ସିମୁଳିଆ(ଅକ୍ଷୟ କୁମାର ଜେନା) ବାଲେଶ୍ଵର ଜିଲ୍ଲାର ର ସିମୁଳିଆ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ର କର୍ମକର୍ତ୍ତା ଙ୍କ ଦ୍ଵାରା ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଗାଁ ମାର୍କୋଣା ମୁଖ୍ୟ ରାସ୍ତା ନିକଟରେ ଏକ ଜଳଛତ୍ର ଶିବିର ଆୟୋଜନ କରି ବାଟୋଇ, ଯାତ୍ରୀ ଓ ଅନ୍ୟ ଲୋକ ମାନଙ୍କୁ ଜଳ ସେବନ କରାଇଥିଲେ, ଏଥିରେ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ସଭାପତି- ଶ୍ରୀଯୁକ୍ତ ମଣିଭଦ୍ର ସାହୁ, ସମ୍ପାଦକ – ସୂର୍ଯ୍ୟନାରାୟଣ ମହାନ୍ତି, କୋଷାଧ୍ୟକ୍ଷ – ଉମେଶ ରଞ୍ଜନ ନାୟକ, ପରାମର୍ଶ ଦାତା- କମଳ ଲୋଚନ ଲେଙ୍କା ,ଗଦାଧର ଜେନା, ବିଜୟ କୁମାର ସାହୁ, ଅଜୟ କୁମାର ମହାନ୍ତି, ପ୍ରଫୁଲ୍ଲ କୁଆଁର, ଆଇନ ପରାମର୍ଶଦାତା – ଦିଗମ୍ବର ମିଶ୍ର, ମିଡ଼ିଆ ସଂଯୋଜକ -ଉମାକାନ୍ତ ସେଠୀଙ୍କ ସମେତ ଗାଁ ମାର୍କୋଣା ର ସମାଜସେବୀ ନୃସିଂହ ଚରଣ ମିଶ୍ର, ଗୈାତମ ନାୟକ, ବିଜୟ କୁମାର ପରିଡ଼ା, ବନମାଳି ବିହାରୀ,ସତ୍ୟଶୀବ ମହାନ୍ତି, ବଳରାମ ବିଶ୍ଵାଳ,ଦେବା,ପପୁ ଏମିତି ଅନେକ ସଦସ୍ୟ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଏପରି ଏକ ମହାନ କାର୍ଯ୍ୟ କୁ ସଫଳତାର ସହ ସମ୍ପନ୍ନ କରିଥିଲେ | ସ୍ଥାନୀୟ ଲୋକେ ଏହି ଉଦ୍ୟମକୁ ପ୍ରଶଂସା କରିଥିବା ଜଣାପଡିଛି |
Sign in
Sign in
Recover your password.
A password will be e-mailed to you.