ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସମଗ୍ର ଓଡ଼ିଶା ରାଜ୍ୟରେ ଚାଲିଛି ବିଗତ ସରକାର ବିଜୁଜନତା ଦଳର ୨୮ ତମ ପ୍ରତିଷ୍ଠା ଉତ୍ସବ।
ଏହି ଅବସର ରେ ଭଞ୍ଜନଗର ବିଜୁ ଜନତା ଦଳ କୁ ଲାଗିଛି ଝଟକା। ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନତା ପାର୍ଟି ର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଭଞ୍ଜନଗର ବ୍ଲକ ଅଧକ୍ଷ ନରିସଭା ନାଇକ ବିଜେଡି ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି। ସ୍ଥାନୀୟ ଫରେଷ୍ଟ ବଙ୍ଗଳା ରେ ସଂଧ୍ୟାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ବିଧାୟକ ପ୍ରଦ୍ୟୁମ୍ନ ନାୟକ ଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷଙ୍କ ସମେତ କୁଲାଡ଼, ବାରୁଡ଼ା, ବଡ କୋଦଣ୍ଡା ତିନି ପଞ୍ଚାୟତର ସମିତିସଭ୍ୟ ସଭ୍ୟା ମାନେ ମଧ୍ୟ ବିଜେପି ରେ ସାମିଲ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.