Sign in
Sign in
Recover your password.
A password will be e-mailed to you.
ଏପଟେ ବଢୁଛି ବର୍ଷାଙ୍କ ଲୋକପ୍ରିୟତା, ସେପଟେ ଅସହିଷ୍ଣୁ ବିରୋଧୀ ?
ଯିଏ ଯାହା କହୁ ପଦ୍ମପୁର ର ବିକାଶ ମୋର ଏକମାତ୍ର ଲକ୍ଷ୍ୟ :- ବର୍ଷା
ବରଗଡ :- ଉପ ନିର୍ବାଚନ ବେଲେ ବିରୋଧୀଙ୍କ ଅପପ୍ରଚାରକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷ ସିଂ ବରିହା | ଉପନିର୍ବାଚନ ବେଳେ ତାଙ୍କୁ ବିଦେଶୀ ବୋଲି ଦର୍ଶଯିବା ସହ ଜିତିଲା ପରେ ତାଙ୍କର ଦେଖା…
“ଗଛ ଲଗାଇବା ସହ ଏହାର ଯତ୍ନ ଗୁରୁତ୍ୱପୂର୍ଣ୍ଣ”
ଧଉଳିରେ ଲଗାଯାଇଥିବା ଗଛରେ ପାଣିଦେବା ସହ ସବୁଜିମା ସ୍ଥିତି ଅନୁଧ୍ୟାନ କଲେ ଅତିରିକ୍ତ ଜିଲ୍ଲାପାଳ l
ଭୁବନେଶ୍ୱର: ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ଧଉଳି ଶାନ୍ତି ସ୍ତୂପ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ‘ଓ୍ୱାଟରିଂ ଦି ପ୍ଲାଣ୍ଟେଡ୍ ଓ୍ୱାନ୍ସ’ ରେ…
କଳା ପଲସରରେ ଝିଅ ପିଲାଙ୍କଠାରୁ ମୋବାଇଲ ଲୁଟ, ଦୁଇ ଲୁଟେରା ଗିରଫ
ନୟାଗଡ଼, (ବିଶ୍ୱଜିତ ନାୟକ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଥାନା ପକ୍ଷରୁ ଚଢ଼ଉ କରାଯାଇ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରାଯାଇଛି । ଝିଅ ପିଲା ଦେଖୁ ସେମାନଙ୍କଠାରୁ କଳା ପଲ୍ସରରେ ଆସି ମୋବାଇଲ ଲୁଟ କରୁଥିଲେ ।ସୁଚନାନୁସାରେ ଦଶପଲ୍ଲା ଥାନା ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର…
“ଯେଉଁ ବ୍ୟକ୍ତି ସକାଳର ସୁର୍ଯ୍ୟୋଦୟ ଦେଖେ ନାହିଁ ତା ଜୀବନରେ କେବେ ସୁର୍ଯ୍ୟୋଦୟ ହୁଏ ନାହିଁ” : ଅରୁଣ
ଯୋଗକେନ୍ଦ୍ର ଓ ଖୋଲା ବ୍ୟାୟାମଶାଳା ଉଦଘାଟିତ
ନୟାଗଡ଼, ୧୬/୪: ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ନିର୍ମିତ ଯୋଗ କେନ୍ଦ୍ର ଓ ଖୋଲା ବ୍ୟାୟାମଶାଳା ଆଜି ଉଦଘାଟିତ ହୋଇଛି ।ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସାଗର ପୁଷ୍କରିଣୀ କୂଳରେ ନିର୍ମିତ ଉକ୍ତ ଯୋଗକେନ୍ଦ୍ର ଓ ବ୍ୟାୟାମଶାଳାକୁ ଉଦଘାଟନ…
ବିଶ୍ଵ ଓଡ଼ିଆ ମହାସଂଘ ଆନୁକୁଲ୍ୟରେ ଏକ ଦାତବ୍ୟ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ରଘୁନାଥପୁର: ଓଡ଼ିଆ ନବବର୍ଷ ଉପଲକ୍ଷେ ରଘୁନାଥପୁର ବ୍ଲକ ଗୋରେଖନାଥ ପୀଠ ର ଷ୍ଟାର ମଣ୍ଡପ ଠାରେ ବିଶ୍ଵ ଓଡ଼ିଆ ମହାସଂଘ ଆନୁକୁଲ୍ୟରେ ଏକ ଦାତବ୍ୟ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ବିଶ୍ଵ ଓଡ଼ିଆ ମହାସଂଘ ର ସଭାପତି ତଥା ଓଡ଼ିଶା ମୋ ପରିବାର ଉପଦେଷ୍ଟା (ପ୍ରବାସୀ ଓଡ଼ିଆ) ଡ଼ଃ…
ଅକାଳରେ ଝଡ଼ି ପଡିଥିବା ରଘୁଙ୍କ ଶବକୁ ମଶାଣି ନେଲା ଶେଷ ସାଥୀ
ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାର ୨୦ବର୍ଷୀୟ ରଘୁ ସିଂ, ଯିଏ କି ଭୁବନେଶ୍ୱର ସ୍ଥିତ ଝାରପଡ଼ା ଅଞ୍ଚଳରେ ପ୍ରଥମେ ଏକ ଇଟା ଭାଟି ଓ ପରବର୍ତ୍ତୀ ସମୟରେ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପୋଷଣ କରୁଥିଲେ। ପରିବାର କହିଲେ,ତାଙ୍କ ମା, ଭଉଣୀ ଓ ଦୁଇ ପିଲା । ଦୁର୍ଭାଗ୍ୟବଶତଃ, ଆଜି ହଠାତ୍ ହୃଦଘାତ…
ଜି-୨୦ ଜନ ଭାଗିଦାରୀ : ସୋଆରେ ମିନି ମାରାଥନ ଆୟୋଜିତ
ଭୁବନେଶ୍ୱର, 16/04: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ରବିବାର ଦିନ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି । ସୋଆର ବିଭିନ୍ନ ଅନୁଷ୍ଠାନର ସହ ସହ ଛାତ୍ରଛାତ୍ରୀ ଏହି ମାରାଥନ ରେ ଦୌଡି ଥିଲେ…
ସୋଆରେ ୮ଦେଶର ପ୍ରତିନିଧି ବୁଲିଲେ କୋଣାର୍କ ମନ୍ଦିର, ପୁରୀ ଓ ରଘୁରାଜପୁର
ଭୁବନେଶ୍ୱର,: ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ରବିବାର ପୁରୀ, କୋଣାର୍କ ଓ ରଘୁରାଜପୁର ପରିଦର୍ଶନ କରିଛନ୍ତି ।
କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଓ ରଘୁରାଜପୁର ପଟ୍ଟଚିତ୍ର ଦେଖି ଅଭିହୁତ…
ମିଶନ 2024 ନିର୍ବାଚନ ପାଇଁ ବାଜପୁରାରୁ ରଣହୁଙ୍କାର ଦେଲେ ବିଧାୟକ ପ୍ରତାପ ଜେନା
ଆଗାମୀ ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜେଡି କର୍ମୀମାନଙ୍କୁ ବିଜୟୀ ମନ୍ତ୍ର ପ୍ରଦାନ କଲେ ବିଧାୟକ
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ ) ମାହାଙ୍ଗା ବ୍ଲକ ର ସମସ୍ତ ପଞ୍ଚାୟତ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ପାଇଁ…
ଅଷ୍ଟମ ରାତ୍ରିକାଳୀନ ସ୍ଵର୍ଗତ ପ୍ରେମାନନ୍ଦ ସିଂ ବରିହା ଓ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କ୍ରିକେଟ୍…
* Success is not final, Failure is not fatal :- ସୁଶାନ୍ତ ସିଂ
ଆମ ପରିବାର ପ୍ରତି ଦେଇଥିବା ସମ୍ମାନ ପାଇଁ ଆମେ ଚିରଋଣୀ : ବର୍ଷା ସିଂ ବରିହା l
ପଦ୍ମପୁର :- ସ୍ଥାନୀୟ ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆ ଠାରେ ନେହରୁ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଅଷ୍ଟମ ରାତ୍ରିକାଳୀନ…