Sign in
Sign in
Recover your password.
A password will be e-mailed to you.
କୃଷକ ମୋର୍ଚା ଦ୍ୱାରା କରୋନା ଯୋଦ୍ଧାଙ୍କୁ ସମ୍ମାନ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : କରୋନା ମହାମାରୀରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟରତ ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟକର୍ମି ଓ ପ୍ରଶାସନୀକ ଅଧିକାରୀ ମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟରେ ବିଭିନ୍ନ ଅନୁଷ୍ଠାନ ଆଗେଇ ଆସୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷିରେ ନୟାଗଡ଼…
ଲକଡାଉନ: ଚିନ୍ତା ଆଉ ଆଶଙ୍କାରେ ପିଆଜ ଚାଷୀ
କୋମନା (ଶାସକପ୍ରଶାସକ)- ସାରା ଦେଶରେ ମେ ୧୭ ଯାଏଁ ଲକଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯାହାର ପ୍ରଭାବ ଚାଷୀକୂଳ ଉପରେ ପଡିଛି । ନୂଆପଡା ଜିଲା କୋମନା ବ୍ଲକ ର ପିଆଜ ଚାଷୀ ବର୍ତମାନ ଚିନ୍ତାରେ । ଗୋଟିଏ ପଟେ ବର୍ଷା ସାଙ୍ଗକୁ କୁଆପଥର ମାଡ ଚାଷକୁ କ୍ଷତି କରିଥିବା ବେଲେ ଏବେ ଲକଡାଉନ…
ରାଜ୍ୟରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର(ଶାସକ ପ୍ରଶାସକ) ଦୁଃଖ ଖବର | ରାଜ୍ୟରେ କରୋନା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଛି | ମୃତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗରର | ତାଙ୍କ ବୟସ ୭୭ ବର୍ଷ | ସେ କୀମସ କୋଭିଡ ହସ୍ପିଟାଲରେ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇ ଚିକିତ୍ସିତ…
ବାହାର ରାଜ୍ୟରୁ ମୟୂରଭଞ୍ଜକୁ ଘର ବାହୁଡ଼ା ଯୁବକ ଯୁବତୀମାନଙ୍କ ନିମନ୍ତେ ନୂତନ ଯୋଜନା କାର୍ଯ୍ୟକାରୀ ଦାବି
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମୁକାବିଲା ନିମନ୍ତେ ଲକ୍ ଡ଼ାଉନ ପରେ ବାହାର ରାଜ୍ୟକୁ ଯାଇଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କର ଘର ବାହୁଡ଼ା ପଞ୍ଜିକରଣ ଓଡ଼ିଶା ବିକାଶର ଅସଲ ଚିତ୍ର ଉପରୁ ପରଦା ହଟାଇ ଦେଇଛି । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାକୁ ଫେରିବା ନିମନ୍ତେ ୩୦…
ପରଲୋକରେ ଶିକ୍ଷାବିତ୍ ଶତ୍ରୁଘନ ମନ୍ତ୍ରୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଅପରାହ୍ନ ୨ଟା ସମୟରେ ବାରିପଦା ପୌରପରିଷଦର ତୁଳସୀଚଉରା ନିବାସୀ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଶତ୍ରୁଘନ ମନ୍ତ୍ରୀଙ୍କର ୮୧ ବର୍ଷ ବୟସରେ ତାଙ୍କର ବାସଭବନରେ ପରଲୋକ ହୋଇଯାଇଛି । ଏହି ସମୟରେ ପ୍ରତିରକ୍ଷା ବିଭାଗରୁ ଅବସର ଗ୍ରହଣ କରିଥିବା ଜ୍ୟେଷ୍ଠ …
କ୍ୱାରେଣ୍ଟାଇନ ସେଣ୍ଟର ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ସ୍ଥିତି ପରଖିଲେ ମନ୍ତ୍ରୀ ସୁଦାମ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରିପଦା ଗସ୍ତରେ ଆଦି ପ୍ରୟାସ ଭବନ ପରିସରରେ କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନରେ ଯାଇ ସେଠାରେ ରାଜସ୍ଥାନ ରାଜ୍ୟ କୋଟାରୁ ଫେରି ସଙ୍ଗରୋଧରେ ରହିଥିବା ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ସହିତ…
ଆମାନିଆଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ ଓ ଏନଏସି ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ଗଞ୍ଜାମ ଜିଲ୍ଲା ରାଜ୍ୟରେ ଅରେଞ୍ଜ ଜୋନରେ ଥିବା ବେଳେ ଲକ ଡାଉନ ଆଇନକୁ ମାନୁନଥିବା କେତେକ ବ୍ୟବସାୟୀ ଓ ଆମାନିଆ ବ୍ୟକ୍ତିଙ୍କ ଉପରେ ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ମିଳିତ ଭାବେ ଦୃଢ଼ ପଦକ୍ଷେପ…
ବୌଦ୍ଧ ଲକ୍ ଡାଉନ୍ ୩.୦ : ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶାବଳୀ
ବୌଦ୍ଧ/ପ୍ରତାପ ମେହେର :ବୌଦ୍ଧ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଲକଡାଉନ ସମୟରେ କେନ୍ଦ୍ର ସରକାର କେତେକ ଦୋକାନ ଖୋଲିବା ପାଇଁ ନିୟମ କୋହଳ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ହିସାବରେ ବୌଦ୍ଧ ଜିଲ୍ଲାକୁ ଗ୍ରୀନ୍ ଜୋନରେ ସାମିଲ କରିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫…
ଧର୍ମଶାଳା ଛାତ୍ର ବିଜେଡି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ଧର୍ମଶାଳା (ଶାସକ ପ୍ରଶାସକ) କରୋନା ମହାମାରୀ ପାଇଁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନିର୍ଦେଶ କ୍ରମେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ଅଭୟପୁର ପଞ୍ଚାୟତର ହରିଜନ ସାହି ଠାରେ ଛାତ୍ର ବିଜେଡି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି | ଯୁବ ବିଜେଡି ରାଜ୍ୟ ସମ୍ପାଦକ ତଥା ଆଇଟି…
ଲକଡାଉନ ଅବଧି ମେ ୨୯ ପର୍ଯ୍ୟନ୍ତ ବଢ଼ାଇଲେ ତେଲେଙ୍ଗାନା ସରକାର
ହାଇଦ୍ରାବାଦ : ତେଲେଙ୍ଗାନା ସରକାର ବଢ଼ାଇଲେ ଲକ ଡାଉନ ଅବଧି | ରାଜ୍ୟରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ଲକ ଡାଉନକୁ ବଢାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି | ଲକ ଡାଉନକୁ ମେ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ…