Sign in
Sign in
Recover your password.
A password will be e-mailed to you.
ଦିବ୍ୟାଙ୍ଗମାନଙ୍କୁ ଆଇନ ସହାୟତା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ
ବସ୍ତି ଅଞ୍ଚଳରେ ସହଯୋଗ ନିମନ୍ତେ ନ୍ୟାୟାଧୀଶଙ୍କ ଅଭିନବ ପ୍ରୟାସ
ଭୁବନେଶ୍ୱର:ବସ୍ତି ଅଞ୍ଚଳରେ ଦିବ୍ୟାଙ୍ଗମାନଙ୍କୁ ଆଇନ ସହାୟତା ପ୍ରଦାନ କରି ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିର ଭରତପୁରସ୍ଥିତ ଯୋକଳନ୍ଦିଠାରେ ଅନୁଷ୍ଠିତ ହୋଇଯାଇଛିା ଏହି ଶିବିର ଜିଲ୍ଲା ଆଇନ ସେବା…
ବିଧାୟକ ବିଷ୍ଣୁ ବ୍ରତ ଙ୍କ ଉପସ୍ଥିତିରେ ବିଜେଡ଼ିରେ ମିଶିଲେ ଅନ୍ୟ ଦଳର ନେତା
ବାସୁଦେବପୁର/ପ୍ରତାପ ପାଢ଼ୀ -ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସୁଶାସନ ଉପରେ ଆସ୍ତା ପ୍ରକଟ କରି ବାସୁଦେବପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁବ୍ରତ ରାଉତରାୟ ଙ୍କ କାଯ୍ୟ ଦକ୍ଷତା ଉପରେ ଭରଷା କରି ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଆର୍ତ୍ତୁଙ୍ଗ ପଞ୍ଚାୟତରେ ଗୌତମ…
ଆଧୁନିକୀକରଣ କାର୍ଯ୍ୟ ପାଇଁ କିଛି ଟ୍ରେନ ହେବ ବାତିଲ
ଭୁବନେଶ୍ୱର :ପୂର୍ବ ତଟ ରେଳପଥ ୱାଲଟିୟର ରେଳ ମଣ୍ଡଳ ଅନ୍ତର୍ଗତ କୋଟ୍ଟଭଲସା-କିରନ୍ଦୁଲ ରେଳ ମାର୍ଗରେ ଥିବା ଶୃଙ୍ଗଭରାପୁକୋଟା ଏବଂ ବୋଡଭରା ଷ୍ଟେସନ ମଧ୍ୟରେ ତୃତୀୟ ଲାଇନର କାର୍ଯ୍ୟ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଟ୍ରେନଗୁଡିକ ପ୍ରଭାବିତ ହେବ…
ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
ଝାରସୁଗୁଡ଼ା ସମନ୍ୱିତ ଉନ୍ନୟନ ସଂସ୍ଥା ଭାବେ ନାମିତ ଏହି ନୂତନ ସଂସ୍ଥା ପାଇଁ ୯ ଟି ନୂଆ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ବ୍ଲକ ଲାଇକେରା ଓ କିରୀମେରାକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର 9 ଟି ନୂତନ…
ମୃତ୍ୟୁ ପରେ ଚକ୍ଷୁଦାନ କରି ଅମର ହୋଇଗଲେ ନବୀନ
ବରଗଡ :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କେ ଗଣ୍ଡପାଲି ଗ୍ରାମର ନବୀନ କାଣ୍ଡ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହେବାରେ ତାଙ୍କର ବାପା ଛାଲୁ କାଣ୍ଡ ଓ ତାଙ୍କର ଭାଇ ଲଳିତ କାଣ୍ଡ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ…
ସାପ୍ତାହିକ ହାଟରେ ଜମୁଛି ଜୁଆଖେଳ, ନିରୀହ ଆଦିବାସୀ ଶିକାର……..!!
ନରସିଂ ବାଘ /ରାଇଘର ବ୍ଲକ ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କୁରାବେଡା ପଂଚାୟତ ର ସାପ୍ତାହିକ ହାଟ ରେ ଜମୁଛି ଜୁଆ ଖେଳ ଫଳରେ ସ୍ଥାନୀୟ ଗ୍ରାମବାସୀ ସର୍ବହରା ହେବା ସହ ମହିଳାଙ୍କ ମଧ୍ୟରେ ଅସନ୍ତସ ବାତାବରଣ ସୃଷ୍ଟି ହେବାର ଲାଗିଛି ସର୍ବଶେଷ ଖବରରୁ ପ୍ରକାଶ ଯେ ରାଇଘର…
ଦୀର୍ଘ ଦିନର ବିବାଦ ହେଲା ଅନ୍ତ, ୨ବର୍ଷ ପରେ ଗ୍ରାମକୁ ଫେରିଲେ ଦଳିତ ପରିବାର
ନୟାଗଡ଼, (ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ଜାକେଡା ଗ୍ରାମର ଅନୁସୂଚିତ ଜାତି ଲୋକ ଓ ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରାମର କୋଠ ସମ୍ପତି,ମାଛ ଚାଷ, ଆମ୍ବତୋଟା ଓ କାଜୁଜଙ୍ଗଲକୁ ନେଇ ଅନୁସୂଚିତ ଜାତିର ୨୦ ଟି ପରିବାର ଓ ସାଧାରଣ ବର୍ଗର ଲୋକମାନଙ୍କ…
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ସପ୍ତାହବ୍ୟାପୀ ଦ୍ବାରଦେଶ ଅଭିଯାନ
ନୟାଗଡ,(ଲକ୍ଷ୍ମୀଧର ସାହୁ): ଗ୍ରୀଷ୍ମର ପାଦୁର୍ଭାବରେ ରାଜ୍ୟର ସମସ୍ତ ଜନତା ଅସ୍ତବ୍ୟସ୍ତ । ଯେତେବେଳେ ସାଧାରଣ ଜନତାଟିଏ ଅନେକ ଅସୁବିଧାର ସମୁଖୀନ ହୋଇଥାଏ, ସେତେବେଳେ ଦିବ୍ୟାଙ୍ଗଙ୍କ କଥା କହିଲେ ନସରେ । ଏହି ପରିପ୍ରେକ୍ଷୀରେ, ସେହି ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ରାଜ୍ୟ ଆଇନ ସେବା…
ସୋଆରେ ରାଜ୍ୟସ୍ତରୀୟ ଏନ୍ଏସ୍ଏସ୍ କଲ୍ଚରାଲ୍ ଫେଷ୍ଟ ଆୟୋଜିତ
ଭୁବନେଶ୍ୱର,୨୩/୫: ନ୍ୟାସ୍ନାଲ୍ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍)ରେ ସାମିଲ ହେବା ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିଗତ ଜୀବନର ଗୁଣବତାକୁ ବୃଦ୍ଧି କରିବାରେ ସହାୟକ ଅଟେ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଛନ୍ତି ।ଶିକ୍ଷା ଓ ଅନୁସନ୍ଧାନ…
ବରଗଡ଼ ଜିଲ୍ଲାରେ ପୁଣି ହତ୍ୟାକାଣ୍ଡ : ୪ ଜଣ ମୃତ
ସ୍ୱାମୀ ସ୍ତ୍ରୀ ଓ ଦୁଇ ଛୁଆ ଙ୍କୁ ନିର୍ମମ ହତ୍ୟା
ପୁତୁରା ଓ ତାର ପରିବାର କୁ ହତ୍ୟା କଲା କାକା
ବରଗଡ :-ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକଝିକି ଗାଁ ର ଏକ ଘର ଭିତରେ ୪ ଜଣ ଙ୍କ ମୃତଦେହ ଠାବ ହେବା ଘଟଣା ପୁରା ବରଗଡ଼ ଜିଲ୍ଲାକୁ ଦୋହଲାଇ ଦେଇଥିଲା । ହତ୍ୟାକାଣ୍ଡ…