ମା ଦୂଲ୍ଲାର ଦେଇ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ଚିତ୍ରକୁଟ ଚାମ୍ପିଅନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ କୁସୁମ ବନ୍ଦ ମିନି ଷ୍ଟାଡିୟମ ଠାରେ ଗତ ୪ ତାରିଖରୁ ଚାଲି ଆସିଥିବା ମା ଦୂଲ୍ଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ସ୍ଥାନୀୟ କୁସୁମ ବନ୍ଧ ଦଳ ଓ…

ଜଣେ ଯୁବକ ଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦ୍ୱିତୀୟ ଜୀବନ ଦେଇଛି ମୈତ୍ରୀ ଇଂଫ୍ରା

  ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ -କାଶୀପୁର, ୯/୧୦ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାଗବାରୀ ଗ୍ରାମର ଜଣେ ନିରୀହ ଆଦିବାସୀ ଯୁବକ ଙ୍କ ଏକ ଦୟନୀୟ ପରିସ୍ଥିତିରେ ପଡି ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ମୈତ୍ରୀ ଇଂଫ୍ରା ମାଲିକ ତାଙ୍କ ପାଇଁ ଦେବଦୂତ ସାଜି…

ସୁକିନ୍ଦାର ମହିଳା କାରିଗର ପ୍ରସ୍ତୁତ କରୁଛନ୍ତି, ଦୀପାବଳି ପାଇଁ ପରିବେଶ ଅନୁକୂଳ ଦୀପ ଏବଂ ଟେରାକୋଟା ସାମଗ୍ରୀ

 ଟାଟାଷ୍ଟିଲ୍ ଫାଉଣ୍ଡେସନ ସହାୟତାରେ ଦକ୍ଷତା ହାସଲ କଳିଙ୍ଗନଗର, ୧୦ ନଭେମ୍ବର, ୨୦୨୩: ସୁକିନ୍ଦା ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ମହିଳା କାରିଗରମାନେ ପରିବେଶ ଅନୁକୂଳ ଦୀପାବଳି ପାଳନ ପାଇଁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଆଲୋକର ପର୍ବକୁ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ…

ବୋଲେରୋ ଧକ୍କାରେ ଆହତ ଯୁବକଙ୍କ ମୃତ୍ୟୁ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗତକାଲି ଅପରାହ୍ଣରେ ଓଡଗାଁ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ବୋଲେରୋ ଏକ ମୋଟରସାଇକେଲ୍ କୁ ଧକ୍କା ଦେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ I ସେଥି ମଧ୍ୟରୁ ଜଣେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା…

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ମେଦନା ପଞ୍ଚାୟତ ଅନ୍ତର୍ଗତ ମାଳିଗୁଡ଼ା ଗ୍ରାମରେ ଜଣେ ବୃଦ୍ଧ ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ମାଳି ଗୁଡା ଗ୍ରାମ ର ଦିନୁ ପାଇକ ( ୬୦) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ମାଳି ଗୁଡା…

ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ଟାଇମ୍ସ ବିଜନେସ ଆୱାର୍ଡ

ଭୁବନେଶ୍ୱର, ନଭେମ୍ବର ୯, ୨୦୨୩: ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଓଡିଶାର କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସ୍ପୋର୍ଟ୍ସ ଡେଭେଲପମେଣ୍ଟ୍ ଏଣ୍ଡ ଇମ୍ପାକ୍ଟ’ ଶ୍ରେଣୀରେ ଟାଇମ୍ସ ବିଜନେସ ଆୱାର୍ଡ ଓଡିଶା ୨୦୨୩ ପୁରସ୍କାରରେ ସମ୍ମାନିତ…

ଓଡିଶା ଛତିଶଗଡ଼ ସୀମା ରେ ଜୋରଦାର ଯାନବାହନ ଯାଞ୍ଚ l

ଝାରବନ୍ଧ - ମନୋହର ଦାଶ: ଛତିଶଗଡ଼ ରାଜ୍ୟରେ ଆସନ୍ତା 17/11 ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଲେ l ନିର୍ବାଚନ କିପରି ନିରପେକ୍ଷ ଏବଂ ଅବାଧ ହେବ ସେଥିପ୍ରତି ବରଗଡ଼ ଜିଲ୍ଲା ର ଜଗଦଳପୁର ଝାରବନ୍ଧ ପୋଲିସ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରୁଛି l ସୀମାନ୍ତରେ ଜଗଦଳପୁର,ଝାରବନ୍ଧ ପୋଲିସ…

ଗ୍ରାଉଣ୍ଡ୍ ଜିରୋରୁ ଡ଼ବ୍ଲ୍ୟୁଓଡିସି ସିଇଓ ଡକ୍ଟର ଅଜିତ କୁମାର ମିଶ୍ରଂକ ପ୍ରକଳ୍ପ ସମୀକ୍ଷା

ପଦ୍ମପୁର ( ଶିବଶିଷ ପଟ୍ଟନାୟକ ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ଯ କାର୍ଯ୍ଯ ନିର୍ବାହୀ ଅଧିକାରୀ( ସିଇଓ) ଡକ୍ଟର ଅଜିତ କୁମାର ମିଶ୍ର ଆଜି ପରିଷଦର ବୈଷୟିକ ଟିମ୍ ସହ ପଦ୍ମପୁର ଗସ୍ତରେ ଆସି ବିକାଶ କାର୍ଯ୍ଯର ସମୀକ୍ଷା କରିଛନ୍ତି । ରାଜବୋଡ଼ାସମ୍ବର ବ୍ଲକ୍ ର ସମ୍ମିଳନୀ କକ୍ଷରେ ଡକ୍ଟର…

ସୁନ୍ଦରଗଡ଼ ଗସ୍ତରେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ

ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ଦେଲେ ପରାମର୍ଶ ଭୁବନେଶ୍ୱର : ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ଇଂ ଅବନୀ କାନ୍ତ ସାହୁ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତର ପ୍ରଥମ ଦିନରେ ବଣାଇ ପଞ୍ଚାୟତ ପରିଦର୍ଶନରେ ଯାଇ ବିଭିନ୍ନ ସେବାଶ୍ରମ ବିଦ୍ୟାଳୟ ସମେତ ଅଙ୍ଗନବାଡି କେନ୍ଦ୍ର ବୁଲି…

ଝାରବନ୍ଧ ପୋଲିସ କୁ ବଡ଼ ସଫଳତା ;ଡ଼ିକି ଭାଙ୍ଗି ଟଙ୍କା ଲୁଟ ଘଟଣାରେ ୩ ଗିରଫ

ବରଗଡ :- ବରଗଡ଼ ଜିଲ୍ଲା ଉପାନ୍ତ ଝାରବନ୍ଧ ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ଡ଼ିକି ଭାଙ୍ଗି ଟଙ୍କା ଲୁଟି ନେବା ଘଟଣା ରେ ଆଜି ଝାରବନ୍ଧ ପଲିସ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି l ଝାରବନ୍ଧ ଥାନା ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମହାନ୍ତି ପ୍ରଦାନ କରିଥିବା ସୂଚନା ମୁତାବକ ଗତ ୭…