ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ସନ୍ଧ୍ୟାରେ ଭିଏସସନଗରର ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ , ମିଳିତ ସହଯୋଗରେ ମା ତାରିଣୀ ମନ୍ଦିର ପରିସରରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ କରୋନା ରୋଗର ଆଶୁ ଆରୋଗ୍ୟ କାମନାକରି ସମୂହ ଦୀପ ଦାନ ପ୍ରଦାନ କରାଯାଇ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଉତ୍ତର ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ତଥା ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ, ଈଂ ଶିବପ୍ରସାଦ ମିଶ୍ର, ସ୍ମୃତି ରଂଜନ ସାମଲ , କ୍ଲବ୍ ସଭାପତି ଦୀପକ କୁମାର ନାୟକ, ଅକ୍ଷୟ ସ୍ବାଇଁ, ଲୋକେଶ କୁମାର, ଶିବାନନ୍ଦ ତାଡ଼, ଅନନ୍ତ ରେଡ୍ଡୀ, ବିନୋଦ ସାହୁ, ସୁଶାନ୍ତ ମୁଦୁଲି, ଦୀପକ ବେହେରା, ସର୍ବଜିତ୍ ସାହୁ , ସନ୍ତୋଷ ସାହୁ , ଶିବା ରେଡ୍ଡୀ ତ୍ରିନାଥ ବସ୍ତି ସଭାପତି ନରେନ୍ଦ୍ର ବିଶ୍ଵାଳ , ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ସୁଚିତ୍ରା ବେହେରା, ଇସା ମହାନ୍ତି,ସ୍ନେହଲତା ମୁଦୁଲି, ପୁଷ୍ପଲତା ରାଉଳ, ବବିତା ମହାନ୍ତି ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରି ପ୍ରାର୍ଥନା କରିଥିଲେ।
Sign in
Sign in
Recover your password.
A password will be e-mailed to you.