Sign in
Sign in
Recover your password.
A password will be e-mailed to you.
ରାଜବୋଡାସମ୍ବର ମିଳିତ ଶିକ୍ଷକ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଲା 6, 66, 850 ଟଙ୍କା
ବରଗଡ :- ବର୍ତ୍ତମାନ ସାରା ବିଶ୍ୱ କୋବିଡ଼ 19 ର କବଜାରେ । ଯାହାଫଳରେ ବର୍ତ୍ତମାନ ସାରା ବିଶ୍ୱରେ କୋରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । ଆମ ସରକାର ଏହି ମହାମାରୀ କୁ ରୋକିବା ପାଇଁ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ସମସ୍ତ ଜନ…
ପାନୀୟ ଜଳ ସଙ୍କଟ : ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ପିଏଚଡି ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଗଦାଧର ମହାନ୍ତି ଙ୍କୁ ସାକ୍ଷାତ କରି ଅଞ୍ଚଳର ପାନୀୟ ଜଳ ସଙ୍କଟ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଦାବିପତ୍ର ପ୍ରଦାନ କରାଯାଇଥିଲା l ମହାନଦୀ ମଣ୍ଡଳ ସଭାପତି…
ଆଉ କରୋନା ପଜିଟିଭ ଚିହ୍ନଟ, ବାଲେଶ୍ୱରରୁ କେବଳ ୧୫
ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟରେ ଆଉ ୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | କେବଳ ବାଲେଶ୍ୱରରେ ୧୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଗଂଜାମରେ କରୋନା ପଜିଟିଭଙ୍କ ସଂଖ୍ୟା ୧୫୭( ନୂଆ ୩) , ଯାଜପୁର ୬୪(ନୂଆ ୩), ବାଲେଶ୍ୱରରେ ୫୭ (୧୫ ନୂଆ), ପୁରୀ ୪ (୧),…
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଋକ୍ତ ଅଭାବରୁ ନିଃସହାୟ ମହିଳାଙ୍କ ମୃତ୍ୟୁ ଦୁଃଖଦାୟକ : ଟଙ୍କଧର ତ୍ରିପାଠୀ
ସ୍ୱାସ୍ଥ୍ୟମନ୍ତ୍ରୀ ଏହି ମୃତ୍ୟୁର ନୈତିକ ଦାୟିତ୍ୱ ନିଜ ମୁଣ୍ଡକୁ ନିଅନ୍ତୁ
ମୃତ୍ୟୁ ବାବଦକୁ କ୍ଷତିପୂରଣ ଓ ଅସହାୟ ପିଲାଙ୍କ ଯତ୍ନ ନିଅନ୍ତୁ ସରକାର
ସ୍ୱାସ୍ଥ୍ୟ ମନ୍ତ୍ରୀ ରକ୍ତଭଣ୍ଡାର କାମ କରିବ କହି ଘଟଣା ଉପରୁ ନଜର ହଟାଇବାକୁ ଚେଷ୍ଟା କରୁଛନ୍ତି
ଘଟଣାର ଉପଯୁକ୍ତ ତଦନ୍ତ ହେବା…
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଋକ୍ତ ଅଭାବରୁ ନିଃସହାୟ ମହିଳାଙ୍କ ମୃତ୍ୟୁ ଦୁଃଖଦାୟକ : ଟଙ୍କଧର ତ୍ରିପାଠୀ
ସ୍ୱାସ୍ଥ୍ୟମନ୍ତ୍ରୀ ଏହି ମୃତ୍ୟୁର ନୈତିକ ଦାୟିତ୍ୱ ନିଜ ମୁଣ୍ଡକୁ ନିଅନ୍ତୁ
ମୃତ୍ୟୁ ବାବଦକୁ କ୍ଷତିପୂରଣ ଓ ଅସହାୟ ପିଲାଙ୍କ ଯତ୍ନ ନିଅନ୍ତୁ ସରକାର
ସ୍ୱାସ୍ଥ୍ୟ ମନ୍ତ୍ରୀ ରକ୍ତଭଣ୍ଡାର କାମ କରିବ କହି ଘଟଣା ଉପରୁ ନଜର ହଟାଇବାକୁ ଚେଷ୍ଟା କରୁଛନ୍ତି
ଘଟଣାର ଉପଯୁକ୍ତ ତଦନ୍ତ…
ପାଂଚଟି ସାଇକେଲରେ ଆସୁଥିଲେ, ବାଟରେ ବିକିଦେଲେ ଦୁଇଟି
କରୋନା ଯନ୍ତ୍ରଣା : ବିକଳରେ ସାଇକେଲରେ ଚାଲିଆସିଲେ ମୁମ୍ବାଇରୁ
ବଲାଙ୍ଗୀର( ନିରୋଜ ମିଶ୍ର) : ବଲାଙ୍ଗୀର ଜିଲ୍ଲା ତୁଷୁରା ପୋଲିସ ହାବୁଡରେ ପଡିଛନ୍ତି ବୌଦ୍ଧ ଜିଳ୍ଳା କଣ୍ଟାମାଳ ଥାନା ଅଞ୍ଚଳର ୫ ଯୁବ ଶ୍ରମିକ । ଏମାନେ ସାଇକେଲରେ ମୁମ୍ବାଇରୁ ନିଜ ଗାଁକୁ ଫେରୁଥିବା ବେଳେ ତୁଷୁରା ପୋଲିସ…
ଝାରବନ୍ଧ ଅଞ୍ଚଳର ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ଜଟାଧାରୀ ଓ ଜୟଜବାନ କ୍ଳବର ଯୁବଗୋଷ୍ଠୀ ।
ପଦ୍ମପୁର-କରୋନା ଭୂତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି। ଏହି ଦୟନୀୟ ଅବସ୍ଥାରେ ଅସହାୟ,ଦିନ ମଜୁରିଆ ତଥା ଦିବ୍ୟାଙ୍ଗ ମାନଙ୍କ ପାଇଁ ବିପଦର ବନ୍ଧୁ ସାଜିଛନ୍ତି ଜୟ ଜବାନ କ୍ଳବ ଓ ଜଟାଧାରୀ କ୍ଳବର ଯୁବଗୋଷ୍ଠୀ ।ଦୀର୍ଘ ଦିନ ହେଲା ଏହି ଯୁବଗୋଷ୍ଠୀ ପଦ୍ମପୁରର ଉପଖଣ୍ଡର…
ରାତିରେ ବି ଅନ୍ତରାଜ୍ୟ ସୀମାରେ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଡଲପୁର ଥାନା ଅଂଚଳର ଅନେକ ଗ୍ରାମ ପଡୋଶୀ ଛତିଶଗଡ଼ ରାଜ୍ୟର ସୀମାକୁ ଲାଗି ରହିଛି । କେବଳ ଅତ୍ୟାବଶ୍ୟକୀୟ ଜିନିଷର ପରିବହନ ବ୍ୟତୀତ ଅନ୍ୟ କୋଣସି ପ୍ରକାରର ଗମନାଗମନ ପାଇଁ ସୀମା ସମ୍ପୂର୍ଣ୍ଣ ସିଲ ରହିଛି । ଜିଲ୍ଲାର ସବୁ ସୀମାକୁ ଜଗି ରହିଛନ୍ତି…
ଆନ୍ଧ୍ରପ୍ରଦେଶରୁ ଟିଟିଲାଗଡରେ ଆସି ପହଁଚିଲା ଦ୍ବିତୀୟ ଓଡ଼ିଆ ପ୍ରବାସୀ ଟ୍ରେନ।
ଆସିଥିବା ୧୨୦୯ ଓଡ଼ିଆ ପ୍ରବାସୀଙ୍କ ମଧ୍ୟରୁ ୫୬୦ ଜଣ କେବଳ ନୂଆପଡ଼ା ଜିଲ୍ଲାର
ଟିଟିଲାଗଡ (ଗୌରବ ଦର୍ଜୀ): Covid-19 କୁ ଦେଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଶା ଆଣିବା ପାଇଁ…
ଉଜୁଡ଼ି ଯାଇଥିବା ଧାନ ଫସଲ ଧରି ଉପଜିଲ୍ଲାପାଳ ଦାବିପତ୍ର ଦେଲା ଜୟ କୋସଲ କୃଷକ ସଙ୍ଗଠନ
ବେଲପଡ଼ା/ବନମାଳୀ ନାଏକ -ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତର ପାଖାପାଖି ୧୫୦୦ ହେକ୍ଟର ଚାଷଜମିରେ ଏଥର ରବିଫସଲ ଚାଷ ହୋଇଛି ଏବଂ ଫସଲ ଭଲ ମଧ୍ୟ ହୋଇଥିଲା | କିନ୍ତୁ ଏବର୍ଷ ବ୍ୟାପକ ଭାବରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା କରାମାଡ଼ ହୋଇଥିଲା ତେଣୁ ଫସଲହାନୀ ଯୋଗୁଁ ଚାଷି ମୁଣ୍ଡରେ ଚଡ଼କ…