ସିର୍ଜିନା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନଟି ଓଡ଼ିଶା ର ଏକ ଆଗ ଧାଡ଼ିର ଅନୁଷ୍ଠାନ। ପ୍ରତି ବର୍ଷ ପରି ସିରଜିନା ଉତ୍ସବଭେଉଁ ରିଆ ଗ୍ରାମରେ ଆସନ୍ତା ଏପ୍ରିଲ ତିନ ତାରିଖ ଦିନ ପଲନ କରାଯିବ |
ଏହି ଅବସର ରେ ସିରଜିନା ସମ୍ମାନ ରେ ସମ୍ମାନିତ ହେବେ ସମ୍ବଲପୁରୀ ଭାଷା ସାହିତ୍ୟ ର ବିଶିଷ୍ଟ କବି, ସମାଲୋଚକ, ଗାଳ୍ପିକ ତଥା ଗବେଷକ ଶ୍ରୀ ଉତ୍ପନ୍ନ ଭୋଇ। ସିରଜିନା ଅଭିନୟ ସମ୍ମାନ ଶ୍ରୀ ଆଶିଷ କୁମାର ବୈକାର, ସିରଜିନା ଗଳ୍ପ ସମ୍ମାନରେ ସମ୍ମାନିତ ହେବେ ଶ୍ରୀ ତେଜରୁ ବାରିକ ,କବିତା ସମ୍ମାନ ଶ୍ରୀ ହରି ଲାଲ୍ ସାହୁ ଓ ଶ୍ରୀ ଅଧିକାରୀ ସା , ନୁଆ ମୁଁହୁ ସମ୍ମାନ ପାଇବେ ଲିପ୍ସା ବାରିକ ଓ ତନ୍ମୟ ମିଶ୍ର ଓ ଆମ ଅଞ୍ଚଳ ର ଜଣାଶୁଣା ସମ୍ବଲପୁରୀ ନନି ଆକାଂକ୍ଷା ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯିବ ବୋଲି ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ଅର୍ଚ୍ଚନା ଦାଶ ପଟ୍ଟନାୟକ ବିଶିଷ୍ଟ ଗାୟିକା ଯୋଗ ଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post