୭୭ ତମ ଜନରାଜ୍ୟ ଦିବସ ପାଳିତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସି ର ବିଭିନ୍ନ ଶିକ୍ଷାନୁଷ୍ଠାନ,ସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ପାଳିତ ହୋଇଯାଇଛି ୭୭ ତମ ଜନରାଜ୍ୟ ଦିବସ I ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ପଡିଆ ଠାରେ ଅନୁଷ୍ଠିତ ଏନ୍ଏସି…

ରାଜଗାଙ୍ଗପୁର ମିଡ଼ିଆ କ୍ଲବ ପକ୍ଷରୁ 77 ତମ ଗଣତନ୍ତ୍ର ଦିବସ ଧୂମଧାମ ରେ ପାଳିତ

ରାଜଗାଙ୍ଗପୁର:   ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ସହର ରେ ମିଡ଼ିଆ କ୍ଲବ ପକ୍ଷରୁ 77 ତମ ଗଣତନ୍ତ୍ର ଦିବସ ଧୂମଧାମ ରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ରେ ପାଳନ କରାଯାଇଥିଲା, ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ ପି. ଏନ. ସାମଲ ଯୋଗ ଦେଇଥିଲେ, କାର୍ଯ୍ୟକାରି ଅଧ୍ୟକ୍ଷ ରମେଶ କେଶରୀ…

କ୍ରାନ୍ତି ଅନୁଷ୍ଠାନ ତରଫରୁ ୭୭ ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ

କ୍ରାନ୍ତି ଅନୁଷ୍ଠାନ ତରଫରୁ ୭୭ ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶିଶୁମାନଙ୍କ ଦ୍ୱାରା କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ' ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୬' କାର୍ଯ୍ୟକ୍ରମ ଅନୁଷ୍ଠିତ।ସ୍ଥାନୀୟ ବ୍ରହ୍ମା ନଗର ୧ମ ସାରଣୀ ସ୍ଥିତ ଅଗ୍ରଣୀ…

ଗଣତନ୍ତ୍ର ଦିବସ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଅନୁଷ୍ଠିତ।

 ପୋଲିସ ବାହିନୀର ପ୍ରଚଣ୍ଡ ପ୍ରହାରରେ ସାମ୍ବାଦିକ ଦଳ ଧରାଶାୟୀ।     ଜିଲ୍ଲାପାଳ ଏକାଦଶ ବିପକ୍ଷରେ ଖୁବ ଲଢ଼ି ନାଗରିକ ଏକାଦଶ ହାରିଲା।                          କେନ୍ଦୁଝର,ତା୨୬/୧- ୭୭ତମ ଗଣତନ୍ତ୍ର ଦିବସ ଅବସରରେ କେନ୍ଦୁଝର ଷ୍ଟାଡିୟମ ଠାରେ ଦୁଇଟି ପ୍ରଦର୍ଶନୀ…

ବ୍ରହ୍ମପୁର ସାଇବର ଥାନା ପକ୍ଷରୁ ୭୧ ଚୋରି ମୋବାଇଲ ଫୋନ ଉଦ୍ଧାର ଓ ପ୍ରକୃତ ମାଲିକ ଙ୍କୁ ଫେରସ୍ତ

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ମୋବାଇଲ ଫୋନ ଚୋରି କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର ଥାନା ରେ ଅଭିଯୋଗ ଦାଖଲ ବୃଦ୍ଧି ପାଇଛି। ଏହି ଭଳି ପରିସ୍ଥିତିରେ ବେଳେ ବ୍ରହ୍ମପୁର ଏସପି ଙ୍କ ଦ୍ଵାରା ଏକ ଟିମ୍ ଗଠନ କରାଯାଇ ସୁଚିନ୍ତିତ ଅନୁସନ୍ଧାନ ଜରିଆରେ ବିଭିନ୍ନ ସ୍ଥାନରେ ଚଢାଉ…

ବଣିଆପାଟ ଶିଶୁ ବିଦ୍ୟାମନ୍ଦିରରେ ଗଣତନ୍ତ୍ର ଦିବସ ପାଳିତ।

 କେନ୍ଦୁଝର,ତା୨୭/୧- ଆନନ୍ଦ ଉତ୍ସାହ ମଧ୍ୟରେ ୭୭ତମ ଗଣତନ୍ତ୍ର ଦିବସ ସ୍କୁଲ୍‌ ପରିସରରେ ପାଳିତ ହୋଇଯାଇଛି। ସକାଳୁ ଛାତ୍ରଛାତ୍ରୀ ଘୋଷବାଦ୍ୟ ସହ ପ୍ରଭାତ ପରିକ୍ରମା କରିଥିଲେ। ଏହାପରେ ବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡାକ୍ତର ଅରୁଣ କୁମାର ସାହୁ ଯୋଗ…

୭୭ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ :

କେନ୍ଦୁଝର ହେବ ଓଡ଼ିଶାର ଆଦର୍ଶ ଜିଲ୍ଲା -ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦୁଝର,ତା୨୬/୧-୭୭ତମ ସାଧାରଣତନ୍ତ୍ର ଦିବସ ଚଳିତ ଜାନୁଆରୀ ୨୬ ତାରିଖରେ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦୁଝର ଷ୍ଟାଡିୟମ୍‌ଠାରେ ମୁଖ୍ୟ ଅତିଥି ଭାବେ…

ସୂର୍ଯ୍ୟା ଟେକ୍ନୋ ସ୍କୁଲରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଣୀପେଣ୍ଠ ସ୍ଥିତ ସୂର୍ଯ୍ୟା ଟେକ୍ନୋ ସ୍କୁଲରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି , ମୈତ୍ରୀ , ସମୃଦ୍ଧି ଓ…

ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ନବରଙ୍ଗପୁର ତା ୨୭.୧.୨୦୨୬: ଅଶୋକ ସାହୁ, ଶାସକ ପ୍ରଶାସକ,ଗତକାଲି ତା ୨୬.୧.୨୦୨୬ ରିଖ ଦିନ ନବରଙ୍ଗପୁର ସହର ସ୍ଥିତ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ନବରଙ୍ଗପୁର ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ…

ଜିଲ୍ଳାସ୍ତରୀୟ ୭୭ତମ ଗଣତନ୍ତ୍ର ଦିବସ ପାଳିତ :

"ବିକାଶ ଓ ଅସ୍ମିତା” — ଏହି ମନ୍ତ୍ରକୁ ଆଧାର କରି ୨୦୩୬ ସୁଦ୍ଧା “ସମୃଦ୍ଧ ଓଡ଼ିଶା” ଗଠନ କରିବା ଦିଗରେ ରାଜ୍ୟ ସରକାର ଦୃଢ଼ ସଂକଳ୍ପବଦ୍ଧ"-ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ l ରାୟଗଡ:-ତା.୨୬/୧/୨୬: ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ପିଏମ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ହାଇସ୍କୁଲ…