ଛେଲିଆମାଳ ଗ୍ରାମ ପଞ୍ଚାୟତ ର 30ତମ ବାର୍ଷିକ ଉତ୍ସବ 2024

14

କଳାହାଣ୍ଡି(ଶାସକ ପ୍ରଶାସକ) :କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଛେଲିଆମାଳ ଗ୍ରାମ ପଞ୍ଚାୟତ ର ଛେଲିଆମାଳ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ 30ତମ ବାର୍ଷିକ ଉତ୍ସବ 2024 ଆରମ୍ଭ ହୋଇ ଯାଇଛି,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସୁବଳ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ସୁନାସିର ଶିଖା, ସମ୍ନାନୀୟ ଅତିଥି ସୁଶାନ୍ତ କୁମାର ସାହୁ, ଠିକ ଦିବା 10ଗୋଟିକା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଶିବପ୍ରସାଦ ବରାଳ ସମସ୍ତ ଅତିଥି, ଶିକ୍ଷକ ଙ୍କୁ ନେଇ ଦୀପ ପ୍ରଜଳନ କରାଇଥିଲେ,|  ଦିବା 11ଗୋଟିକ ସମୟରେ ବାନ୍ଧେଉତ୍କଳଜନନୀ ଗାନ କରିବା ସହିତ ସଭାକାର୍ଯ୍ୟ କୁ ଆଗେଇ ନେଇଥିଲେ, ବିଦ୍ୟାଳୟର ଗଣିତ ଶିକ୍ଷକ ଗିରିଜା ଶଙ୍କର ଦାସ ଙ୍କ ତପ୍ତ୍ୟ ପ୍ରଧାନ ରେ ଦଶମ ଶ୍ରେଣୀ ର ଦୁଇ ଛାତ୍ରୀ ପ୍ରିୟଙ୍କା ବାଗ ଓ ପାଲବୀ ନାଏକ ମଞ୍ଚ ପରିଚାଳନା କରିଥିଲେ |  ଶ୍ରୀ ଯୁକ୍ତ ବିଜୟ କୁମାର ରଣା ପରିଚୟ ପ୍ରଦାନ କରାଇ ଥିଲେ ଓ ପ୍ରଧାନ ଶିକ୍ଷକ ଶିବପ୍ରସାଦ ବରାଳ ଧନ୍ୟବାଦ ଜ୍ଞାପନ କରାଇଥିଲେ |

Leave A Reply

Your email address will not be published.