ଗର ପଞ୍ଚାୟତ ତରଫରୁ ବ୍ୟାପକ ପ୍ରସ୍ତୁତି
ହାଟଡିହି(ମକରଧ୍ବଜ ଜେନା) -କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଜଙ୍ଗଲ ପାହାଡ଼ ଘେରା ରେ ଧନୁର୍ଜୟପୁର ଓ ବାଙ୍ଗର ପଞ୍ଚାୟତ ଅବସ୍ଥିତ. ଧନୁର୍ଜୟପୁର ଅଧୀନରେ 12 ଟି ଏବଂ ବାଙ୍ଗର ଅଧୀନରେ 12 ଟି ୱାର୍ଡ ରହିଛି. ଏହି ପଞ୍ଚାୟତ ରେ ଶତକଡା ପ୍ରାୟ 70 ଭାଗ ଲୋକ ଆଦିବାସୀ ଶ୍ରେଣୀ ର ଅଟନ୍ତି.…
ମୟୂରଭଞ୍ଜ ସାଂସଦଙ୍କ ବିଭିନ୍ନ ବ୍ଲକର କ୍ୱାରେଂଟାଇନ ସେଂଟର ପରିଦର୍ଶନ
ବାରିପଦା(ଦିଲ୍ଲୀପ ମହାନ୍ତି )- କୋଭିଡ଼-୧୯ର ସଫଳ ମୁକାବିଲା ନିମନ୍ତେ ଲକଡାଉନ ଚାଲିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ପଜିଟିଭ କେଶ ଆସିନଥିବାରୁ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ତେବେ ସରକାର ପ୍ରବାସୀ ଓଡିଆ ଶ୍ରମିକ ତଥା ଛାତ୍ରଛାତ୍ରୀମାନଙ୍କୁ ନିଜନିଜ ଅଂଚଳକୁ ଆଣିବାର ଯୋଜନା ଆରମ୍ଭ…
ଗଞ୍ଜାମରେ ପଶିଲା କରୋନା : ରାଜ୍ୟରେ ପୁଣି ୩ ପଜିଟିଭ
ଭୁବନେଶ୍ୱର(ଶାସକ ପ୍ରଶାସକ) : ପୁଣି ଆଉ ଏକ ଜିଲ୍ଲା ଗଞ୍ଜାମରେ ପଶିଛି କରୋନା | କରୋନା ଆବିର୍ଭାବ ହେବା ପରେ ପ୍ରଥମ ଥର ପାଇଁ ଗଞ୍ଜାମରେ ଚିହ୍ନଟ ହୋଇଛନ୍ତି ଦୁଇ ଜଣ କରୋନା ପଜିଟିଭ | ଦୁହେଁ ସୁରାଟ ଫେରନ୍ତା | ସେହିପରି ଝାରସୁଗୁଡା ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି…
ଲକ୍ ଡ଼ାଉନ ଅବମାନନା : ମୟୂରଭଞ୍ଜରେ ୩ ମାମଲା ରୁଜୁ , ୧୨ ଗିରଫ
୧୦ଙ୍କୁ ଜାମିନ , ୧,୧୫,୩୦୦ ଟଙ୍କା ଜୋରିମାନା ଆଦାୟ ,୧୦ ଲିଟର ଦେଶୀ ଚୋରା ମଦ ଜବତ
ବାରିପଦା(୦୨/୦୫)- ଲକ୍ ଡ଼ାଉନ ମାର୍ଗଦର୍ଶୀକା ଅଣଦେଖା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାଗୁଡ଼ିକରେ ୩ ଟି ମାମଲା ରୁଜୁ ସହିତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ମଧ୍ୟରୁ…
ବୁଗୁଡାରେ ପହଞ୍ଚିଲା ସୁରାଟ ଫେରନ୍ତା ଦୁଇଟି ବସ
କଳିଙ୍ଗା ଘାଟି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୨ ଜଣଙ୍କ ବୁଗୁଡା ବ୍ଲକ
ବୁଗୁଡା(ଡ଼ କୁମୁଦ ବେହେରା) ସୁରାଟରୁ ୫୪ ଜଣଙ୍କୁ ଧରି ଫେରିଥିବା ବସ ବୁଗୁଡ଼ାରେ ପହଞ୍ଚିବା ପରେ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲ ଓ ଶୋଭନୀୟ ପବ୍ଲିକ ସ୍କୁଲରେ ରହିଥିବା ଜଣା ପଡ଼ିଛି। ୫୪ ଜଣଙ୍କ ମଧ୍ୟରୁ ୪୧…
ସେ ଦଣ୍ଡରୁ ବଳିଲା ଏ ଦଣ୍ଡ : ପ୍ରବାସୀଙ୍କୁ ନେଇ ଆସୁଥିବା ବସ ଓଲଟିଲା ଘାଟିରେ
http://www.youtube.com/watch?v=aIcXnSVugRk
ଘୁ.ଉଦୟଗିର/ ଗଗନ ପ୍ରଧାନ : ପ୍ରବାସୀ ଓଡ଼ିଆଙ୍କୁ ନେଇ ଗୁଜୁରାଟର ସୁରତରୁ ଆସୁଥିବା ଯାତ୍ରୀବାହୀ ବସ ଗଂଜାମ ଓ କନ୍ଧମାଳ ଜିଲ୍ଲାର ସୀମା କଳିଙ୍ଗା ଘାଟିରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 2ଜଣ ପ୍ରବାସୀ…