Sign in
Sign in
Recover your password.
A password will be e-mailed to you.
ସୋଆ ଲେକ୍ସ କନସିଲିୟମ୍ -୨୦୨୫ ତୃତୀୟ ସଂସ୍କରଣ ଆୟୋଜିତ
ଭୁବନେଶ୍ୱର, ଫେବୃୟାରୀ ୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ ଇନଷ୍ଟିଟ୍ୟୁଟ ଅଫ୍ ଲ (ସ୍ନିଲ୍) ଓ ସୋଆ ପ୍ଲେସମେଣ୍ଟ ସେଲର ମିଳିତ ଆନୁକୂଲ୍ୟରେ ଆଇନ୍ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ସଂପର୍କରେ ମାର୍ଗଦର୍ଶନ ପ୍ରଦାନ କରିବା ନିମନ୍ତେ ଏକ ଦିବସୀୟ କାର୍ଯ୍ୟକ୍ରମ…
ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ ।
ଭୁବନେଶ୍ୱର- ତା ୦୮/୦୨/୨୦୨୫ - ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍ପାଟି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲାର କୁଳପତିଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍…
ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭”ର ହିନ୍ଦୀ ସଂସ୍କରଣ…
କୁଦୋପାଲିର ଅକୁହା କାହାଣୀ ନୂଆପିଢି ପାଖରେ ପହଞ୍ଚିବ - ଧର୍ମେନ୍ଦ୍ର ପ୍ରଧାନ
• ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ପିଏମ୍ ଯୁବା ୨.୦ ଯୋଜନାରେ ୪୧ଟି ନୂଆ ପୁସ୍ତକ ଉନ୍ମୋଚିତ
• ଚତୁର୍ଦ୍ଦଶ ଶତାବ୍ଦୀର ଗଣିତଜ୍ଞ ତଥା ଜ୍ୟୋତିର୍ବିଜ୍ଞାନୀ ଶ୍ରୀ ମାଧବଙ୍କ କୃତିର ମାଲାୟାଲମ ଅନୁବାଦ…
ଦିଲ୍ଲୀ ରେ ବିଜେପି ର ବିଜୟ କୁ ନେଇ ଗୁଣୁପୁର ବିଧାନସଭା ବିଜେପି ର ଖୁସି ର ମାହୋଲ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ଦିଲ୍ଲୀ ନିର୍ବାଚନ ରେ ସତୁରି ଆସନ ରୁ ଭାରତୀୟ ଜନତା ପାର୍ଟି 48 ଆସନ ରେ ବିଜୟ ହୋଇଥିବା ବେଳେ ଆପ୍ ସରକାର 22 ଆସନ ଆସିଥିବାବେଳେ ଓ କଂଗ୍ରେସ କୌଣସି ଖାତା ଖୋଲିନଥିବା ବେଳେ ଦିଲ୍ଲୀ ରେ ସତ୍ତା ହରାଇଛି। ଫଳରେ ଆଜି ଆପ୍ ସରକାର ଓ କଂଗ୍ରେସ ର…
ନବରଙ୍ଗପୁର ଠାରେ ବିଧାନସଭା ଷ୍ଟାନଡିଂ କମିଟି ଗସ୍ତ ଏବଂ ସମୀକ୍ଷା ବୈଠକ
ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୮.୨.୨୦୨୫: ଗତକାଲି ତା ୭.୨.୨୦୨୫ ରିଖ ନବରଙ୍ଗପୁର ଜିଲ୍ଲାକୁ ବିଧାନସଭା ଷ୍ଟାନଡିଂ କମିଟି ର ୬ ଜଣିଆ ସଦସ୍ୟ ଗସ୍ତ କରି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମିକ୍ଷା ବୈଠକ ରେ ଯୋଗ ଦେଇଛନ୍ତି। ଡ଼ାବୁ ଗାଁ ବିଧାୟକ ମନୋହର…
ସୁନ୍ଦରଗଡ଼ ବସଷ୍ଟାଣ୍ଡ ଅପରାଧୀଙ୍କ ପେଣ୍ଠସ୍ଥଳୀ, ବସ ଓ ପୋଲିସ ଉପରେ ଆକ୍ରମଣ
ସୁନ୍ଦରଗଡ଼:-ଲୁହୁରାଢିପା ସ୍ଥିତ ବେସରକାରୀ ବସଷ୍ଟାଣ୍ଡ ବର୍ତ୍ତମାନ ଅପରାଧୀଙ୍କ ଭୂସ୍ବର୍ଗ ପାଲଟିଛି, ଖାସକରି ବସଷ୍ଟାଣ୍ଡ ଭିତରେ ରହିଥିବା ଝୁପୁଡି ହୋଟେଲ ଭିତରେ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ମିଳୁଥିବା ନେଇ ଅଭିଯୋଗ ହୋଇଆସୁଛି, ଏହି ହୋଟେଲ ମାନଙ୍କରେ ସ୍ଥାନୀୟ ଅଞ୍ଚଳର ଅପରାଧୀ ମାନେ…
ଭଞ୍ଜନଗରସ୍ଥ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ଭଞ୍ଜ ଜୟନ୍ତୀ ପାଳିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅଦ୍ୟ ୦୮ ଫେବୃଆରୀ ୨୦୨୫ ଶନିବାର ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଉଭୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ଭଂଜ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଯେହେତୁ ଭଞ୍ଜ ଜୟନ୍ତୀ ପଞ୍ଚମୀ ତିଥି ଅର୍ଥାତ୍ ପବିତ୍ର…
ଭ୍ରଷ୍ଟ ସରକାର ବିରୋଧରେ ଅସନ୍ତୋଷର ବିସ୍ଫୋରଣ ହୋଇଛି : ମନମୋହନ ସାମଲ
ଐତିହାସିକ ବିଜୟ ପାଇଁ ନଡ୍ଡା, ଶାହା ଓ ନୂଆ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଶ୍ରୀ ବୈଜୟନ୍ତଙ୍କୁ ଅଭିନନ୍ଦନ ଜଣାଇଲେ ମନମୋହନ
ଐତିହାସିକ ବିଜୟ ଲାଭ ପାଇଁ ବିଜେପି କାର୍ଯ୍ୟକର୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର, ତା.୦୮/୦୨: ଦିଲ୍ଲୀ ବିଧାନସଭା…
କିମ୍ସରେ ବିଂଶତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ଉଦ୍ଘାଟିତ
ଭୁବନେଶ୍ୱର, ୭ ।୨: ଆସୋସିଏସନ୍ ଅଫ୍ ଫୋନୋ ସର୍ଜନ୍ସ ଅଫ୍ ଇଣ୍ଡିଆ (ଏପିଏସ୍ଆଇ)ର ୨୦ତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ‘ଫୋନୋକନ୍-୨୦୨୫’ ଶୁକ୍ରବାର କିମ୍ସରେ ଉଦ୍ଘାଟିତ ହୋଇଯାଇଛି । ୩ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ୪ଶହରୁ ଊର୍ଦ୍ଧ୍ୱ…
ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଫେବୃଆରୀ ୮-୧୧
କଟକ: ପ୍ରଥମ ତଥା ବହୁ ପ୍ରତୀକ୍ଷିତ ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଫେବୃଆରୀ ୮ରୁ ଓଡ଼ିଶାର କଟକ ଅନ୍ତର୍ଗତ କପୁରସିଂଠାରେ ଅବସ୍ଥିତ ହାଇ ପରଫରମାନ୍ସ କ୍ରିକେଟ ଏକାଡେମୀ ‘ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସ୍’ରେ ଶ୍ରୀ ରବି ଶାସ୍ତ୍ରୀ ଏବଂ ତାଙ୍କର ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍ ସଦସ୍ୟଗଣ…