ଓଡିଶା କ୍ୟାଡର ଆଇଏଏସ ମନୋଜ ଆହୁଜା ହେଲେ ସିବିଏସଇ ଅଧ୍ୟକ୍ଷ 

ନୂଆଦିଲ୍ଲୀ (ଏସପିବି)  କେନ୍ଦ୍ରୀୟ ଡେପୁଟେସନରେ ଯାଇ ବର୍ତ୍ତମାନ ଲାଲ ବହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ୧୯୯୦  ବ୍ୟାଚ ଓଡିଶା କ୍ୟାଡର ବରିଷ୍ଠ ଆଇଏଏସ ଅଫିସର ମନୋଜ ଆହୁଜା ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ…

ଗଜପତି ଜିଲ୍ଲା ବିଜେଡି ଯୁବମୋର୍ଚ୍ଚା ପକ୍ଷରୁ  ଉପଲଡା ପଞ୍ଚାୟତରେ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଓ ମାସ୍କ ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜେଡି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ରହିଥିବା ଅଭାବୀ ଗରିବ ଲୋକ ମାନଙ୍କୁ ଚାଉଳ ଓ ପନିପରିବା ସମେତ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଯୁବମୋର୍ଚ୍ଚାର ସଭାପତି ଏସ:…

“ଆଉ ମିଳିବନି ଲୁଣ” ଗୁଜବ: ଆଶଙ୍କା ଭିତରେ ନୂଆପଡା  ଜିଲ୍ଲାବାସୀ

ନୂଆପଡା/ଅମିତ ପୁରୋହିତ ;  ଆଉ କିଛି ଦିନ ପାଇଁ ଲୁଣ ମିଳିବ ନାହିଁ । ଏପରି ଏକ ଗୁଜବ ଆଜି ସକାଳୁ ନୂଆପଡା ତଥା ଆଖପାଖ ଅଞ୍ଚଳରେ ପ୍ରକାଶିତ ହେବା ପରେ ଲୋକଙ୍କ ମଧ୍ୟରେ ଲୁଣ ଅଭାବର କୋକୁଆ ଭୟ ଦେଖିବାକୁ ମିଳିଥିଲା । ଲୋକେ ତେଜରାତି ଦୋକାନ ମାନଙ୍କ ସାମନାରେ ଭିଡ ଜମାଇଥିଲେ ।  ଆମେ ସମସ୍ତେ…

ଟ୍ରାକ୍ଟର ଚକା ତଳେ ଚାଲିଗଲା ୫ ମାସ ଶିଶୁ କନ୍ୟାର ଜୀବନ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମହାମାରୀ 'କରୋନା'କୁ ନେଇ  ଦିର୍ଘ ୪୦ ଦିନ ହେଲା ଲକ୍ ଡାଉନ୍ ଜାରି ରହିଛି । ଏହାର ପ୍ରଭାବ  ଦିନ ମଜୁରିଆ, ଶ୍ରମିକମାନଙ୍କ ଉପରେ ପ୍ରଭାବ ପଡ଼ିଲା । ତେଣୁ ସରକାର କିଛିଟା ଲକ୍ ଡାଉନ୍  କୋହଳ  କରିଛନ୍ତି । ଚାଷକାମ , ନିର୍ମାଣ କାମ, କଳକାରଖାନା କାମ ପାଇଁ…

ସୁନ୍ଦରଗଡରେ ସ୍ବର୍ଗତ ସୁବାସ ଚୌହାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 

ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୁବାଷ ଚୌହ୍ୱାନଙ୍କ 54 ବର୍ଷ ବୟସରେ  ପରଲୋକ ଘଟିଛି । ଲିଭର କ୍ୟାନସରରେ ପୀଡିତ ଶ୍ରୀ ଚୌହ୍ୱାନ ଗତ ୫ ଦିନ ତଳେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।…

ସିମୁଳିଆ ନିର୍ବାଚନମଣ୍ଡଳୀର ବିବିନ୍ନ ସ୍ଥାନରେ  ରନ୍ଧା ଏବଂ ସୁଖିଲା ଖାଦ୍ୟ ବଣ୍ଟନ

ସିମୁଳିଆ (ଶାସକ ପ୍ରଶାସକ) : କରୋନା ପାଇଁ ଚାରିଆଡେ ଚାଲିଛି ଲକ ଡାଉନ | ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ ତଥାପି ବି  ବହୁଲୋକ ଅସହାୟତାର ସହ ଜୀବନ କାଟୁଛନ୍ତି | ରାଜ୍ୟ ଭାଷା ସାହିତ୍ୟ, ସଂସ୍କୁତି ଓ  ପର୍ଯ୍ୟଟନ ମନ୍ତ୍ରୀ ମନ୍ତ୍ରୀ ଜ୍ୟୋତି ପ୍ରକାଶ…

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ଲଷ୍ମୀପ୍ରସାଦ ସରପଞ୍ଚ

ସାରା ପଂଚାୟତକୁ 13 ତାରିଖ ପର୍ଯ୍ୟନ୍ତ ସଟଡାଉନ ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବୋୖଦ୍ଧ ଜିଲ୍ଲାରେ 4 ଜଣ ସୁରତ ଫେରନ୍ତାଙ୍କ କରୋନା ରିପୋର୍ଟ ପୋଜିଟିଭ ଆସିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ଦେଖିବାକୁ ମିଳିଛି। ପ୍ରଥମ ଥର 3 ଜଣ ବ୍ୟକ୍ତିଙ୍କ ପିଜେଟିଭ ରିପୋର୍ଟ ଆସିବା ପରେ…

ହାଟଡିହିରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚି଼ହ୍ନଟ

ହାଟଡିହି/ ମକରଧ୍ୱଜ ଜେନା :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ରେ ପୁଣି ଦୁଇ  କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛି । ଜିଲାପାଳ ଆଶିଷ ଠାକରେ ଏ ନେଇ  ସୂଚନା ଦେଇଛନ୍ତି । ଆକ୍ରାନ୍ତ ଦ୍ବୟ ଢେଙ୍କା ଓ ଧନୁର୍ଜୟପୁର  ପଞ୍ଚାୟତ ର ଅଟନ୍ତି. ଏମାନେ ସୁରଟ ଫେରନ୍ତା ଅଟନ୍ତି. ପୂର୍ବରୁ ପଞ୍ଚୁଗୋଛିଆ…

ଟିଟିଲାଗଡରେ ଓଡିଆ ପ୍ରବାସୀ ଟ୍ରେନ୍ ଗୁଜବ : ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ହେବ କାର୍ୟନୁଷ୍ଠାନ

ଟିଟିଲାଗଡ (ଗୌରବ ଦର୍ଜୀ) - ଲକ ଡାଉନ ଚାଲିଥିବାରୁ ଅନେକ ଓଡିଶା ପ୍ରବାସୀ ଅନ୍ୟ ରାଜ୍ୟରେ ରହିଛନ୍ତି।  ସେହି ଲୋକଙ୍କୁ ନିଜ ଗ୍ରାମକୁ ଆଣିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି।  10 ଏବଂ 11 ମଇ ଦିନ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରୁ ଟିଟିଲାଗଡରୁ ଦୁଇଟି…

ଲଢ଼ିବାକୁ ହେବ ଲମ୍ବା ଲଢେଇ : ନବୀନ 

ଭୁବନେଶ୍ୱର:  କରୋନା ଏହା ଏକ ଲମ୍ବା ଯୁଦ୍ଧ। ଆମକୁ ଲଢ଼ିବାକୁ ହେବ | କୋଭିଡ ମୁକାବିଲାରେ ସମାଜର ସକ୍ରିୟ ଅଂଶଗ୍ରହଣ ସହିତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ସଶକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରଛନ୍ତି |   …