ଭଞ୍ଜନଗର ରେ ଏନ୍.ସି.ସି ଜୁନିଅର ବିଭାଗ ର “ଏ” ସାର୍ଟିଫିକେଟ ପରୀକ୍ଷା ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗରସ୍ଥ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଜୁନିଅର୍ ସ୍ଥଳ ବାହିନୀ କ୍ୟାଡେଟମାନଙ୍କର ଏନ୍. ସି. ସି 'ଏ' ସାର୍ଟିଫିକେଟ୍ ପରୀକ୍ଷା ୧୧ ଗୋଟି ଭିନ୍ନ ବିଦ୍ୟାଳୟ କୁ ନେଇ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବିଦ୍ୟାଳୟର…

ପ୍ରାଥମିକ ଶିକ୍ଷା ପରିଷଦ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ l

ପଦ୍ମପୁର : ବରଗଡ ଜିଲ୍ଲାଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ପ୍ରାଥମିକ ଶିକ୍ଷା ପରିଷଦ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷଣ କୌଶଳ ,ବ୍ୟାବହାରିକ କୌଶଳ ତଥା ଶିକ୍ଷାନୁଷ୍ଠାନ ର ନୀତିନିୟମ ସମ୍ବନ୍ଧୀୟ ଜ୍ଞାନ ର…

ନୈତିକତା ଦୃଷ୍ଟିରୁ କ୍ରୀଡାମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ବିଜେଡି

କ୍ରିକେଟ ମ୍ୟାଚ ବେଳେ ଫ୍ଲଡ଼ ଲାଇଟ ବିଭ୍ରାଟ ଘଟଣା  ଫ୍ଲଡ଼ ଲାଇଟ ବିଭ୍ରାଟ ଘଟଣା ଆନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ନିନ୍ଦିତ କରିଛି  ବିଭ୍ରାଟ ପାଇଁ କେବଳ ଓସିଏ ନୁହେଁ, ରାଜ୍ୟ ସରକାର ମଧ୍ୟ ଦାୟୀ  ଗତ ୮ ମାସରେ ରାଜ୍ୟରେ କ୍ରୀଡାର ବିକାଶ ଶୂନ ଭୁବନେଶ୍ୱର,…

ସୁବର୍ଣ୍ଣପୁରରେ ଜାତୀୟ କୃମିନାଶକ ଦିବସ ପାଳିତ: ଜିଲ୍ଲାକୁ କୃମି ମୁକ୍ତ କରିବାକୁ ଆହ୍ୱାନ

ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ଜିଲ୍ଲାରେ ଆଜି ୧୦ ଫେବୃୟାରୀ ୨୦୨୫ ତାରିଖ ଜାତୀୟ କୃମିନାଶକ ଦିବସ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଦ୍ୱାରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିପଡ଼ା ଠାରେ ଜିଲ୍ଲା ମୁଖ୍ୟ…

ନବରଙ୍ଗପୁର ଜିଲ୍ଲାରେ ଜାତୀୟ କୃମି ନାଶକ ଦିବସ -୨୦୨୫ ( ଫେବୃଆରୀ ରାଉଣ୍ଡ)ପାଳନ

ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ,ତା ୧୦.୨.୨୦୨୫: ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ -୨୦୨୫( ଫେବୃଆରୀ ରାଉଣ୍ଡ) ର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସନ୍ତୋଷ କୁମାର…

ଉତ୍କଳ ପବ୍ଲିକ ସ୍କୁଲର ତ୍ରୟୋଦଶ ବାର୍ଷିକୋତ୍ସବ ପାଳିତ

ଖଇରା, (ବୁଲୁ ଲେଙ୍କା)- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଗୁଳିହା ସ୍ଥିତ ଉତ୍କଳ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସୁଦର୍ଶନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ପ୍ରଶାନ୍ତ କୁମାର ବେହେରା, ମୁଖ୍ୟ ଅତିଥି ଶ୍ୟାମସୁନ୍ଦର ବିନ୍ଧାଣୀ (ଅବସର ପ୍ରାପ୍ତ…

ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ୨୦୨୫ ଉଦଯାପିତ, ଇରାମହାନ୍ତିଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଓଡ଼ଗାଁ, ୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପୀଠ ଓଡ଼ଗାଁରେ ବିରାଜିତ ଶ୍ରୀରଘୁନାଥ ଜିଉଙ୍କ ଆସ୍ଥାନ । ଓଡ଼ଗାଁର ପଶ୍ଚିମରେ ପଞ୍ଚୁପାଣ୍ଡବ ପାହାଡ଼ ଦକ୍ଷିଣରେ ଗୟଳସିଂ ସଂରକ୍ଷିତ ଜଙ୍ଗଲ, ବୁଢ଼ାବୁଢିଆଣୀ ଜଳ ଭଣ୍ଡାର, ବରକନ୍ୟା ଝରଣା ଏବଂ ଭାଲୁ ମୁଣ୍ଡିଆ…

ଅଟୋ ସହ ଧାନ ଟ୍ରାକ୍ଟର ମୁହାଁମୁହିଁ ଧକ୍କା : ଜଣେ ମୃତ,୬ ଗୁରୁତର।

ସୁନ୍ଦରଗଡ଼: କିଞ୍ଜିରକେଲା ଥାନା ଅନ୍ତର୍ଗତ ବନ୍ଧବାହାଲ୍ ପଞ୍ଚାୟତ ବରଢିପା ଛକ ନିକଟରେ ଆଜି ୭.୪୦ ରାତିରେ ଅଟୋ ଏବଂ ଧାନ ବୋଝେଇ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ କିଞ୍ଜିରକେଲା ଥାନା ଅଧୀନର…

ଗଜପତିରେ କିଶୋର ନ୍ୟାୟ ପୋଲିସ୍ ୟୁନିଟ୍ ଦାୟିତ୍ବ ଓ ଭୂମିକା ଉପରେ ଏକ ଦିନିକିଆ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ ଏସ୍ ଡି ପି ଓ ଶ୍ରୀଯୁକ୍ତ ମାଧବାନନ୍ଦ ନାୟକଙ୍କ ଉପସ୍ଥିତିରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ପାରଳାଖେମୁଣ୍ଡି ଠାରେ କିଶୋର ନ୍ୟାୟରେ ପୋଲିସ୍ ର ଭୂମିକା…

“ଓଡ଼ିଶା ଖାଦ୍ୟ ଓ ହସ୍ତଶିଳ୍ପ ମେଳା” ରେ ଗୁରୁ ରଘୁନାଥ ପାତ୍ର ସମ୍ବର୍ଦ୍ଧିତ

https://youtu.be/n2jXY5_PPLs  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଫେବୃୟାରୀ ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦ ର ଶିଳ୍ପାରମାମ ଠାରେ ଅନୁଷ୍ଠିତ "ଓଡ଼ିଶା ଖାଦ୍ୟ ଓ ହସ୍ତଶିଳ୍ପ ମେଳା" ରେ ଓଡିଶୀ ସଂଗୀତ ର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ…