ବରପାଲି ବ୍ଲକ କୁମ୍ଭାରୀ ଗ୍ରାମରେ ନାମଯଜ୍ଞ

ବରପାଲି : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି ବ୍ଲକ କୁମ୍ଭାରୀ ଗ୍ରାମରେ ନାମଯଜ୍ଞ ଅବସରରେ ମୁଖ୍ୟ ଅତିଥି ଭାବରେ  ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ  ଶ୍ରୀ ସୁଶାନ୍ତ ସିଂହ, ସମ୍ମାନିତ ଅତିଥି ଭାବରେ ବିଜେଡି ନେତା ପ୍ରଭାତ ଆଦିତ୍ୟ ମିଶ୍ର, ବିଜୁ ଯୁବ ଜନତା ଦଳ…

ମାହାଙ୍ଗା : ବିଜେପି ଛାଡି ଶଙ୍ଖ ଧରିଲେ ମଉଦା ପଞ୍ଚାୟତର 2 ଶହ ରୁ ଊର୍ଧ୍ଵ କର୍ମୀ

ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଓ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ମିଶିଲେ ବିଜେଡିରେ ବରିଷ୍ଟ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କଲାପରେ କାର୍ଯ୍ୟକ୍ରମ ଆରମ୍ଭ କଲେ ବିଧାୟକ ପ୍ରତାପ ଜେନା l…

ହରଡାଟାଲ ଓ ସଦନନ୍ଦପୁର ରେ ପାଇକମାଳ ପୋଲିସର ଜନସର୍ମ୍ପକ ଶିବିର

ବରଗଡ : ବରଗଡ ଜିଲ୍ଲା ପାଇକମାଳ ବ୍ଲକ୍ ଅନ୍ତର୍ଗତ କେରମେଲାବାହଲ ପଞ୍ଚାୟତ ହରଡାଟାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସର ରେ ପାଇକମାଳ ପୋଲିସ ପକ୍ଷରୁ ଏକ ଜନସର୍ମ୍ପକ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ ଏସପି ପ୍ରହଲାଦ ସହାୟ ମୀନା ଯୋଗ ଦେଇଥିଲେ । ସମ୍ମାନିତ…

ମହାବିଷୁବ ସଂକ୍ରାନ୍ତି ରେ ପଣା ବଣ୍ଟନ

ଧାମନଗର: ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ବଡ଼ ପୋଲ, ଦକ୍ଷିଣ ବାଡ , ଧାମନଗର ଠାରେ ଆୟୁର୍ବେଦ ପଣା ଉତ୍ସବ ଓଡ଼ିଶା ଆସୋସିଏସନ୍ ଅଫ ସେଫ୍ ସୋସାଇଟି, ମହାପାତ୍ର ଇନଷ୍ଟିଚ୍ୟଟ ଅଫ ହୋଟେଲ ମେନେଜ ମେଣ୍ଟ ଏଣ୍ଡ ଟୁରିଯିମ୍ ଓ ନବଜୀବନ ଫାଉଣ୍ଡେସନ ଓଡ଼ିଶା ଶାଖା…

କୋଡ଼ିଏ ଫୁଟ୍ ତଳେ ଗଳି ପଡ଼ିଲା ଟ୍ରକ, ଡ୍ରାଇଭର ଓ ହେଲଫର୍ ଉଦ୍ଧାର

ବାସୁଦେବପୁର -ଭଦ୍ରକ ଜିଲ୍ଲା ର ଜାମୁଝାଡ଼ି ରୁ ଧାମରା କୁ ଯାଇଥିବା ରାସ୍ତା ମଝିରେ ବାସୁଦେବପୁର ରୁ କିଛି ଦୂର କୋଷ୍ଟକେନାଲ ନିକଟରେ ଏକ ଚୂନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ 20ପୁଟ ତଳକୁ ଖସି ପଡିଥିଲା। ଫଳ ରେ ଫସି ଯାଇଥିଲେ ଡ୍ରାଇଭର ଓ ହେଲଫର ।ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଥିବା ବେଳେ…

ଦରଦୀ ରାଜନେତା ସୁଶାନ୍ତ ସିଂ : କେତେବେଳେ ଦରଦୀ ଅଭିଭାବକ ତ କେବେ ଅସହାୟ ମାଙ୍କ ପାଇଁ ସୁନା ପୁଅ

ଅସହାୟ ବୃଦ୍ଧ ମା ଙ୍କୁ ବଢ଼ାଇଲେ ସହାୟତାର ହାତ । ଭୁବନେଶ୍ୱର : ଅସହାୟ ଲୋକଙ୍କ ସାହା ହେବା ପାଇଁ ତତ୍ପର ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ନିଜର ମଣିଷ ପଣିଆ ଓ ସହୃଦୟତା ପାଇଁ ସର୍ବଦା ଚର୍ଚାରେ | କିଛି ଦିନ ତଳେ ଦୁଇ ଅନାଥ ବାଳିକାଙ୍କ ବିବାହ କରାଇ ନିଜ ମୁରବି ପଣିଆ ପ୍ରମାଣିତ…

“ବର୍ଷାଦିନ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ନମିଳିଲେ ନିଆଁ ଜଳେଇବୁ “

ଭୁବନେଶ୍ୱର,: ଗରୀବ ଲୋକମାନଙ୍କ ପକ୍କା ଘର ପାଇବାର ସ୍ୱପ୍ନକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି । ଆବାସ ଯୋଜନାରେ ତାଲିକା ପ୍ରସ୍ତୁତର ଘୋଟାଲା କରିଛନ୍ତି ନବୀନ ବାବୁ । ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ଓଡ଼ିଶା ପ୍ରଦେଶରେ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ଅଛି । କଂଗ୍ରେସ ଶାସନ ଅମଳରେ ଓଡିଶାକୁ…

ନିର୍ବାଚନର ସୁପରିଚାଳନା ଓ ସୁପ୍ରଚାର ପାଇଁ ବିଜେପିର ଦୁଇ କମିଟି

ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ୮ ଜଣ ସଦସ୍ୟ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ୧୪ ଜଣ ସଦସ୍ୟ ଭୁବନେଶ୍ୱର, ତା.୧୬/୦୪: ରାଜ୍ୟର ଜଣେ ପ୍ରଭାବଶାଳୀ ବିଜେଡି ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ଅବସରରେ ଝାରସୁଗୁଡା ଠାରେ ମାତୃସ୍ୱାସ୍ଥ୍ୟ ସଚେତନତା…

ବର୍ଦ୍ଧିତ ମାତୃସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଆର୍ଥିକ ବର୍ଷ୨୩ରେ ୩୦,୦୦୦ ମହିଳା ଉପକୃତ ହୋଇଥିଲେ ଝାରସୁଗୁଡା, ଓଡିଶା; ୧୫ ଏପ୍ରିଲ, ୨୦୨୩: ଜାତୀୟ ନିରାପଦ ମାତୃତ୍ୱ ଦିବସ ଅବସରରେ ଭାରତର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡା ଠାରେ ଗର୍ଭବତୀ ଏବଂ ସ୍ତନ୍ୟପାନ…