Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀରେ ଗୁଣପୁର ଠାରେ ୧୨ ଘଣ୍ଟାଆ ବନ୍ଦ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ଆଜି ଅବିଭକ୍ତ କୋରାପୁଟ ମିଳିତ କ୍ରିୟାନୁଷ୍ଠାନ କମିଟି ର ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ରେ ରାୟଗଡା ଜିଲ୍ଲା ଗୁଣପୁର ଠାରେ 12 ଘଣ୍ଟିଆ ବନ୍ଦ ଡାକରା . ଏହାକୁ ସମର୍ଥନ କରିଛି ଗୁଣପୁର ଏସ୍ ସି ଓ ଏସ୍ ଟି ମିଳିତ ମଞ୍ଚ. ଏଣୁ ଏହି ପରିପ୍ରେକ୍ଷୀରେ…
ଗଜପତି ଜିଲ୍ଲାର ପାଞ୍ଚ ଗୋଟି ପଞ୍ଚାୟତରେ ଜନ ଯୋଜନା ଅଭିଯାନ ଅନ୍ତର୍ଗତ ସ୍ୱତନ୍ତ୍ର ଗ୍ରାମ ସଭା ଓ ପ୍ରଶିକ୍ଷଣ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାଞ୍ଚ ଗୋଟି ପଞ୍ଚାୟତରେ ଜନ ଯୋଜନା ଅଭିଯାନ ଅନ୍ତର୍ଗତ ସ୍ୱତନ୍ତ୍ର ଗ୍ରାମ ସଭା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିକଶିତ ଭାରତ ବିକଶିତ ପଞ୍ଚାୟତ ରୂପେ ଗଢି ତୋଳିବା ପାଇଁ ସବୁ କ୍ଷେତ୍ରରେ ପ୍ରୟାସ…
ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ଟାଉନ ଥାନା ଅଧିକାରୀଙ୍କୁ ଦେଲା ଖୋଲା ଚାଲେଞ୍ଜ
"ଯଦି ଦମ ଅଛି ରମେଶ ମହାପାତ୍ର ଙ୍କ ବିରୋଧରେ ପ୍ରମାଣ ସାର୍ବଜନୀନ କର,ନ ହେଲେ ନିସର୍ତ୍ତ କ୍ଷମା ମାଗ"
ବିଜେପୁର : ଯଦି ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଙ୍କ ନାମରେ ଦେଇଥିବା ଏତଲା ମୁତାବକ କିଛି ପ୍ରମାଣ ଅଛି ତାହାହେଲେ ସାର୍ବଜନୀନ କରନ୍ତୁ ନ ହେଲେ ନିସର୍ତ୍ତ କ୍ଷମା…
ବିଶିଷ୍ଟ ସମାଜସେବୀ ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ପତ୍ନୀ ବିୟୋଗ
ଝାରବନ୍ଧ-ମନୋହର ଦାଶ: ବିଶିଷ୍ଟ ସମାଜସେବୀ ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ପତ୍ନୀ ଯଶୋଦା ମିଶ୍ର(୮୨)ଙ୍କ ମଧ୍ୟାହ୍ନରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ ତଥା ଧର୍ମପରାୟଣା ମହିଳା ଥିଲେ । ଏଥିସହ ବରଗଡ଼ ମହିଳା ସମିତି ଓ ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟର ସେ ପ୍ରତିଷ୍ଠାତା ସଭ୍ୟା ଥିଲେ ।…
ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ନେଇ ଶନିବାର ସୋଆରେ ସମ୍ମିଳନୀ
ଭୁବନେଶ୍ୱର , ଅକ୍ଟୋବର ୪ : ପ୍ରତିରକ୍ଷା ବିଶେଷଜ୍ଞ, ସରଞ୍ଜାମ ଉତ୍ପାଦନକାରୀ, ନିବେଶକ, ଗବେଷକ ଏବଂ ସେନା ଅଧିକାରୀମାନେ ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନର ସମ୍ଭାବନାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଶନିବାର ଏକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ‘ମିଶନ୍: ମେକ୍…
ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛ ଭାରତ ଦିବସ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲ୍ଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛ ଭାରତ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ ପରିଷଦ…
ଜାଲପାଲି ଠାରେ କରମସାନୀ ମାଁ ଙ୍କର ପୂଜା ବିଧି ଅନୁଷ୍ଠିତ
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରମସାନୀ ମାଁ ଙ୍କର ପୂଜା ବିଧି ଅନୁଷ୍ଠିତ ହୋଇଯାଇଛି। ପୂର୍ବ ପୁରୁଷଙ୍କ ଠାରୁ ଅନୁଷ୍ଠିତ ଏହି କରମସାନୀ କରି ଆସୁଥିବା ଗ୍ରାମବାସୀ ମାନଙ୍କ ଠାରୁ ଜଣାଯାଏ।ଦୀର୍ଘ ୩୮ ବର୍ଷ ହେବ ଏହି…
ଜରି ଏବଂ ବୋତଲ ଗୋଟାଇ ପେଟ ପୋଷ ଥିବା ଶିଶୁକୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିଲା ଯେ ପାରଳାଖେମୁଣ୍ଡି ସହରକୁ କିପରି ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷୁକ ମୁକ୍ତ କରାଯିବ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବେ। ତାକୁ ଆଖି ଆଗରେ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ବରେ ଏକ ଦଳ, ଗତ କିଛି…
ଗୁମ୍ମା ବ୍ଲକର ଅନ୍ତର୍ଗତ ମୁନିସିଂ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ମହିଳା ସଭା ଅନୁଷ୍ଠିତ
ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମା ବ୍ଲକର ଅନ୍ତର୍ଗତ ମୁନିସିଂ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ମହିଳା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତର ଶତାଧିକ ମହିଳା ଯୋଗ ଦେଇଥିଲେ।ଏହି ସଭାରେ ଜିଲ୍ଲା ପଞ୍ଚାୟତ ଅଧିକାରୀ , ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଡେପୁଟି ଡାଇରେକ୍ଟର…
ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ତଥା (APPAR) ଅପ୍ପାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I…