ବରଗଡ :-ଆଜି ଶିବରାତ୍ରିର ପୁଣ୍ୟ ତିଥିରେ ବରପାଲି ନିର୍ବାଚନ ମଣ୍ଡଳୀର ଦିବଂଗତ ବିଧାୟକ ସୁବଳ ସାହୁ ଦାଦାଙ୍କ ଜୟନ୍ତୀ ଅବସରରେ,ବରପାଲି ନିକଟସ୍ଥ ସୁବଳ ଶିଶୁଉଦ୍ୟାନ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ତଥା ସୁବଳ ଦାଦାଙ୍କର ଧର୍ମପତ୍ନୀ ଶ୍ରୀମତୀ ରୀତା ସାହୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶ୍ରୀ ଗୌରହରି ମିଶ୍ର, ମହେନ୍ଦ୍ର ମେହେର,ଅଚୁ୍ୟୁତା ଦାସ, ନରେନ୍ଦ୍ର ହୋତା, କୁନୁ ବେହେରା, ମଧୁ ପ୍ରଧାନ,ଦ୍ୱାରୁ ନାଗ,, ପ୍ରଦ୍ୟୁମ୍ନ ତ୍ରିପାଠୀ, ବନ୍ତ ସେଠ, ବିଜନ ଦାଶ , ପିଙ୍କୁ ବେହରା,ହିମାଞ୍ଚଳ ସାହୁ,,ସୁରେଶ ମେହେର, ତରଣୀ ଦେବତା,ହାରଧାନ ମେହେର, ସନ୍ତୋଷ ସାହୁ,ଅଭିଳାଷ ଦାଶ ,ରାକେସ ପଦାନ ,ଜଟା ଗୁପ୍ତା ,ଅକ୍ଷ ଗଡତିଆ,ମସ୍ତ ନାୟକ,ସୁବଳ ପ୍ରେମି ଓ ସୁବଳ ସେନାର କ୍ରମକର୍ତ୍ତା ସହିତ ସୌରଭ ସାହୁ, ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.