Sign in
Sign in
Recover your password.
A password will be e-mailed to you.
ବିଜେଡି ନେତା ସୁବାସ ଚୌହାନ ଗରୁତର ଅସୁସ୍ଥ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ବିଜେଡି ନେତା ସୁବାସ ଚୌହାନ ଭୀଷଣ ଅସୁସ୍ଥ ହୋଇ ପଡିଛନ୍ତି। ଫଳରେ ତାଙ୍କୁ ରାଜଧାନୀରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛିଦିନ ଧରି ସେ ଅସୁସ୍ଥତା ଅନୁଭବ କରୁଥିବା ଜଣାପଡିଛି । ପୂର୍ବରୁ କିଛି ମାସ ତଳେ ସୁବାସ ଗୁରୁତର ଅସୁସ୍ଥ ହୋଇପଡି…
ପ୍ରବାସୀ ଶ୍ରମିକଙ୍କ ପାଇଁ ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ
ବରଗଡ(ଶାସକ ପ୍ରଶାସକ) :- କୋରୋନା ମହାମାରୀ ପାଇଁ ଲକଡାଉନ ତୃତୀୟ ପର୍ଯ୍ୟାୟରେ । ବାହାର ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକମାନେ ଲକଡାଉନ ଫଳରେ କୋଣସି କାମଧନ୍ଦା ନପାଇ ଓ ମହାମାରୀ କରୋନା କବଳରୁ ନିଜକୁ ରକ୍ଷା କରିବା ପାଇଁ ସମସ୍ତେ ବର୍ତ୍ତମାନ ଯେକୌଣସି ଉପାୟରେ ରାଜ୍ୟକୁ ଫେରିବା ପାଇଁ…
ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ମାଣ୍ତୋସିଲ ଗ୍ରାମବାସୀଙ୍କ ସାମୁହିକ ଦାନ
ପଦ୍ମପୁର (ଶାସକ ପ୍ରଶାସକ): ପଦ୍ମପୁର ଅଞ୍ଚଳର ବିଭିନ୍ନ ଗ୍ରାମ ମାନଙ୍କରେ ଲୋକେ ଉତ୍ସାହିତ ହୋଇ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ସାମୁହିକ ଭାବେ ଦାନ ପ୍ରଦାନ କରୁଥିବାର ନିଜର ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସାଧାରଣଙ୍କୁ ଲୋକର ଏଭଳି ଆସ୍ଥା ଓ ବିଶ୍ବାସ…
ସମୀର ଦିବ୍ୟାଙ୍ଗ ପକ୍ଷରୁ କଠଉମାଲ ପଞ୍ଚାୟତରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ।
ପଦ୍ମପୁର/ଶାସକ ପ୍ରଶାସକ -କରୋନା ଓ ମଣିଷ ଲଢେଇରେ ଲକ ଡାଉନ ହିଁ ଏକମାତ୍ର ଉପାୟ । ଲକ ଡାଉନର ପ୍ରଭାବ ସିଧାସଳଖ ଗରିବ ଖଟିଖିଆ ମାନଙ୍କ ଉପରେ ପଡିଛି । ତାଳବନ୍ଦ ଯୋଗୁଁ ଦିନମଜୁରିଆ ତଥା ଖଟିଖିଆ ମାନଙ୍କ ତାଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି । ବିଭିନ୍ନ ଅନୁଷ୍ଠାନ ମାନେ ଅସହାୟ ତଥା ଗରିବ…
ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ପଦ୍ମପୁର(ଶାସକ ଶାସକ) : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ପାଇଁ ବିଭିନ୍ନ ସଂସ୍ଥା ତଥା ବ୍ୟକ୍ତି ବିଶେଷଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରା ଯାଉଅଛି । ଏହି କ୍ରମରେ ରେ ମଙ୍ଗଳବାର ଦିନ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକେଷ୍ଠ ରେ ମହୁଲପାଲି ଗ୍ରାମ…
ଢ଼ାବା ମାଲିକ କରୁଛନ୍ତି ସର୍ତ୍ତର ଖୋଲାଖୋଲି ଉଲଂଘନ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଗ୍ରୀନ ଜୋନ ରହିଥିବା ସମ୍ବଲପୁର ଜିଲ୍ଲା ଜାତୀୟ ଓ ରାଜ୍ୟ ରାଜପଥ କଡରେ କେତେକ ଢାବl ଖୋଲିବା ପାଈଁ ସର୍ତ୍ତ ରଖି ଅନୁମତି ଅଛି | କିନ୍ତୁ ରେଢ଼ାଖୋଲରେ ଢ଼ାବା ମାଲିକ ମାନେ ଖୋଲାଖୋଲି ନିୟମର ଉଲଂଘନ କରୁଥିବା ଦେଖିବାକୁ ମିଳିଛି l ଆଜି ରେଢ଼ାଖୋଲରୁ…
ଲକ୍ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ
ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଲକ୍ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ। ଲୋକେ ଗାଁ ଦାଣ୍ଡରେ ବସି ତାସ୍ ଖେଳୁଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଅଞ୍ଚଳରେ ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ବେଖାତିର ଭାବେ ତାସ୍ ଖେଳୁଛନ୍ତି ଲୋକେ।…
ମୃତକ ସବିତା ସାହୁଙ୍କ ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟର ହାତ ବଢ଼େଇଲା ବିଜେପି
http://www.youtube.com/watch?v=DCv7LXws8Ko
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଦୀର୍ଘ ଦିନ ରୋଗାଗ୍ରସ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୨ ତାରିଖ ରେ ମୃତ୍ୟୁବରଣ କରିଥିଲେ ସମ୍ବଲପୁର ସରଲାକାନି ଅଞ୍ଚଳର ଗାନ୍ଧୀକଲୋନୀ ର ସବିତା ସାହୁ । ଗରିବ ବିଧବା ମହିଳା ସବିତାଙ୍କ ମୃତ୍ୟୁ…
ଚାଲି ଚାଲି ହାଇଦ୍ରାବାଦରୁ ମାଲଦା
http://www.youtube.com/watch?v=9qDyAUauFEM
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ପ୍ରଚଣ୍ଡ ରୌଦ୍ରତାପରେ ଚାଲିଚାଲି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ପଶ୍ଚିମବଙ୍ଗର ମାଲଦା l ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ସମ୍ବଲପୁର ସହର ଉପକଣ୍ଠ ଜାତୀୟ ରାଜପଥ ଧନକଉଡାରେ l …
ଅଣ-କୋଭିଡ୍ ରୋଗୀମାନଙ୍କ ଚିକିତ୍ସାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉ: ପ୍ରଦୀପ୍ତ ନାଏକ
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପତ୍ର
ଡାକ୍ତରଖାନା କର୍ତୃପକ୍ଷ ଅଣ-କୋଭିଡ୍ ରୋଗୀଙ୍କୁ ପ୍ରଥମେ କୋଭିଡ୍ ହସପିଟାଲ ଯାଇ କୋଭିଡ୍ ପରୀକ୍ଷା କରିବାକୁ ବାଧ୍ୟ କରୁଥିବାର ବହୁ ଅଭିଯୋଗ
ହୃଦରୋଗୀ, ଦୁର୍ଘଟଣା ଜନିତ ଆଘାତପ୍ରାପ୍ତ ରୋଗୀ, ସାଧାରଣ ଜ୍ୱର ଥିବା…