ଟି ଗଣ୍ଡପାଲି ଉ:ପ୍ରା: ସ୍କୁଲ ଠାରେ ଗଣିତ ବଜାର ଓ ଖାଦ୍ୟ ମେଳା ଅନୁଷ୍ଠିତ

ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟି.ଗଣ୍ଡପାଲି ସରକାରୀ ଉ:ପ୍ରା: ସ୍କୁଲ ପରିସରରେ ଗଣିତ ବଜାର ଓ ଖାଦ୍ୟ ମେଳା ଅନୁଷ୍ଠିତ ହେବା ସହିତ ବିଦ୍ୟାଳୟର ପ୍ରାଚୀର ପତ୍ରିକା "ଅନ୍ୱେଷା" ର ଶୁଭ ଉଦଘାଟନୀ ଉତ୍ସବ ମହାସମାରୋହରେ ପାଳିତ…

ତିନି ଡକାୟତ କୁ ଗ୍ରାମ ଲୋକେ ଧରି ପୋଲିସ କୁ କଲେ ହସ୍ତାନ୍ତର।

(ଶାସକ - ପ୍ରଶାସକ): ମୟୂରଭଞ୍ଜଜିଲ୍ଲା ସାରସକଣା ବ୍ଳକ୍ ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆ ଗ୍ରାମରୁ ଗତ ରାତିରେ ତିନି ଜଣ ଚୋର ସହିତ ଗୋଟିଏ ବାଇକ୍ , ଦୁଇଟି ମୋବାଇଲ ସହିତ ଗୋଟାଏ ଛୁରୀ ଓ ନଗଦ ୬୪୦ ଟଙ୍କା ଜବତ ହୋଇଛି । ପାକଟିଆ ରୁ ବାଇକ ଚୋରୀ କରି ନେଇ ଯାଉଥିବା ବେଳେ ସ୍ଥାନୀୟ…

ସେବା ସମବାୟ ସମିତିକୁ ଗସ୍ତ କଲେ ଜିଲ୍ଲାପାଳ।

ବାସୁଦେବପୁର - ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରାଜଘୋରପୋଖରୀ ଠାରେ ବାଲି ମେଦ ସେବା ସମବାୟ ସମିତି ଓ ନରସିଂହପୁର ଠାରେ ବରଣ୍ଡୁଆ ସେବା ସମବାୟ ସମିତି କୁ ଗସ୍ତ କରି ସମସ୍ତ ବ୍ୟବସ୍ଥା ପଚାରି ବୁଝିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟ। ବାସୁଦେବପୁର ରେ ରାଜଘୋରପୋଖରୀ ରେ ସହିଦ୍…

ମାନ ହରାଉଛି ଶ୍ରୀକ୍ଷେତ୍ର ପୁସ୍ତକ ମେଳା: ବହି ବିକ୍ରି କମ, ଶାଢୀ ଓ ଆଚାର ବିକ୍ରି ଅଧିକା ହେଉଛି

ପୁରୀ (ବ୍ୟୁରୋ): ମାନ ହରାଊଛି ଶ୍ରୀକ୍ଷେତ୍ର ପୁସ୍ତକ ମେଳା । ବଜାୟ ରହୁନି ପୁରୁଣା ପରମ୍ପରା । ବର୍ଷକୁ ବର୍ଷ ଷ୍ଟଲ ସଂଖ୍ଯା ବଢୁଥିଲେ ମଧ୍ଯ ବହି ବିକ୍ରି ସେହି ଅନୁପାତରେ ବଢୁ ନଥିବା ଅଭିଯୋଗ ହେଉଛି । କେତେକ ବରିଷ୍ଠ ନାଗରିକ ସଂଧ୍ଯା ସମୟରେ ଷ୍ଟଲରେ ବସି ଆଳାପରେ ମଜିବା ସହ ମିକ୍ଚଚର…

ଗଣତନ୍ତ୍ର ପରେ ବର୍ତମାନ ସାମ୍ବିଧାନିକ ବ୍ୟବସ୍ଥାକୁ ହତ୍ୟା କରିବାର ପ୍ରୟାସ କରୁଛି ବିଜେଡି : ବାବୁ ସିଂ

 ଆଇନ ନିଜ ବାଟରେ ଯାଉଥିବାବେଳେ ବିଜେଡି ତାକୁ ବିରୋଧ କରୁଛି  ସିବିଆଇ ତଦନ୍ତ ଦାବି କରି ମୁଖମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ ଦୀପାଲି ଦାସ  ପ୍ରବାସୀ ଭାରତୀୟ ଦିବସ ପରିପ୍ରେକ୍ଷୀରେ ବିଜେଡିର ବକ୍ତବ୍ୟ ଓଡିଶାର ଭାବାବେଗକୁ କୁଠାରଘାତ…

କିର୍ମିରା ଅନାସ୍ଥା ଭୋଟ ଘଟଣା: ବିଜେପି ପୋଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି- ବିଜେଡି

 ପରାଜୟରୁ ବର୍ତ୍ତିବା ପାଇଁ ପୋଲିସକୁ ଗୁଣ୍ଡା ସଜାଇଲେ ସରକାର  ଚବିଶ ଘଣ୍ଟା ଧରି ପଞ୍ଚାୟତ ପ୍ରତିନିଧିଙ୍କୁ ଅଟକ ଭୁବନେଶ୍ୱର, ୧୧/୦୧/୨୦୨୫: କିର୍ମିରା ଅନାସ୍ଥା ଭୋଟ ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ…

ବାବାଜୀ ସାହୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧ ରେ ଆତ୍ମସୁରକ୍ଷା ତାଲିମ ଶିବିର

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧ ରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ବରିଷ୍ଠ ଅଧ୍ୟାପକ ତେଜେଶ୍ୱର ଦାଶ ଙ୍କ ସଭାପତିତ୍ବ ରେ…

ଖାଇବାକୁ ମାଗିବାରୁ ମଦ୍ୟପ ପୁଅକୁ ହତ୍ୟା କଲା ବାପା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାଟଗୁଡ଼ା ପଞ୍ଚାୟତର ସିଙ୍ଗମିଲା ଗ୍ରାମରେ ଏକ ଅଭନୀୟ ଘଟଣା ଘଟିଛି l ବାପା ନିଜ ପୁଅକୁ ଏକ ଧାରୁଆ ଛୁରୀରେ ହତ୍ୟା କରି ଥିବା ଘଟଣା ପଦାକୁ ଆସିଛି । ଏହି ଘଟଣା ରାତି ପ୍ରାୟ 4.30 ସମୟରେ ଘଟିଥିବା ସୂଚନା…

ଚିଲିକାର ମେଧାବୀ ଝିଅ ସୌମ୍ୟାଶ୍ରୀଙ୍କ ବଡ ସଫଳତା: ଆମେରିକା ନାସାରେ ହେଲେ ବୈଜ୍ଞାନିକ

ଚିଲିକା:(ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ଗ୍ରାମର ଝିଅ ସୌମ୍ୟାଶ୍ରୀ ବରାଳ ବଡ ସଫଳତା ହାସଲ କରିଛନ୍ତି। ଡ. ସୌମ୍ୟାଶ୍ରୀ ବରାଳ ନାସାରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି। ସୌମ୍ୟାଶ୍ରୀଙ୍କ ପିତା ନିଶାକର ବରାଳ ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିବା…

ଵିଜେପି ଘୁମୁସର ଜିଲ୍ଲା ସାଧାରଣ ସଂପାଦକ ଅନୀଲ ପଣ୍ଡାଙ୍କ କ୍ଷମାଶୀଳତାକୁ ପ୍ରଶଂସା

https://youtu.be/1W39KxHa3VQ (ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ:ଗତ ତା ୮-୧-୨୫ ରେ ଘଟିଥିବା ଅନୀଲ ପଣ୍ଡାଙ୍କ ଉପରେ ଘଟିଥିବା ଆକ୍ରମଣ ଘଟଣାରେ ଆକ୍ରମଣକାରୀ ମାନଙ୍କୁ କ୍ଷମା କରିଦେଲେ ଶ୍ରୀ ପଣ୍ଡା |ଖବର ନେବାରୁ ଜଣାପଡିଛି ଯେ, ଯେଉଁ ମାନେ ଏ କାଣ୍ଡ ଭିଆଇ ଥିଲେ,…