ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

କେନ୍ଦୁଝର,ତା୨୯/୧-ଜିଲ୍ଲା ପ୍ରଶାସନ କେନ୍ଦୁଝର ଓ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ)ଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟରେ ଦୁଇ ଦିନିଆ ନିଯୁକ୍ତି ମେଳା ଆଜି ଉଦଘାଟିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ୮ ଗୋଟି ବ୍ଲକ ଯଥା କେନ୍ଦୁଝର…

ମହିଳା ସ୍ନାତକ ମହାବିଦ୍ୟାଳୟର ଦ୍ୱାଦଶ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

https://youtu.be/pNuZU9_wiHU  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଦ୍ୱାଦଶ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…

ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନର ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ-୨୦୨୫ ର ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ…

ଚାଷୀ ମାନଙ୍କ ସମସ୍ୟାକୁ ନେଇ ଚାଷୀ ସଂଗଠନ ଆନ୍ଦୋଳନ ପାଇଁ ଦେଲା ଚେତାବନୀ

https://youtu.be/F5RNoDb3xh8 ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ କୃଷକ ସଂଗଠନ ପକ୍ଷରୁ ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଉପଖଣ୍ଡ ବିଦ୍ୟୁତ ବିଭାଗୀୟ ଅଧିକାରୀ ସୋହେଲାଙ୍କୁ କନିଷ୍ଠ ଯନ୍ତ୍ରୀ ବିଦ୍ୟୁତ ବିଭାଗ…

ଅଦ୍ଵିକା ଯୋଜନାରେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ

ନବରଙ୍ଗପୁର ୨୯ . ୧ : କିଶୋରୀ ସଶକ୍ତି କରଣ ଓ ବାଲ୍ୟବିବାହ ନିରାକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଅଦ୍ଵିକା ଯୋଜନା ଅଧୀନରେ ଆଜି ନନ୍ଦାହାଣ୍ଡି ବ୍ଲକ ର ସମ୍ମନିତ୍ଵ ଶିଶୁବିକାଶ ବିଭାଗ କାର୍ଯ୍ୟ।ଳୟ ପକ୍ଷରୁ ବ୍ଲକ ସ୍ତରୀୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଆନୁଷ୍ଠିତ ହୋଇଯାଇଛି । କିଶୋର ଓ…

ପୁଣି ଘୁ.ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ଦାବୀ କଲା କଂଗ୍ରେସ..

 ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ପୁଣି ଜୋର ଧରିଲା ଘୁ.ଉଦୟଗିରି ଉପଖଣ୍ଡ ମାନ୍ୟତା ଦାବୀ l ଆଜି ପୂର୍ବତ୍ତନ ନଗର କଂଗ୍ରେସ ସଭାପତି/ପୂର୍ବତ୍ତନ ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବରିଷ୍ଟ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର, ବରିଷ୍ଟ କଂଗ୍ରେସ କର୍ମୀ ଗୋପାଳ…

ମହିଳା ଉଦ୍ୟୋଗୀଙ୍କ ଅର୍ଥନୈତିକ ନେତୃତ୍ୱରେ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହେବ- ମୁଖ୍ୟମନ୍ତ୍ରୀ

ଉତ୍କର୍ଷ ଓଡ଼ିଶା - ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ୨୦୨୫   ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ସ୍ୱତନ୍ତ୍ର ମହିଳା ଶିଳ୍ପ ପାର୍କ ଏବଂ ଇପିକଲରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା…

ଦୁଇଟି ପୃଥକ ମାମଲାରେ ମୋଟ 1313 କେଜି ଗଞ୍ଜେଇ ଜବତ, 4 ଜଣ ଅଭିଯୁକ୍ତଙ୍କୁ ଗିରଫ

 ବୌଦ୍ଧ :ବୌଦ୍ଧ ଜିଲ୍ଲା ପୋଲିସ ଦୁଇଟି ପୃଥକ ମାମଲାରେ ମୋଟ 1313 କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ବାଇକ ଏବଂ ପିକ ଅପ୍…

ସୁନା ଅଳଙ୍କାର ଲୁଟ ମାମଲା: ନୟାଗଡରୁ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ବାଣପୁର ପୋଲିସ

ବାଣପୁର:(ସେକ କୌସର):ଏକ ବର୍ଷ ତଳେ ସୁନା ଅଳଙ୍କାର ଲୁଟ ମାମଲାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପୋଲିସକୁ ବଡ ସଫଳତା ମିଳିଛି। ଉକ୍ତ ମାମଲାରେ ଦୁଇଜଣ ଦୁର୍ବୁତ୍ତଙ୍କୁ ନୟାଗଡ ଅଂଚଳରୁ ଧରିବାରେ ସକ୍ଷମ ହୋଇଛି। ଦୁର୍ବୁତ୍ତ ଦୁଇଜଣ ହେଲେ ବାଣପୁରର ଶେଖ ହମିଦ (୨୫) ଏବଂ ଅମିତ କୁମାର ପଣ୍ଡା।…

ଗଜପତି ସ୍ମାରକୀ ବକ୍ତୃତାମାଳା ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗଜପତି ସ୍ମାରକୀ ବକ୍ତୃତାମାଳା ଅବସରରେ "ସାଂପ୍ରତିକ ବିଶ୍ୱରେ ସଂସ୍କୃତି ଓ ସାହିତ୍ୟର ସ୍ୱରୂପ" ସମ୍ୱନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବକ୍ସି ଜଗବନ୍ଧୁ…