Sign in
Sign in
Recover your password.
A password will be e-mailed to you.
ବାଣପୁରରେ ବାଇକ ଦୁର୍ଘଟଣା, ଦୁଇଜଣଙ୍କ ଅବସ୍ଥା ଗୁରୁତର, ଏମ୍ସକୁ ସ୍ଥାନାନ୍ତରିତ
ବାଣପୁର( ସେକ କୌସର ): ଗୁରୁବାର ସନ୍ଧ୍ୟାରେ ବାଣପୁର ସ୍ଥିତ କୁମାରାଙ୍ଗ ରାସ୍ତା ବଡଶଙ୍ଖ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଘଟଣାରୁ ପ୍ରକାଶ କୁମାରାଙ୍ଗ ପଞ୍ଚାୟତର କେଶପୁର ଗ୍ରାମର ବଣ୍ଟି ପ୍ରଧାନ (୨୦),ବିକ୍ରମ ଜେନା (୨୩)ବାଣପୁରରୁ ନିଜ ଗ୍ରାମକୁ ଫେରିବା ସମୟରେ ଅସାବଧାନତା…
କ୍ରୀଷ୍ଣା ‘ସ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲର ଦ୍ବିତୀୟ ବାର୍ଷିକୋତ୍ସବ ……
ଜ୍ଞାନ ଦାନ ସବୁଠାରୁ ଶ୍ରେଷ୍ଠ ଦାନ: ଡ଼ଃ ପ୍ରଧାନ
ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର ୯ ସ୍ଥିତ କ୍ରୀଷ୍ଣା'ସ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲର ଦ୍ବିତୀୟ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି। ଏହି ବାର୍ଷିକୋତ୍ସବ ରେ ଶିକ୍ଷାବିତ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରଫେସର…
ମୀରାବାଈ କଳା ବିକାଶ କେନ୍ଦ୍ର ର ଦଶମ ବାର୍ଷିକୋତ୍ସବ ପାଳିତ
ହାଲୋ , ହାୟ ଛାଡ଼ନ୍ତୁ ,ଜୟ ଜଗନ୍ନାଥ କୁହନ୍ତୁ ଗୀତରେ ଦର୍ଶକ ମନ୍ତ୍ରମୁଗ୍ଧ
ଅବିନାଶ ସାଥୁଆ ମହାପାତ୍ର, ଭୁବନ, ଢେ଼ଙ୍କାନାଳ ।- ଭୁବନ ର ପୁରାତନ କଳା ସଂସ୍କୃତି ଅନୁଷ୍ଠାନ " ମୀରାବାଈ କଳା ବିକାଶ କେନ୍ଦ୍ର" ର ଦଶମ ବାର୍ଷିକୋତ୍ସବ ତିନିଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ଆଜି…
ବାଲୁଗାଁ ମାଛ ବଜାରରେ ଅଗ୍ନିକାଣ୍ଡ: ଗୋଦାମରେ ଆସବାବପତ୍ର ପୋଡି ପାଉଁଶ
ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମାଛ ବଜାରର ନିଆଁ ଲାଗି ଏକ ଗୋଦାମରେ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ବାଲୁଗାଁ ଅଗ୍ନିଶମ ବିଭାଗ ସୂଚନା ମୁତାବକ ଶାନ୍ତି ନଗରର ଗୋପାଳ ରାୟ ମାଛ ବଜାରରେ ଭଡା ସୂତ୍ରରେ ଏକ ଗୋଦାମ ଘର ନେଇ ବେପାର କରିଆସୁଥିଲେ। ଗତକାଲି ରାତିରେ…
ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା
ଜଗତସିଂହପୁର,୧୮/୦୧/୨୦୨୪ ସୁମନ୍ତ କୁମାର ଦାସ; ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହର ଆଜି ଥିଲା ଚତୁର୍ଥ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ବିଜୟ କୁମାର…
ଜମରା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ଉତ୍ତମ କ୍ରୀଡା ଦ୍ୱାରା ଛାତ୍ର ଛାତ୍ରୀ ଙ୍କ ଶାରୀରିକ ଵିକାଶ ସମ୍ଭବ-ସରପଞ୍ଚ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଜମରା ଗ୍ରାମ ପଞ୍ଚାୟତ ଖଣ୍ଡାୟତ ପଟକିରା ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ଜମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବର…
ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ନବରଙ୍ଗପୁରରୁ ଗଡିଲା ପୁରୀ ଶ୍ରୀକ୍ଷେତ୍ରକୁ ବସ୍
ନବରଙ୍ଗପୁର/୧୮/୧ ଅଶୋକ ସାହୁ, ଶାସକ ପ୍ରଶାସକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁରୁବାର ଶୁଭାରମ୍ଭ କରିଛନ୍ତି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ଯୋଜନା । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୨ଜିଲ୍ଳା ମଧ୍ୟରେ ନବରଙ୍ଗପୁର ଜିଲ୍ଳା ସାମିଲ…
ପିରାମିଲ ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକଙ୍କୁ ନେଇ କର୍ମଶାଳା
ସକରାତ୍ମକ କାହାଣୀକୁ ସଶକ୍ତ କରିବା : ଜିଲ୍ଲା ବିକାଶ ପାଇଁ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ
ରାୟଗଡା/୧୮/୦୧/୨୪-: ରାୟଗଡା ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଗୁରୁବାର ପିରାମିଲ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା…
ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡାରୁ ଗଡିଲା ପୁରୀ ଶ୍ରୀକ୍ଷେତ୍ରକୁ ବସ୍
ରାୟଗଡା/୧୮/୧/୨୩: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଶୁଭାରମ୍ଭ କରିଛନ୍ତି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ଯୋଜନା । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୨ଜିଲ୍ଳା ମଧ୍ୟରେ ରାୟଗଡା ଜିଲ୍ଳା…
ମାଁ ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣ ପତ୍ର ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁୟାରୀ ୨୭ ତାରିଖରେ ହେବାକୁ ଥିବା ମାଁ ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବିଭିନ୍ନ ଜିଲ୍ଳାର ପ୍ରମୁଖ ମନ୍ଦିରମାନଙ୍କୁ ନିମନ୍ତ୍ରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରୁ ଆସିଥିବା ସେବାୟତ ଓ…