ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ମାଲକାନଗିରିର ବାର୍ଷିକ ଉତ୍ସବ ପାଳିତ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:: ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ଅଧ୍ୟକ୍ଷତାରେ ଅତ୍ୟନ୍ତ ଉତ୍ସାହ ଓ ସାଂସ୍କୃତିକ ପରିବେଶ ରେ ପାଳିତ ହେଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଓ ବିଦ୍ୟାଳୟ ପରିଚାଳନା ସମିତି ର ଅଧ୍ୟକ୍ଷ ଶ୍ରୀ ସୋମେଶ ଉପାଧ୍ୟାୟ…

ମାଲକାନଗିରି ଜିଲ୍ଲାକୁ ଶିଶୁ ବିବାହମୁକ୍ତ କରିବା ଉଦ୍ଦେଶ୍ୟରେ ‘ବାଲ୍ ବିବାହ ମୁକ୍ତି ରଥ’ ଉଦଘାଟିତ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:; ମାଲକାନଗିରି ଜିଲ୍ଲାକୁ ଶିଶୁ ବିବାହମୁକ୍ତ କରିବା ଲକ୍ଷ୍ୟ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ବାଲ୍ ବିବାହ ମୁକ୍ତି ରଥ’ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ଏହି ସଚେତନତା ଅଭିଯାନ ମାଧ୍ଯମରେ ଜିଲ୍ଲାର ଗ୍ରାମଞ୍ଚଳରୁ ଦୁର୍ଗମ ଅଞ୍ଚଳ…

ସ୍ବାଭିମାନ ଅଞ୍ଚଳ କବ୍‌ଜା ପାଇଁ ଷଡ଼ଯନ୍ତ୍ର କରୁଛି ଆନ୍ଧ୍ର।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ଅବିଭକ୍ତ କୋରାପୁଟ ଜିଲାର ଅନେକ ଗ୍ରାମ ଉପରେ ବର୍ଷବର୍ଷ ଧରି ନଜର ପକାଇ ସେଠାରେ ଲୋକଙ୍କୁ ବିଭିନ୍ନ ସହାୟତା ଯୋଗାଇ ସେସବୁ ଗ୍ରାମକୁ କବଜା କରିବାକୁ ପ୍ରୟାସ କରୁଛି ଆନ୍ଧ୍ର । ଓଡିଶାର କୋଟିଆ ଭଳି ଅନେକ ଗ୍ରାମରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ…

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ତାରିଖରେ ସାମୁହିକ ବିବାହ ଉତ୍ସବ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ତାରିଖରେ ସାମୁହିକ ବିବାହ ଉତ୍ସବ ଗୀତା ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଅବସରରେ ଆଜି ଷ୍ଟେସନ୍ ରୋଡ ସର୍କିଟ ହାଉସ ଠାରେ ଟ୍ରଷ୍ଟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ…

ମାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜଭୂମି ଭଞ୍ଜନଗର ସହରର ବୀର ବିପ୍ଳବୀ ଚକରା ବିଷୋୟୀ ବାଇପାସ୍ ରୋଡ଼ ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାର୍ଷିକ ଉତ୍ସବ ୨୦୨୬ ମହା ସମାରୋହରେ ଉକ୍ତ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ…

ବରଯାତ୍ରୀ ଶୋଭାଯାତ୍ରା ରେ ଆକ୍ରମଣ ଓ ୪ ଗୁରୁତର ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ବରଯାତ୍ରୀ ଶୋଭାଯାତ୍ରା ବେଳେ କିଛି ଯୁବକ ହଠାତ୍ ଅତର୍କିତ ଭାବେ ବରଯାତ୍ରୀରେ ସାମିଲ ରୋହିତ ନାହାକ ନାମକ ଜଣେ ଯୁବକ କୁ ଖଣ୍ଡା ରେ ଆକ୍ରମଣ କରିଥିଲେ।…

ତାଳପଦର ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ, ଅଭିଭାବକ, ଗୁରୁଜୀ ଗୁରୁମା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳବାସୀଙ୍କ ବ୍ୟାପକ ଉପସ୍ଥିତିରେ ସମଗ୍ର ପରିବେଶ ଉତ୍ସବମୟ ହୋଇଉଠିଥିଲା।ଏହି ଅବସରରେ…

ମହେଶ୍ବର ସ୍ମାରକୀ କ୍ରିକେଟ ତୁର୍ଣାମେଣ୍ଟ : ଉତ୍କଳିକା ସ୍ପର୍ତ୍ତିଂ ଚମ୍ପିୟାନ

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ବାର ନମ୍ୱର୍ ୱାର୍ଡ଼ ରେ ଏଲ୍ ପି ସି ସି କ୍ରିକେଟ କ୍ଲବ୍ ଆନୁକୁଲ୍ୟ ରେ ଆୟୋଜିତ ହୋଇ ଯାଇଛି ମହେଶ୍ୱର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ। ତିନି ଦିନ ଧରି ଅନୁଷ୍ଠିତ ମ୍ୟାଚ୍ ର ଶେଷ ତଥା ଅନ୍ତିମ ଦିନ ରେ ଉତ୍କଳିକା ସ୍ପର୍ଟିଂ…

ଡାବୁଗାଁ ମା ଦାବାଦେଇ ରଙ୍ଗତୁଳି କଳାସଂଘ ର ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୮/୦୨/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମା ଦାବାଦେଇ ରଙ୍ଗତୁଳି କଳାସଂଘା ର ଏକ ବୈଠକ ସ୍ଥାନୀୟ ଦଶ ମୁଣ୍ଡିଆ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ବ୍ଲକ ରଙ୍ଗତୁଳି କଳାସଙ୍ଘ ର ସଭାପତି ତ୍ରିପତି ଜେନା ଙ୍କ ସଭାପତିତ୍ବରେ ଆୟୋଜିତ…

ଏସିଆନ ସୁଟିଂ ଚମ୍ପିୟାନସିପରେ କେନ୍ଦୁଝରର ଝିଅ ମାନ୍ୟତା ଚମକିଲେ

 କେନ୍ଦୁଝର,ତା୮/୨- କେନ୍ଦୁଝର ଜିଲ୍ଲାର ଉଦୟପୁର ଗ୍ରାମର କନ୍ୟା ମାନ୍ୟତା ସିଂହ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ମହିଳା ଜୁନିଅର ଇଭେଣ୍ଟ ଏସିଆନ୍ ସୁଟିଂ ଚମ୍ପିୟନସିପ –୨୦୨୬ରେ ପ୍ରଥମ ପଦାର୍ପଣରେ ସମୁଦାୟ ୨୪୯. ୭ ପଏଣ୍ଟ ହାସଲ କରି ଦେଶ ପାଇଁ ରୌପ୍ୟ ପଦକ ଅର୍ଜନ କରି ନିଜ…