ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :- ସମ୍ବଲପୁର ଜିଲ୍ଲା ରେଢାଖୋଲ ଆମ୍ ଆଦମୀ ପାର୍ଟି ତରଫରୁ, କେନ୍ଦ୍ର ସରକାର ର କୃଷି ବିରୋଧୀ ଆଇନ ଅଗଣତନ୍ତ୍ରିକ ଉପାୟରେ ପାରିତକୁ ବିରୋଧ କରି ଆଜି ଏକ ଶୋଭାଯାତ୍ରାରେ ଆମ୍ ଆଦମୀ ପାର୍ଟି କାର୍ଯ୍ୟଳୟ ଠାରୁ ବାହାରି ଭୀମଭୋଇ ଛକ ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ କୁ ଯାଇଥିଲେ ଏବଂ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କୁ ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ଦେଇଛନ୍ତି । ରେଢ଼ାଖୋଲ ଆବାହକ ଅଜୟ କୁମାର ସାହୁ ଙ୍କ ନେତ୍ରୁତ୍ୱରେ ହୋଇଥିଲା I ଏଥିରେ ଜିଲ୍ଲା ଆବାହକ ଆନନ୍ଦ କୁମାର ସାମଲ, ଅନ୍ତର୍ଯ୍ୟାମୀ ପ୍ରଧାନ, ଉତ୍ତମ ମହାକୁଡ଼, ସଞ୍ଜୟ ବିଶ୍ୱାଳ, ରମାକାନ୍ତ ପ୍ରଧାନ, ସମୁଏଲ ପୂର୍ତ୍ତୀ, ବଳରାମ ବିଶ୍ୱାଳ, ମାମି ଶବର, ପ୍ରମୁଖ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Prev Post