କେବେ ହଁ କେବେ ନାହିଁ , କି ନାଟ ଚାଲିଛି ଭାଇ !

0 2

ବୁର୍ଲା  ଭିସୁଟ ପଜିଟିଭ ସତ ଥିବ ବୋଲି କିଟ ଯୋଗାଣ କାରୀ କମ୍ପାନୀ କହିଲା।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ଭିସୁଟ ଛାତ୍ର ଙ୍କ କରୋନା ନେଗେଟିଭ ପଜିଟିଭ ଖେଲ ନୁଆଁ ମୋଡରେ । ଗତମାସ ଏକାଥର କେ ୪୦ କରୋନା ପଜିଟିଭ ଭିସୁଟରୁ ଆସିବା ପରେ ରାଜ୍ୟରେ ଏହି ଘଟଣା ଚହଲ ପକାଇଥିଲା । ପରେ ରାଜ୍ୟ ସ୍ଵାସ୍ଥ୍ୟ ସଚିବ ପ୍ରଦିପ ମହାପାତ୍ର କହିଥିଲେ ଏହି କିଟ ଗୁଡିକ ତ୍ରୁଟି ଯୋଗୁଁ ଭୁଲ ରିପୋର୍ଟ ବାହାରିଥିବା କହିଥିଲେ । ହେଲେ ଯେଉଁ ୨ ଟି ବ୍ୟାଚର ଆଣ୍ଟିଜେନ କିଟ ତ୍ରୁଟିଥିବା ନେଇ କହିଥିଲେ ସେହି କିଟ ସବୁ  ପ୍ରକୃତରେ ଭଲ ରହିଥିଲା ବୋଲି କିଟ ଯୋଗାଣ କାରୀ କମ୍ପାନୀ ନୂଆଦିଲ୍ଲିର ଓସକାର ମେଡିସିନ ପ୍ରାଇଭେଟ ଲିମିଟେଡ କହିଛି ।କମ୍ପାନୀର ଡେମୋ ଟେଷ୍ଟ ରିପୋର୍ଟ କୁ ରାଜ୍ୟସରକାର ଓଡିଶା ରାଜ୍ୟ ଔଷଧ ନିଗମ  ଭିମସାର ଅଧିକ୍ଷକ ଙ୍କୁ ପଠାଇବାପରେ ଘଟଣା ସାମ୍ନାକୁ ଆସିଛି ।

Leave A Reply

Your email address will not be published.