ମା’ ବୈଷ୍ଣୋଦେବୀଙ୍କର ସରିଲା ପ୍ରାଣ ପ୍ରତିଷ୍ଠା

୧୮୦ ଫୁଟ ଗୁମ୍ଫା ମଧ୍ୟରେ ରାଜ ରାଜେସ୍ବରୀ ବେଶ ଦର୍ଶନ କଲେ ୧୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଓଡଗାଁ, ୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଗରବନ୍ଧ ଓ ସରଧାପୁର ପଞ୍ଚାୟତ ମଧ୍ୟସ୍ଥ ଫାସିପଲ୍ଲୀ ଓ ଚୋରଖୋଲ ନିକଟ ଜାମୁକୋଣ ମୁଣ୍ଡିଆରେ ବିରାଜିତ ମା'…

ଡଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ ଅନୁଷ୍ଠିତ ।

ପଦ୍ମପୁର :- ଡଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ ଶଙ୍କର୍ଷଣ ନାଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା…

ସପ୍ତମ ରାଜବୋଡାସମ୍ବର ଧନୁଯାତ୍ରା ଉଦଘାଟିତ

ପଦ୍ମପୁର :- ପାଇକମାଳ ବ୍ଲକ୍ ଗୋଇବାହଲି ଠାରେ ସପ୍ତମ ରଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହାଇଯାଇଛି। ପଲସଦା , କେର୍ମେଲାବାହାଲ, ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ର ମିଳିତ ସହଯୋଗରେ ଅନୁଷ୍ଠିତ ଯାତ୍ରା ରେ ସକାଳ ୧୦ ଟା ରେ ଡୁଙ୍ଗୁରିପାଲି ଠାରୁ ଗୋପପୁର କେର୍ମେଲାବାହାଲ ପର୍ଯ୍ୟନ୍ତ…

ବିଭିନ୍ନ ବିଦ୍ୟାଳୟ ରେ ସିରିଜ ଚୋରି, ଲୁଟିନେଲେ ମୂଲ୍ୟବାନ ସାମଗ୍ରୀ

ଜମନକିରା ୨।୨(ଲିପନ ନାଏକ ): ଜମନକିରା ବ୍ଲକ୍ ଅନ୍ତର୍ଗତ କୁଲୁଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡ କୁଣ୍ଢେଇସରା ପ୍ରାଥମିକ ବିଦ୍ୟାଳୟ, କଦଳିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କୁରେଇବାହଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିରିଜ ଚୋରି ହୋଇଥିବା ଗୌଡ଼ ପାଲି ଫାଣ୍ଡି ରେ ଲିଖିତ ଅଭିଯୋଗ…

ବଣିଆପାଟ ଶିଶୁମନ୍ଦିରରେ ସରସ୍ଵତୀ ପୂଜା ଓ ମାତୃସମ୍ମିଳନୀ

କେନ୍ଦୁଝର,ତା୨/୨- ସ୍ଥାନୀୟ କଲେଜ ରୋଡ଼ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ମା' ବାଗଦେବୀଙ୍କ ପୂଜା ସହିତ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମା' ସରସ୍ଵତୀଙ୍କ ପୂଜା କରିଥିବା ବେଳେ ବିଦ୍ୟାଳୟର ଶିଶୁ ବାଟିକା ବିଭାଗର ଶିଶୁ ବୋଧ ଶ୍ରେଣୀର…

ସୁନ୍ଦରଗଡରେ ପୁଣି ଫୁଟିଲା ଗୁଳି

ସୁନ୍ଦରଗଡ଼ (ହୋରଚାନ୍ଦ ଦେଉରିଆ) ସୁନ୍ଦରଗଡରେ ପୁଣି ଫୁଟିଲା ଗୁଳି | ସୁନ୍ଦରଗଡ଼ ସଦର ଥାନା କରମଡିହିରେ ଯୁବକଙ୍କ ଉପରକୁ ଗୁଳି ମାଡ ହୋଇଛି | କଳା ସ୍କର୍ପିଓ ରେ ଆସି ୫ ରାଉଣ୍ଡ ଗୁଳି କରିଥିବା ବେଲେ ଯୁବକଙ୍କ ପାଦରେ ବାଜିଛି ଗୁଳି | ଘଟଣା ସ୍ଥଳରୁ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା…

କେନ୍ଦ୍ରୀୟ ବଜେଟକୁ ଅଭୁତପୂର୍ବ ଜନସମର୍ଥନ ମିଳିଥିବାରୁ ବିଜେଡି ବିବ୍ରତ : ଡ.ଯତିନ ମହାନ୍ତି

 ଦୁଇ ଦଶନ୍ଧି ଧରି ଓଡ଼ିଶାକୁ ଅବହେଳା କରିଥିଲା ବିଜେଡି  ବଜେଟ୍‌ରେ ସବୁକ୍ଷେତ୍ରକୁ ଗୁରୁତ୍ୱ  ଡାଲି ଏବଂ କପା ମିଶନରେ ଓଡ଼ିଶା କୃଷକ ଅଧିକ ଲାଭବାନ ହେବେ  କୃଷି, ନିବେଶ, ରପ୍ତାନୀ ଓ ଭିତଭୂମି କ୍ଷେତ୍ରରେ ଓଡ଼ିଶାକୁ ଲାଭ ମିଳିବ  ଓଡ଼ିଶାରେ ଦୃତଗତିରେ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଓ ସାମୂହିକ ଖଡ଼ିଛୁଆଁ ଉତ୍ସବ ପାଳିତ

ପଦ୍ମପୁର:ତା:୦୨/୦୨-ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ମାଘମାସ ଶୁକ୍ଳ ପଞ୍ଚମୀ ତିଥିରେ ସରସ୍ଵତୀ ପୂଜା ଓ ଶିଶୁ ବୋଧ ଶ୍ରେଣୀ ର ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ସହିତ ସାମୂହିକ ଖଡ଼ିଛୁଆଁ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ଶିଶୁ ଭାଇଭଉଣୀ ମାନେ ମୁଣ୍ଡରେ ମାଟି ସିଲଟ,…

୩ରୁ କୁଚିପାଲି କାଳୀମନ୍ଦିର ପ୍ରତିଷ୍ଠା ଉତ୍ସବ

ସୋହେଲା :-ସୋହେଲା ବ୍ଲକ କୁଚିପାଲି ଗ୍ରାମରେ ନବନିର୍ମିତ ମନ୍ଦିର ମା' କାଳୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ଆସନ୍ତା ସୋମବାର ବାଟଡେର୍ମା ଶକ୍ତିପୀଠରୁ ପୂର୍ଣ୍ଣଜଳ କଳସ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ ପୂର୍ବକ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ ୬ ଦିନ…

ଭଞ୍ଜନଗର ଠାରେ ଜୀବ ଜନ୍ତୁ କଲ୍ୟାଣ ଦିବସ ୨୦୨୫ ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅଦ୍ୟ ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍ୟା ଦାୟିନୀ ମାଁ ସରସ୍ୱତୀ ଙ୍କ ପୂଜା ଉତ୍ସବ ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ଫେବୃୟାରୀ ୨ ତାରିଖ ୨୦୨୫ ରବିବାର ଦିନ ପ୍ରାଣୀଧନ ତାଲିମ୍ ପ୍ରତିଷ୍ଠାନ ଭଞ୍ଜନଗର ଠାରେ " ଜୀବ ଜନ୍ତୁ କଲ୍ୟାଣ…