କରୋନାରୁ ସୁସ୍ଥ ହେଲେ ଆଉ ୨୭ ଜଣ 

ଭୁବନେଶ୍ୱର : ଆଜି ପୁଣି ସୁସ୍ଥ ହୋଇଛନ୍ତି ୨୭ କରୋନା ରୋଗୀ | ଏହାଫଳରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୧୪୩ରେ ପହଂଚିଛି | ସୂଚନା ଯୋଗ୍ୟ ଯେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫୩୮ରେ ପହଂଚି ଥିବା ବେଳେ ଏବେ ରାଜ୍ୟରେ ସକ୍ରିୟ ଅଛନ୍ତି ୩୯୨ ଜଣ | ୩ ଜଣ ଏ ଯାବତ ଏ ରୋଗରେ ପ୍ରାଣ…

କରୋନା ଲଢେଇ : ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ବିନେକେଳା ଗ୍ରାମର ଧାର୍ମିକ ସଙ୍ଗଠନର ଦେଲା ସହାୟତା

 ଟିଟିଲାଗଡ (ଗୌରବ ଦର୍ଜି)-କୋରୋନା ମହାମାରୀ  ସମଗ୍ର ବିଶ୍ଵରେ ବ୍ୟାପିଛି। ଏଥିରୁ ଆମ ଦେଶ ଭାରତ ମଧ୍ୟ ବଡ଼ ପଡି ନାହିଁ। ଭାରତ ର ସବୁ ରାଜ୍ୟ କୋରୋନା ମହାମାରୀ ପାଇଁ ଚିନ୍ତିତ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପୁରା ଦେଶ ଏହି ମହାମାରୀ ସହିତ ଲଢ଼ୁଛି। କୋରୋନା ପରି…

ଡାହାଣୀ ସନ୍ଦେହରେ ହତ୍ୟା : ସମ୍ପର୍କୀୟା ବୋହୁ ଗିରଫ, ହତ୍ୟାରେ ବ୍ୟବହୃତ କଟୁରୀ ଜବତ 

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ଗତ ୧୦ ତାରିଖ ଦିନ  ଜଣେ ବୃଦ୍ଧା ୭୦ ବର୍ଷୀୟା ବୁଦୁନି ମୁଣ୍ଡାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ଆଜି ପୋଲିସ ସମ୍ପର୍କୀୟା ବୋହୁ ସବିତା ମୁଣ୍ଡାଙ୍କୁ ଗିରଫ କରି କୋର୍ଟକୁ ଫରୱାର୍ଡ କରିଛି। ଏହି…

ଜିଲ୍ଲାପାଳ କ୍ଷମତା ଦେଖେଇଲେ ବୀରନରସିଂହପୁର ସରପଞ୍ଚ 

ହରଭଙ୍ଗା/ ପ୍ରତାପ ମେହେର: କୋରନା ସମୟରେ କାର୍ଯ୍ୟରେ ଅବହେଳା କରିଥିବାରୁ ଦ୍ୱନ୍ଦ୍ୱରେ ହରଭଙ୍ଗା ବ୍ଲକ  ବୀରନରସିଂହପୁର ପିଇଓ ଶ୍ରୀମତୀ ନମିତା ସାହୁଙ୍କୁ ଗତକାଲି ଭାରମୁକ୍ତ କରିଛନ୍ତି ସରପଞ୍ଚ ଶ୍ରୀଯୁକ୍ତ ସୁବର୍ଣ୍ଣ ମଲ୍ଲିକ  । ସ୍ଥାନୀୟ  ସାଧୁଚରଣ ଉଚ୍ଚ ବିଦ୍ୟାଳୟରେ କରୋନା ପାଇଁ…

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜର ବିସ୍ତୃତ ସୂଚନାକୁ ପେଟ୍ରୋଲିୟମ…

• ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ବଡ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ • ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ • ଏମଏସଏମଇ ପାଇଁ 3 ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ ଋଣ ବ୍ୟବସ୍ଥା ଦେଶର ଅର୍ଥନୀତିକୁ ମଜବୁତ କରିବ • ଏହି ଐତିହାସିକ ପଦକ୍ଷେପ କରୋନା…

ମାଛ ମାରିଯିବା ହେଲା କାଳ, ପୋଖରୀରୁ ମୃତ ଦେହ ଉଦ୍ଧାର ।

 "ଦ୍ବନ୍ଦ୍ବରେ ସୁବଳୟା ପୋଲିସ, ହତ୍ୟା ନା ଅଘଟଣ   " ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ବିଶାଲପାଲି ଗ୍ରାମ ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବକ ହେଲେ ବିଶାଲପାଲି ଗ୍ରାମର ସୁରେଶ…

ଜିଲ୍ଲାପାଳଙ୍କୁ ଭେଟି ଅସନ୍ତୋଷ ଜାହିର କଲେ ହରିବଳଦେବ ଜୀଉ ସେବାୟତ ମହାସଙ୍ଘ 

ବାରମ୍ବାର ଦାବି ସତ୍ତ୍ୱେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସେବାୟତମାନଙ୍କୁ ଦିଆଯାଉନି କରୋନା ସହାୟତା  ଦେବୋତ୍ତର ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଭୋଗ ଓ ରୋଷ ସାମଗ୍ରୀ ନିମ୍ନ ମାନର ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ମହାମାରୀ ମୁକାବିଲା ନିମନ୍ତେ ମାର୍ଚ୍ଚ ୨୪ରୁ ମୟୂରଭଞ୍ଜ ଜିଲ୍ଲାରେ…

ଅସାଧୁ ବେପାରୀ କଲେଣି ଲୁଣର ବ୍ୟାପକ କଳା ବଜାରୀ, ପ୍ରଶାସନିକ ହସ୍ତକ୍ଷେପ ଦାବି  

ଉପଜିଲ୍ଲାପାଳଙ୍କ ଚେତାବନୀ : କଳାବଜାରୀ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ବରଗଡ :- ପଦ୍ମପୁର ଉପଖଣ୍ଡ ପାଇକମାଲ ବଜାରରେ ଗତ କାଲିଠାରୁ କିଛି ଖଳ ପ୍ରକୃତିର ବ୍ୟବସାୟୀ ଲୁଣ ଭଳି ଅତ୍ୟାବଶ୍ୟକୀୟ ବସ୍ତୁର ବ୍ୟାପକ କଳା ବଜାରୀ କରୁଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ ଲକଡାଉନ ଆରମ୍ଭ…

ସକାଳୁ ସକାଳୁ ଛାତି ଥରାଇ ଦେଲା ଭଳି ଖବର : ସେଞ୍ଚୁରୀ ମାରିଲା କରୋନା , ଗୋଟାଏ ଷ୍ଟ୍ରୋକରେ ୧୦୧

 ଭୁବନେଶ୍ୱର : ସକାଳୁ ସକାଳୁ ଛାତି  ଥରାଇ ଦେଲା  ଭଳି ଖବର | ଆଜି ସକାଳୁ ଗୋଟିଏ ଦଫାରେ ସେଞ୍ଚୁରୀ ମାରିଲା କରୋନା | ଗୋଟାଏ ଷ୍ଟ୍ରୋକରେ ୧୦୧ ଜଣ କରୋନା ପଜିଟିଭ | ଏହାକୁ ମିଶାଇ ରାଜ୍ୟରେ କୋବିଦ ପଜିଟିଭ ୫୩୮ରେ ପହଂଚିଛି | ଗଞ୍ଜାମରେ ୫୨, ବାଲେଶ୍ୱରରେ ୩୩, ସୁନ୍ଦରଗଡ ଓ ଯାଜପୁରରେ ୭ ଲେଖାଏ…

ରାଜ୍ୟ ବାହାରୁ ନିଜ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଗଜପତି ଜିଲ୍ଲାପାଳଙ୍କ ଜରୁରୀ ସୂଚନା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ବାହାରୁ  ନିଜ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଏଣିକି ସେମାନଙ୍କ ନାମ  ଓ ଯେଉଁଥିରେ ଫେରୁଥିବେ   ତାର ପଞ୍ଜିକରଣ  ହେବା ବାଧ୍ୟତାମୂଳକ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଜରୁରୀ ପ୍ରେସ ବିବୃତିରେ ଭିଡିଓ ମାଧ୍ୟମରେ…