Sign in
Sign in
Recover your password.
A password will be e-mailed to you.
ଟାଟା ଷ୍ଟିଲ ଯୋଡା ରେ ଓଡ଼ିଆ ନବବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ପାଳିତ
ଯୋଡା(ପାର୍ଥ ସାରଥି ଷଡ଼ଙ୍ଗୀ): ଟାଟା ଷ୍ଟିଲ ଯୋଡା ପକ୍ଷରୁ ଓଡ଼ିଆ ନବବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ମହାଆଡମ୍ବର ରେ ପାଳିତ ହୋଇଯାଇଛି I ଏହି ଅବସରରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା I
ଏହି ଉତ୍ସବରେ ଯୋଡା ପୌରପାଳିକା ର ନଗରପାଳ ଜଗଦୀଶ ପ୍ରସାଦ ସାହୁ ମୁଖ୍ୟ ଅତିଥି ଏବଂ ଯୋଡା…
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର,ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ।
କାମାକ୍ଷାନଗର(ରିତେଶ ବ୍ରହ୍ମା): କାମାକ୍ଷାନଗର-ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସୁଚନା ମୁତାବକ ତୁମୁଶିଙ୍ଗା ଥାନା ଅଁଳାବେରେଣି ଗ୍ରମ ହରିଜନ ସାହିରେ ଦିନ ପ୍ରାୟ ୧୧ ଟା…
ଡ଼ଃ ବି. ଆର. ଆମ୍ବେଦକରଙ୍କ ୧୩୨ଜନ୍ମ ଜୟନ୍ତୀ ପାଳିତ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ. ବାଵାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ତୋଟାଗୁଡା ଗ୍ରାମରେ ଡ଼ଃ ବି. ଆର. ଆମ୍ବେଦକର ମିଶନ ଚାରିଟେବୁଲ ଟ୍ରାଷ୍ଟ ଏବଂ ସମସ୍ତେ କାଶୀପୁର ବ୍ଲକ ଅଞ୍ଚଳ ବାସୀମାନେ…
ଜି-୨୦ ଜନ ଭାଗିଦାରୀ : ସୋଆରେ ଫୁଡ ଫେଷ୍ଟିଭାଲ୍ ଆୟୋଜିତ
ଭୁବନେଶ୍ୱର, ୧୪/୦୪ : ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦିନ ଏକ ଫୁଡ୍ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତିରେ ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ମାନଙ୍କ ଦ୍ୱାରା…
ସୋଆର ଗବେଷକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ
ଭୁବନେଶ୍ୱର, 14/04 : ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ (ହୀରକ ଜୟନ୍ତୀ) ପାଳନ ଅବସରରେ ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜି କେନ୍ଦ୍ର ର ନିର୍ଦେଶକ ପ୍ରଫେସର କୁଳମଣି ପରିଡାଙ୍କୁ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ତଥା ଗବେଷଣା…
ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା — ଭୁବନେଶ୍ୱରରେ ୮ଟି ଦେଶର ପ୍ରତିନିଧି
ଭୁବନେଶ୍ୱର:ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶୁକ୍ରବାର ଭୁବନେଶ୍ୱର ପହଂଚିଛନ୍ତି | ଏହି ପ୍ରତିନିଧି ମାନେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ…
ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ, ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡ ନାଚ ପର୍ବ
https://www.youtube.com/watch?v=j9_7UZQlsBc
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଗତ ୧୩ ଦିନ ଧରି ଚାଲିଥିବା ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ, ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡନାଚ ପର୍ବ ମହା ସମାରୋହରେ…
ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ଓଡ଼ିଆ ନବବର୍ଷ ଓ ଜୟନ୍ତୀ ତିଥିରେ ଆମ୍ବେଦକରଙ୍କୁ ଭକ୍ତିପୂତ ଶ୍ରଦ୍ଧାଜଂଳି
ରାଉରକେଲା /ସାରନଗରୀ:(ବସନ୍ତ କୁମାର ଜେନା): ବିଦ୍ୟା ଷ୍ଟଡ଼ି ପଏଂଟ ଓ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ପବିତ୍ର ମହାବିଷୁଭ ସଂକ୍ରାନ୍ତି ଓ ଡ଼.ବାବା ସାହେବ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିଲ।। ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର…
ରାଉରକେଲା ରେ ବାବା ଭୀମରାଓ ଅମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ
ରାଉରକେଲା:(ବସନ୍ତ କୁମାର ଜେନା): ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ଅମ୍ବେଦକର ସ୍ମୃତି କମିଟି ର ମିଳିତ ଆନୁକୂଲ୍ୟରେ ରେ ଡା ଭୀମରାଓ ଅମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ଆଜି ରାଉରକେଲା ରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଉଦିତ ନଗର ସ୍ଥିତ ଅମ୍ବେଦକର ଙ୍କପ୍ରତିମୂର୍ତ୍ତିରେ…
ସୀମାନ୍ତ ପରିବାର ଦ୍ୱାରା ବିଷୁବ ମିଳନ
ନବରଙ୍ଗପୁର/ଅଶୋକ ସାହୁ: ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ଅଗ୍ରଣୀ ସର୍ବ ପୁରାତନ ସୀମାନ୍ତ ସାହିତ୍ୟ ପରିବାର ଆନୁକୁଲ୍ୟରେ ମହା ବିଷୁବ ସଂକ୍ରାନ୍ତି ଦିନରେ ତା'ର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ସାହିତ୍ୟ, ସଂଗୀତ ଓ ଚିତ୍ରକଳାର ଅପୂର୍ଵ ସମନ୍ୱୟରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…