Sign in
Sign in
Recover your password.
A password will be e-mailed to you.
ମହାପ୍ରଭୁ ଶ୍ରୀ”ଜଗନ୍ନାଥଙ୍କ ଫାଇଲକୁ ରାଜ୍ୟ ସରକାର ନିଜେ ଗାଏବ କରି ହଜିଥିବାର ନାଟକ କରୁଛନ୍ତି”
ଭୁବନେଶ୍ୱର, ତା.୧୯/୦୪: ମହାପ୍ରଭୁ ଶ୍ରୀଜଗନ୍ନାଥମନ୍ଦିର ପ୍ରଶାସନର ଯେଉଁ ଦୁଇଟି ଗୁରୁତ୍ୱପୁର୍ଣ୍ଣ ଫାଇଲ ବିଭାଗରୁ ହଜିଯାଇଛି ବୋଲି ଆଇନ ବିଭାଗ କହୁଛି ବାସ୍ତବରେ ସେ ଫାଇଲ ହଜିନାହିଁ ବଂର ରାଜ୍ୟ ସରକାର ନିଜେ ସେହି ଫାଇଲକୁ ନଷ୍ଟ କରିବାର ଷଡଯନ୍ତ୍ର କରିଛନ୍ତି । ଆଗରୁ ଖଣି ଦୁର୍ନୀତି…
ସମ୍ବଲପୁରରେ ହୋଇଥିବା ସାମ୍ପ୍ରଦାୟୀକ ଦଙ୍ଗାରେ ରାଜ୍ୟ ସରକାରଙ୍କ ବିଫଳତା ଜଳଜଳ : ମନମୋହନ ସାମଲ
ସମ୍ବଲପୁରର ଦଙ୍ଗା ବିରୋଧରେ ହୋଇଥିବା ୧୨ ଘଂଟିଆ ବିକ୍ଷୋଭକୁ ଅଭୁତପୂର୍ବ ଜନସମର୍ଥନ
ବିଜେପିର ପ୍ରତିନିଧିମଣ୍ଡଳୀକୁ ରୋକିବା ପାଇଁ ପୋଲିସ ଉପରେ କିଏ ଚାପ ପକାଇଥିଲେ ଏହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ
କେନ୍ଦ୍ର ଗୃହମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ କରିଥିଲେ,…
ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କ ଶ୍ରାଦ୍ଧ ଉତ୍ସବ ଓ ସାରସ୍ଵତ ସମ୍ମେଳନ
ବାସୁଦେବପୁର/ପ୍ରତାପ ପାଢ଼ୀ - ବାସୁଦେବପୁର ସ୍ଥିତ ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ସ୍ରଷ୍ଟା ଓ ସୃଷ୍ଟି ସାହିତ୍ୟ ସଂସ୍କୃତି ଓ ସେବା ସଂଗଠନ ପକ୍ଷରୁ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କ ଶ୍ରାଦ୍ଧ ଉତ୍ସବ ଓସାରସ୍ଵତ ସମ୍ମେଳନ ଅନୁଷ୍ଟିତ ହୋଇ ଯାଇଛି। ସଭା କାର୍ଯ୍ୟ କର୍ମ…
ସାଢେ ୪ କୋଟି ଓଡିଆଙ୍କ ଅପମାନକୁ ସମର୍ଥନ କରୁଛନ୍ତି ଅପରାଜିତା: ବିଜେଡି
ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ବହୁତ ଭଲ
ହତ୍ୟା, ଧର୍ଷଣ ଭଳି ଜଘନ୍ୟ ଅପରାଧ ବିଜେପି ଶାସିତ ରାଜ୍ୟରେ ଅଧିକ
ବନ୍ଦକୁ ସମର୍ଥନ ଅପରାଜିତାଙ୍କ ଉସୁକାଇବା ମାନସିକତାକୁ ପଦାରେ ପକାଇଛି
ଭୁବନେଶ୍ୱର: ଓଡିଶାର ୪.୫ କୋଟି ଲୋକ ଆଇନ୍ହୀନ ବୋଲି କିଛି…
ବିଶ୍ୱ ହାସ୍ୟ ଦିବସ ଏବଂ ହସି ହସାଅ ପ୍ରସ୍ତୁତି ବୈଠକ
ନୟାଗଡ଼,୧୮/୪:ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ-୨୦୨୩ ଏବଂ ହସି ହସାଅ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମଇ ୭ ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା…
କଥାଦେଇ କଥା ରଖିଲେ ବିଧାୟକ ସୁଶାନ୍ତ ସିଂ
https://youtu.be/4TT-QVAbIUI
ଦଶମାଇଲ ଶିଶୁ ଉଦ୍ୟାନ ପାଇଁ ପ୍ରଥମ ପର୍ଯ୍ୟାୟରେ ମିଳିଲା 25 ଲକ୍ଷ
ସୁଶାନ୍ତଙ୍କୁ ଦଶମାଇଲ ବିକାଶ ପରିଷଦ ତଥା ଅଞ୍ଚଳବାସୀ ଜଣାଇଲେ ଧନ୍ୟବାଦ
ଭଟଲି : - କେବଳ ଭଟଲି ନିର୍ବାଚନ ମଣ୍ଡଳୀ କିମ୍ବା ବରଗଡ଼ ଜିଲ୍ଲା ନୁହେଁ ପୁରା ପଶ୍ଚିମ ଓଡ଼ିଶା ବାସୀଙ୍କୁ ଜଣା…
ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଜିଲ୍ଲାରୁ ୫୦ ଜଣ ଯୋଗଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଦକ୍ଷତା ସମ୍ମିଳନୀ -୨୦୨୩ ତା ୨୦ ରିଖରୁ ୨୨ ରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ , ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରୁ ସ୍ଵତନ୍ତ୍ର ବସ୍ ଯୋଗେ ୫୦ ଜଣ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ…
ଯୋଗ ଦେଲେ ସୂଚନା ଓ ଲୋକସଂପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଶ୍ରୀ ସରୋଜ ସାମଲ
ବିଭାଗ ରାଜ୍ୟ ସରକାରଙ୍କ ମୁଖପତ୍ର ସଦୃଶ: ନିର୍ଦ୍ଦେଶକ ଶ୍ରୀ ସାମଲ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଶ୍ରୀ ସରୋଜ କୁମାର ସାମଲ ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତିାସୂଚନା ଓ ଲୋକସଂପର୍କ…
ମୁକ୍ତା ଯୋଜନା ର ସମୀକ୍ଷା କଲେ ବିଧାୟିକା
ପଦ୍ମପୁର :- ପଦ୍ମପୁର ଏନ୍ ଏ ସି ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା l ଏହା ସହିତ ମୁକ୍ତା ଯୋଜନା ର ଉନ୍ନୟନ କାର୍ଯ୍ୟ ଗୁଡିକ ର ମଧ୍ୟ ସମୀକ୍ଷା କରିଥିଲେ l ବର୍ତ୍ତମାନ ଚାଲିଥିବା ବିଭିନ୍ନ ଉନ୍ନୟନ କାମ କିପରି…
ଭାରତ ସରକାରଙ୍କ ୱାଇ-୨୦ କନସଲ୍ଟେସନ ସମ୍ମିଳନୀରେ ନୟାଗଡ଼ ଜିଲ୍ଲାରୁ ଫରହାନ୍ ଖାଁ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଭୁବନେଶ୍ୱର କିଟ୍ ପରିସରରେ ଆୟୋଜିତ ୱାଇ-୨୦ କନସଲ୍ଟେସନ ସମ୍ମିଳନୀରେ ନୟାଗଡ଼ ଜିଲ୍ଲାରୁ ଫରହାନ ଖାଁ ଯୋଗଦାନ କରି ଜିଳ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଗତ ୧୪ ଏବଂ ୧୫ ତାରିଖ ଦୁଇଦିନ ଅନୁଷ୍ଠିତ ଏହି…