Sign in
Sign in
Recover your password.
A password will be e-mailed to you.
ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପନ୍ଦର ବର୍ଷର ପିଲାର ମୃତ୍ୟୁ ନେଇ ରାସ୍ତା ଅବରୋଧ,
ଭୁଲ୍ ଚିକିତ୍ସା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପନ୍ଦର ବର୍ଷ ର ପିଲା ର ମୃତ୍ୟ କୁ ନେଇ ଅଭିଯୋଗ, ସୂଚନା ଅନୁଯାୟୀ ପଦ୍ମପୁର ମେଳକ ସାହି ର ଦେବକାନ୍ତ କୁମାର ବାରିକ ଙ୍କ ପୁଅ ମୁକେଶ ବାରିକ୍ ମେଡିକାଲ୍ କୁ…
ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ
https://youtu.be/pPRLzn6tmVQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରହୀ : ଗଜପତି ଜିଲ୍ଲାରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସି ଆଜି ( ରବିବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ…
https://youtu.be/oJCcf3mi4qw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ ଉତ୍କଳ ବାସୀଙ୍କ ପାଇଁ ଗୌରବର ସ୍ୱାକ୍ଷର ବହନ…
ନୀଳଗିରିରେ ଉତ୍କଳ ସାମ୍ବାଦିକସଂଘର ଜିଲ୍ଲାକାର୍ଯ୍ୟକାରିଣୀ ବୈଠକ।
ନୀଳଗିରି - ୨୬/୪: ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ନୀଳଗିରି ଡାକବଙ୍ଗଳା ପରିସରରେ ଉତ୍କଳ ସାମ୍ବାଦିକସଂଘ ବାଲେଶ୍ୱର ଜିଲ୍ଲାଶାଖାର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଲୋକନାଥ ଦଳେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ବ୍ଲକ୍ ସଭାପତି ବ୍ରଜକିଶୋର…
୨୦ କିଲୋରୁ ଅଧିକ ଗଞ୍ଜେଇ ଜବତ, ୩ ଗିରଫ
ଝାରସୁଗୁଡ଼ା, ୨୬ ଏପ୍ରିଲ: ଝାରସୁଗୁଡ଼ା ପୋଲିସ ଏକ ଆନ୍ତଃଜିଲ୍ଲା ଗଞ୍ଜେଇ ଚୋରା ଚାଲାଣ ଚକ୍ରକୁ ଧ୍ୱଂସ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସଦର ଥାନା ପୋଲିସର ଏକ ବିଶେଷ ଟିମ୍ ଚଢ଼ାଉ କରି ଏହି ସଫଳତା ଲାଭ କରିଥିଲା।
ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ…
ଆନ୍ତର୍ଜାତୀୟ ବିହନ ଦିବସ ପାଳିତ : ବିହନ ସଂରକ୍ଷଣ ଓ କୃଷକ ସଶକ୍ତିକରଣ ଉପରେ ଆଲୋଚନା
ଲଇକେରା, ୨୬/୦୪: ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଲକ ଅଧୀନସ୍ଥ ଅଇତାପଡ଼ା ଗ୍ରାମରେ ରବିବାର ସେୱା ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ବିହନ ଦିବସ ଉତ୍ସାହର ସହିତ ପାଳିତ ହୋଇଛି। ସେୱା ଅନୁଷ୍ଠାନ ଓ ଆଜିମ ପ୍ରେମଜି ଫାଉଣ୍ଡେସନଙ୍କ ସହଭାଗିତାରେ ପରିଚାଳିତ “ଆଗାମୀ ଚାଷୀ ପିଢ଼ିଙ୍କ ସଶକ୍ତିକରଣ”…
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ବାର୍ଷିକୋତ୍ସବ : ସଂସ୍କୃତି ସଙ୍ଗମ -୨୦୨୬ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର (ଡାଇଟ୍) ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡାକ୍ତର ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଶ୍ରୀକୃଷ୍ଣ ଚନ୍ଦ୍ର…
ପ୍ରଶାସନର କାର୍ଯ୍ୟାନୁଷ୍ଠାନ, ୪୫ଟି ଗ୍ୟାସ ସିଲିଣ୍ଡର ଜବତ
ରାଜଗାଙ୍ଗପୁର, ୨୫-୦୪-୨୬. ଖାଦ୍ୟ ଏବଂ ଯୋଗାଣ ବିଭାଗ ପକ୍ଷରୁ ଆଜି ବେଆଇନ ଗ୍ୟାସ ବ୍ୟବସାୟ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ରାଜଗାଙ୍ଗପୁରରେ ଏକ ହାର୍ଡୱେୟାର ଗୋଦାମ ଏବଂ ଏକ ଦୋକାନ ସମେତ ଅନେକ ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ଦଳ ୩୫ଟି ବେଆଇନ ଏଲପିଜି…
ଇନର୍ ହ୍ୱିଲ୍ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ଚାର୍ଟର ଉପସ୍ଥାପନା କରୁଣା, ଉଦ୍ଦେଶ୍ୟ ଏବଂ ସେବା ସହିତ ଅନୁଷ୍ଠିତ
ଭୁବନେଶ୍ୱର: ଇନର୍ ହ୍ୱିଲ୍ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ର ଚାର୍ଟର ଉପସ୍ଥାପନା ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ଆଗ୍ରହ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଶିଷ୍ଟ ବ୍ୟକ୍ତିବିଶେଷ, ସଦସ୍ୟଗଣ ଏବଂ ଅତିଥିମାନେ ସେବା ଓ ଭଗିନୀ ସମ୍ପର୍କର ଏକ ପ୍ରେରଣାଦାୟୀ ସନ୍ଧ୍ୟା ନିମନ୍ତେ…
୫ ବର୍ଷ ଧରି ଅଚଳ ଟ୍ରାନ୍ସଫର୍ମର: ନୂତନ ଟ୍ରାନ୍ସଫର୍ମର ପାଇଁ ଗ୍ରାମବାସୀଙ୍କ ଦାବି ।
ଘୁ ଉଦୟଗିରି/ଟିକାବାଲି:୨୫/୦୪: ଟିକାବାଲି (ଅବନୀ କୁମାର ପ୍ରଧାନ) ବ୍ଲକର ଗାର୍ଡିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାନାଯୁ ଓ ଲୁବ୍ରୁମାହା ଗ୍ରାମର ୧୦୦ରୁ ଅଧିକ ପରିବାରକୁ ବିଦ୍ୟୁତ ସେବା ଯୋଗାଇବା ପାଇଁ ସ୍ଥାପିତ ଟ୍ରାନ୍ସଫର୍ମର ଗତ ୫ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି। ଏହାକୁ ନେଇ…