ଜୟଶ୍ରୀଙ୍କ ହାତ ଧରିଲେ ଶେଷ

ରେଢାଖୋଲ :- ଯୁବ ବୈଜ୍ଞାନିକ ଶେଷ କିଷାନଙ୍କ ବିବାହ । ଜୀବନକୁ ଆସିଲେ ନୂଆ ସାଥୀ । ବିବାହ ବନ୍ଧନରେ ବାନ୍ଧିହେଲେ ଯୁବ ବୈଜ୍ଞାନିକ ଶେଷ କିଷାନ । ରେଢାଖୋଲରେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି ଶେଷ କିଷାନ । ଜୟଶ୍ରୀ ଜେନାଙ୍କୁ ସେ ବିବାହ କରିଥିବା ଜଣା ପଡ଼ିଛି । ରେଜିଷ୍ଟ୍ରି ମ୍ୟାରେଜ…

ଦୁବାଇରେ ଓଡିଆ ଯୁବକଙ୍କ ମୃତ୍ୟୁ; ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁବାଇରେ ଫସିଥିବା ମୃତ ଓଡିଆ ଯୁବକ ନାରାୟଣ ବେହେରାଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।ସୂଚନାଯୋଗ୍ୟ, କଟକ…

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ପ୍ରଥମ ମାଣ୍ଡିଆ ଦିବସ ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ରାମେଶ୍ୱର-ରତନପୁର (ଭାରତମାଳା) ଗ୍ରୀନ୍ ଫିଲ୍ଡ ହାଇୱେର ପଥ ପରିବର୍ତ୍ତନ ପାଇଁ ଗାଦୀବ୍ରହ୍ମ କୃଷକ ମଞ୍ଚ ତରଫରୁ ଜନ…

ଜଗତସିଂହପୁର-ନାଉଗାଁ ପ୍ରିତିରଞ୍ଜନ ଦାସ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ହାଟ ଦୁର୍ଗା ଘର ପାଖରୁ ତା - ୧୦/୧୧/୨୦୨୨ ରିଖ ଗୁରୁବାର ଦିନ ଗାଦୀବ୍ରହ୍ମ କୃଷକ ମଞ୍ଚ ଜନ ଆନ୍ଦୋଳନ ଆରମ୍ବ କରି ତହସିଲ କାର୍ଯ୍ୟାଳୟ ସମୁଖରେ ପହଞ୍ଚିଥିଲେ |ରାମେଶ୍ୱର ରତନପୁର (ଭାରତମାଳା…

ଧର୍ମେଶ୍ଵର ପୀଠରେ ଷଷ୍ଠ ବାର୍ଷିକ ଭାଗବତ ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପଳମାଧବ ପଂଚାୟତ ରେ ଥିବା ପାତାଳ ଫୁଟା ବହୁ ପୁରାତନ ଶୈବ ପୀଠ ଧର୍ମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଷଷ୍ଠ ବାର୍ଷିକ ଉପଲକ୍ଷେ ଶ୍ରୀମଦ ଭାଗବତ ସପ୍ତାହ ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ୯ ତାରିଖ ଠାରୁ ଆରମ୍ଭ ହୋଇଯାଇଛି l ଉଦଘାଟନ…

“ଓଡିଶା ସରକାର ଜାଣିଶୁଣି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ବାଟବଣା କରିଛନ୍ତି”

ରାଜ୍ୟ ସରକାର ଓ ବୀମା କଂପାନୀଙ୍କ ମଧୁଚନ୍ଦ୍ରିକା କାରଣରୁ ଚାଷୀକୁଳ ହଇରାଣ: ପ୍ରଦୀପ ପୁରୋହିତ ଚାଷୀକୁଳ ସ୍ୱାର୍ଥ ବିରୁଦ୍ଧ ଏବଂ ବୀମା କଂପାନୀ ସ୍ୱାର୍ଥ ପାଇଁ କାର୍ଯ୍ୟରତ ଶାସକ ବିଜୁ ଜନତା ଦଳକୁ ସମଗ୍ର ଚାଷୀକୁଳ ଏକାଠି ହୋଇ ଉଚିତ୍ ଜବା୍ବ୍ ଦେବେ ଭୁବନେଶ୍ୱର : ନିର୍ବାଚନ ଆସିଲେ ଶାସକ…

୧୧ରୁ ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘର ୩୦ତମ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,: ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘ (ଇଣ୍ଡିଆନ୍‍ ସୋସାଇଟି ଅଫ୍‍ ଓଟୋଲୋଜି)ର ୩୦ତମ ଜାତୀୟ ସମ୍ମିଳନୀ ISOCON ଆସନ୍ତା ନଭେମ୍ବର୧୧ରୁ ନଭେମ୍ବର୧୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନସେସ୍‍ ସହଯୋଗରେ ଏହି ସମ୍ମିଳନୀ ପ୍ରଥମ…

ଅଦ୍ବିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୋନପୁର ବ୍ଲକ ମିଶନ ଶକ୍ତି ଗୃହ ସୋନପୁର ପରିସରରେ ଜ଼ିଲ୍ଲା ସ୍ତରୀୟ ଅଦ୍ବିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ୨ ଦିନିଆ ତାଲିମ ଶିବିରରେ ଅତିରିକ୍ତ ଜ଼ିଲ୍ଲାପାଲ ସୁବର୍ଣ୍ଣପୁର…

ପିସି ପିଏନଡିଟି ସଚେତନତା ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ଜିଲ୍ଲା ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱ ରଞ୍ଜନ ପତି ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ପଦ୍ଧତି ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ…

ଜାମିନ ପାଇ ଘରକୁ ଫେରିଲେ ଅନୁପ ସାଏ : ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

 ଝାରସୁଗୁଡ଼ା: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ବିଳାସପୁର ସ୍ଥିତ ଛତିଶଗଡ଼ ହାଇକୋର୍ଟରୁ ଜାମିନ ପାଇବାର ସପ୍ତାହକ ପରେ ଘରକୁ ଫେରିଛନ୍ତି । ଝାରସୁଗୁଡ଼ା ସୀମା କନକତୋରା ଠାରୁ ପୈତୃକ ଆବାସ ରାଜପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପୂର୍ବତନ ବିଧାୟକଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା…