ଲୁଟର ଶିକାର ହୋଇ ଅଧାବାଟରେ ଯନ୍ତ୍ରଣା ଭୋଗୁଛନ୍ତି ପ୍ରବାସୀ ଓଡ଼ିଆ 

http://www.youtube.com/watch?v=VRPta6N2dCk ତାମିଲନାଡୁରେ ଫସିଛନ୍ତି 48 ଓଡ଼ିଆ ଶ୍ରମିକ ଘରକୁ ଫେରିବାକୁ 5 ହଜାର ଦେଇ କିଣିଥିଲେ ସାଇକେଲ ଅଧା ବାଟରେ ଳୁଟିଲେ ଦୁର୍ବୁତ୍ତ, ଘରକୁ ନଫେରିଲେ ଆତ୍ମହତ୍ୟା ଚେତାବନୀ ବୋୖଦ୍ଧ(ସିମୁନ୍ ନାଏକ) : ତାମିଲନାଡୁ କ୍ରିଷ୍ଣାଗିରି ଜିଲ୍ଲା ରେ…

ଡ଼ଇଁଚା କ୍ୱାରେଣ୍ଟାଇନ ସେଣ୍ଟରକୁ ସାନିଟାଇଜ୍‌ କଲେ ସରପଞ୍ଚ, ସାମ୍ବାଦିକ ଓ ସ୍ୱେଚ୍ଛାସେବୀ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡଇଁଚା ପଞ୍ଚାୟତର ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ଆଜି ବିଷୋଧନ କରାଯାଇଛି । ଏହି ସେଣ୍ଟରରେ ୧୭ ଜଣ ପ୍ରବାସୀ ଓଡିଆ ରହୁଥିବା ବେଳେ କ୍ୱାରେଣ୍ଟାଇନ…

ବୁଲେଟରେ ମହୁଲ  ଗଛରେ ପିଟିହୋଇ ଜଣେମୃତ ଏବଂ ଜଣେ ଗୁରୁତର

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :-ଆଜି ଅପରାହ୍ନ ୩ ସମୟ ପାଖାପାଖି ଧୁରୁଆଡ଼ିହି ଥାନା ଅନ୍ତର୍ଗତ ଲହଣ୍ଡାବୋଡ଼ ଗ୍ରାମ ପଞ୍ଚାୟତର୍ ଘଣ୍ଟିବୋଡ଼ ଗ୍ରାମର  ଗୋଟିଏ ବୁଲାଣିରେ ଭାରସାମ୍ୟ ହରାଇ ବୁଲେଟ ଆରୋହି ମହୁଳଗଛ ରେ ପିଟିହୋଇ ଥିଲେ | ପ୍ରାପ୍ତ ସୂଚନାରୁ ଯାହା ଜଣାପଡିଛି ସେମାନେ ସଦରବ୍ଲକ…

 ସହରରେ ସଚେତନ କଲେ ଯୁବ ରେଡକ୍ରସ ଓ ଏନସିସି

ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଳ କୁମାର ବାଗ: ଦିନକୁ ଦିନ କରୋନା ରୋଗ ମହାମାରି ରୂପ ନେବାକୁ ବସିଲାଣି । ସମଗ୍ର ବିଶ୍ୱରେ ବର୍ତମାନ ୧୩୫ରୁ ଉର୍ଦ୍ଧ ଦେଶରେ ଏହାର କବଳିତ କରିସାରିଲାଣି । ଭାରତରେ ଦିନକୁ ଦିନ ଆକ୍ରନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜନସାଧାରଣଙ୍କ ମନରେ ଏହା କୋକୁଆ…

ପଞ୍ଚାୟତ ସ୍ତରରେ ଚାଳିଛି ଚାଉଳ ବଣ୍ଟନ: ସାମାଜିକ ଦୂରତାକୁ ଯାଉଛି ଚୁଲିକୁ 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :-ସମ୍ପୂର୍ଣ୍ଣ  ବିଶ୍ୱ ଦରବାରରେ କରୋଣା ମହାମାରୀ ଭୁତାଣୁ ସଂକ୍ରମଣରୁ ବାଦ ପଡିନଥିବା ବେଳେ ଭାରତବର୍ଷ ମଧ୍ୟ ଏହି ଭୁତାଣୁ କବଳଲେ ଛନ୍ଦିହୋଇ ଯାଇଛି | ଏହି ସଂକ୍ରମଣ ଭୁତାଣୁକୁ  ବାଦ ଦେବାପାଇଁ ଏବେସୁଧା କୌଣସି ଭେକ୍ସିନ ତିଆରି ହୋଇନଥିବା ଯୋଗୁଁ  ସଂକ୍ରମଣ…

ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଅବକାରୀ ଏଏସଆଇଙ୍କ ସମେତ ଅନ୍ୟକର୍ମଚାରୀ 

ଦାରିଙ୍ଗବାଡି ଥାନାରେ ଏତଲା ଗିରଫଦାବୀ କଲା କନ୍ଧମାଳ ସାମ୍ବାଦିକ ସଂଘ।  ଘୁ. ଉଦୟଗିରି :  ରାଜ୍ୟରେ ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି I ପୁରୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବନବିଭାଗ କର୍ମଚାରୀ ଆକ୍ରମଣ କରିଥିବା ଘଟଣା ନ ନୀଭୂଣୁ ଆଜି ପୁଣି କନ୍ଧମାଳ…

ଗାଁ ଦାଣ୍ଡରେ  ଯୁବକଙ୍କୁ ଗୋଡାଇ ଗୋଡାଇ ଗୋଡାଇ ହତ୍ୟା

http://www.youtube.com/watch?v=5qhg_jfS4wM ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଶାଳବଣିଆଁ ରେ  ଜନୈକ ଯୁବକକୁ ସଂଘବଦ୍ଧ ଭାବରେ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି । ନାକଟିଦେଉଳ ଥାନା ଶାଳବଣିଆଁ ଗ୍ରାମରେ ଆଜି ଗ୍ରାମର ୪ ଜଣ…

 ଚୁକ୍ତିଭିତ୍ତିକ ବିଦ୍ୟୁତ କର୍ମଚାରୀଙ୍କୁ ପ୍ରଶଂସା

ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଳ କୁମାର ବାଗ:: ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ବିରୋଧରେ ଚାଲିଥିବା ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଲିସ, ବିଦ୍ୟୁତ ବିଭାଗ କର୍ମଚାରୀ, ସଫେଇ କର୍ମଚାରୀ, ସାମ୍ବାଦିକ, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ପ୍ରମୁଖ ଯୋଦ୍ଧା ସାଜିଛନ୍ତି।…

ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ, ଭୁବନେଶ୍ୱର କାହିଁକି ରେଡ ଜୋନ :  ସ୍ପଷ୍ଟ କଲେ ଏସଆରସି ପ୍ରଦୀପ ଜେନା 

ବସ ଚଳାଚଳ ନେଇ ପୂର୍ବ କଟକଣା ସଂଶୋଧିତ ଗ୍ରୀନ ଜୋନରେ ଚାଲିପାରିବ  ଗ୍ରୀନ ଟୁ ଗ୍ରୀନ ରୁଟରେ ଯେପରି କୌଣସି ରେଡ୍‌ କିମ୍ବା ଅରେଞ୍ଜ ଜିଲ୍ଲା ଆସୁନଥିବା ଅପରିହାର୍ଯ୍ୟ   ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ରହିଛି ଅରେଞ୍ଜ ଜୋନରେ | ହେଲେ ଭୁବନେଶ୍ୱର ରେଡ ଜୋନରେ କାହିଁକି ! ଏହାକୁ ନେଇ ଲୋକଙ୍କ…

କାହାର କୋଉ ଚିନ୍ତା, ଏମାନଙ୍କ ଜୁଆଖେଳ ଓ ମଦ ଚିନ୍ତା 

ଜୁଆ ଆଡ୍ଡାରେ ପୁଲିସ ଚଢାଉ, ୧୦ ଗିରଫ : ୨୫୫ ଲିଟର ହାତରନ୍ଧା ମଦ, ୬୯୦୦ ଟଙ୍କା ଜବତ  ନୂଆପଡ଼ା (ଅମିତ ପୁରୋହିତ): ସଦର ଟାନୱଟ ଓ କେରମେଲି ମଧ୍ୟସ୍ଥ ଘାଟି ନିକଟ ଜଙ୍ଗଲ  ଭିତରେ ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢାଉ କରିଥିଲା । ସେଠାରେ ୨୫୫ ଲିଟର ହାତରନ୍ଧା ମଦ, ୬୯୦୦ ଟଙ୍କା, ୪ ବାଇକ, ୧୦ଟି…