Sign in
Sign in
Recover your password.
A password will be e-mailed to you.
ଚଚରାଭଟା ରେ ଜଙ୍ଗଲ ଜାତ ଖାଦ୍ୟ ଅଭ୍ୟାସ ସମ୍ପର୍କିତ ସଚେତନତା ଶିବିର
ଖପ୍ରାଖୋଲ ୨୯/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଚଚରାଭଟା ଠାରେ ଆର ସି ଡ଼ି ସି ତରଫରୁ ଜଙ୍ଗଲଜାତ ଖାଦ୍ୟ ଅଭ୍ୟାସ ଓ ଏହାର ପ୍ରୋତ୍ସାହନ ସମ୍ପର୍କିତ ସଚେତନତା ମେଳା ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଦେବରାଜ ବାଗ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି…
ପ୍ରଜାମଣ୍ଡଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠଦିନ ବ୍ୟାପୀ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ…
ନୟାଗଡ଼ (ବିଶ୍ୱଜିତ ନାୟକ): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠଦିନ ବ୍ୟାପୀ ଆୟୋଜିତ ହୋଇଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବାଳିକା ଆତ୍ମରକ୍ଷା କୌଶଳ…
ନୂତନ ସାମ୍ବାଦିକ ସଙ୍ଘ “ଜର୍ଣ୍ଣାଲିଷ୍ଟ ଆସୋସିଏସନ “ଗଠନ
https://youtu.be/06SV3gpPcQA
ସୁନ୍ଦରଗଡ଼:-ସୁନ୍ଦରଗଡ଼ ର ଦ୍ୱିତୀୟ ସାମ୍ବାଦିକ ସଙ୍ଘ ଭାବେ ନୂତନ ଗଠିତ ହୋଇଥିବା "ଜର୍ଣ୍ଣାଲିଷ୍ଟ ଆସୋସିଏସନ 'ଆଜି ପୁନର୍ଗଠନ ହୋଇଛି, ଆଜି ହୋଇଥିବା ବୈଠକରେ ନୂତନ ଭାବେ ଏହି ସଙ୍ଘର ସଭାପତି ଭାବେ ଦେବବ୍ରତ ଜେନା ଓ ସମ୍ପାଦକ ଭାବେ ପପୁପ୍ରସାଦ ସିଂ…
ବରଗଡ଼ : ୬ମ ଜିଲ୍ଲା ପରିଷଦ ବୈଠକ
ବରଗଡ଼: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଷଷ୍ଠ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଛି ।ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାନିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ଶ୍ରୀମତି…
ଦିବାକର ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ:ଦ୍ୱିତୀୟ ଦିନ ଓ ପ୍ରଥମ ସେମି ଫାଇନାଲ ଖେଳ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ସୁଙ୍ଗୁଡା ନୀଳମଣି ମିନି ଷ୍ଟାଡିୟମରେ ଶ୍ରୀ ଗଣେଶ କ୍ଳବ୍ ପକ୍ଷ ରୁ ଦିବାକର ମେମୋରିଆଲ ଫୁଟବଲ ଟୁର୍ଣା ମେଣ୍ଟ ର ଖେଳ ଜାରି ରହିଛି। ଦ୍ୱିତୀୟ ଦିନ ରେ ଅତିଥି ଭାବେ ବାସୁଦେବପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ,…
ଖପ୍ରାଖୋଲ ରେ ମୋ ଜଙ୍ଗଲ ଜମି ଯୋଜନା ର ଅଗ୍ରଗତି ସମ୍ପର୍କିତ ସମିକ୍ଷା ବୈଠକ, ସମନ୍ଵୟ ରଖି ଯୋଜନା ସଫଳ କରିବା ଉପରେ…
ଖପ୍ରାଖୋଲ ୨୯/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ଠାରେ ମୋ ଜଙ୍ଗଲ ଜମି ଯୋଜନା ର ଅଗ୍ରଗତି ସମୀକ୍ଷା ବୈଠକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ ଙ୍କ ଅଧ୍ୟକ୍ଷତା ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷା ବୈଠକରେ ବିଡ଼ିଓ…
ବେଣୀପଲି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସପ୍ତଦଶ ତମ ବାର୍ଷିକ ଉତ୍ସବ l
ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-ବେଲଲୁଗୁଣ୍ଠା ବ୍ଲକ ବେଣୀପାଲି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସତରତମ ବାର୍ଷିକ ଉତ୍ସବ ଶିକ୍ଷା କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ଗଞ୍ଜାମ ଜିଲ୍ଲା ଶ୍ରୀଅରବିନ୍ଦ ପଠଚକ୍ର ସମୂହର ଆବାହକ ଶସଧର ବେହେରା,ଉଦଘାଟକ ଭାବେ…
ଭଞ୍ଜନଗର ଭଞ୍ଜସାହିତ୍ୟ ପରିଷଦ ରେ ଭଞ୍ଜ ଜୟନ୍ତୀ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା } ଓଡ଼ିଶାର ଅନ୍ୟତମ ପ୍ରାଚୀନ ଭଞ୍ଜ ସାରସ୍ବତ ପୀଠ ଭଞ୍ଜନଗର "ଭଞ୍ଜ ସାହିତ୍ୟ ପରିଷଦ" ଠାରେ ବସନ୍ତପଞ୍ଚମୀ ତିଥିରେ ୮୦ତମ ଭଞ୍ଜ ଜୟନ୍ତୀ ଉପଲକ୍ଷେ ପ୍ରବନ୍ଧ, ବକ୍ତୃତା ଏବଂ ଭଞ୍ଜସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତୃତୀୟ ଶ୍ରେଣୀ ଠାରୁ କଲେଜ ସ୍ତର…
ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
କେନ୍ଦୁଝର,ତା୨୯/୧-ଜିଲ୍ଲା ପ୍ରଶାସନ କେନ୍ଦୁଝର ଓ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ)ଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟରେ ଦୁଇ ଦିନିଆ ନିଯୁକ୍ତି ମେଳା ଆଜି ଉଦଘାଟିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ୮ ଗୋଟି ବ୍ଲକ ଯଥା କେନ୍ଦୁଝର…
ମହିଳା ସ୍ନାତକ ମହାବିଦ୍ୟାଳୟର ଦ୍ୱାଦଶ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ
https://youtu.be/pNuZU9_wiHU
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଦ୍ୱାଦଶ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…