Sign in
Sign in
Recover your password.
A password will be e-mailed to you.
ବାଣପୁର ନୀଳାଦ୍ରିସ୍ଥିତ ଲିଟିଲ ଫ୍ଲାୱାର ସ୍କୁଲର ବାର୍ଷିକ ଉତ୍ସବ
ବାଣପୁର:(ସେକ କୌସର):ବାଣପୁର ବ୍ଲକ ନୀଳାଦ୍ରି ପଞ୍ଚାୟତରେ ଅବସ୍ଥିତ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ନୀଳାଦ୍ରିସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସ୍କୁଲର ପ୍ରତିଷ୍ଠାତା ତଥା ପରିଚାଳକ ପ୍ରଭାତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି…
ଘର ହିଁ ବିଦ୍ୟାଳୟ ୧ମ ପର୍ଯ୍ୟାୟ ଅନୁଷ୍ଠିତ
ପଦ୍ମପୁର :- ତା-୮/୦୨ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିଶୁ ବାଟିକା ବିଭାଗ ର ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ୧ମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ବଳନ ପୂର୍ବକ ଶିଶୁ ଶିକ୍ଷା ର ଭାରତୀୟ ଓ ପାଶ୍ଚାତ୍ୟ…
ଯୈ।ତୁକ ଯୁଇ ରେ ଆରତୀ କୋଚିଆରୀ ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁଶିବରାମ ଜେନା): ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ଗୁରୁଣ୍ଠିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖବର ନେବାରୁ ଜଣାପଡିଛି ଯେ, ଆରତୀ କୋଚିଆରୀ, ଗତ ୨୦୧୯ ମସିହାରେ ଭାଗ୍ୟଧର ସାହୁ ପିତା -ନଵିନ ସାହୁ ଙ୍କୁ ନୂତନ ଗୁରୁଣ୍ଠିରେ ସାମାଜିକ ରିତୀ ରେ ଵିଵାହ ଵନ୍ଧନ ରେ…
ଗୋପବନ୍ଧୁ ଏକାଡେମୀରେ ନବ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ନିଯୁକ୍ତି ପ୍ରବେଶ ପ୍ରଶିକ୍ଷଣର…
ଅନ୍ତର୍ଭୁକ୍ତିକରଣ, ନାଗରିକଙ୍କ ପ୍ରତି ସମ୍ବେଦନଶୀଳତା ଏବଂ ସୁଶାସନ ସଂପର୍କିତ ପ୍ରଶିକ୍ଷଣକୁ ଗୁରୁତ୍ୱ
ଭୁବନେଶ୍ୱର: ତା-୦୯.୦୨.୨୦୨୫:ନବ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା (ପ୍ରତ୍ୟକ୍ଷ ନିଯୁକ୍ତି-୨୦୨୨) ଓ ପଦୋନ୍ନତି ନିଯୁକ୍ତି (୨୦୨୦-୨୪) ବ୍ୟାଚ୍ ପାଇଁ ସେବା ନିଯୁକ୍ତି ପ୍ରବେଶ…
ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ନାୟକାନଦିହ ପଞ୍ଚାୟତ ରେ ନାୟକାନଦିହ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟ କର୍ମ ରେ ଅତିଥି ଭାବେ ଶିକ୍ଷାବିତ୍ ରତ୍ନାକର ମଲ୍ଲିକ, ଅତିରିକ୍ତ…
ମା ଜାହାଜ ମଙ୍ଗଳା ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ।
ବାସୁଦେବପୁର -ଭଦ୍ରକ ଜିଲ୍ଳା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡା ଠାରେ ମା ଜାହାଜ ମଙ୍ଗଳା ୟୁଥ୍ କ୍ଲବ୍ ପକ୍ଷରୁ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ଆଠ ଟି ଟିମ୍ ଭାଗ ନେଇଥିବା ବେଳେ ଶେଷ ତଥା ଅନ୍ତିମ ମ୍ୟାଚ୍ କରଣ ପଲ୍ଲୀ ଓ…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର:
ନବରଙ୍ଗପୁର, ୦୯/୦୨/୨୦୨୫:, ଅଶୋକ ସାହୁ, ଶାସକ ପ୍ରଶାସକ,-୦୭-୦୨-୨୦୨୫ ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ “ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଏବଂ ଏହାର ପ୍ରତିରୋଧ, ନିଷେଧ ଓ ନିରାକରଣ ଆଇନ-୨୦୧୩”, ଓ ମାନସିକ…
ଓଡ଼ଗାଁ ମହୋତ୍ସବ ଓ ପଲ୍ମୀଶ୍ରୀ ମେଳା ୨୦୨୫, ତୃତୀୟ ସନ୍ଧ୍ୟାରେ ମନ ଜିଣୀଲା ମହାବିଦ୍ୟାଳୟସ୍ତରୀୟ ନୃତ୍ୟ ସଙ୍ଗୀତ
ଓଡଗାଁ,୮।୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୫ ଶନିବାର ତୃତୀୟ ସନ୍ଧ୍ୟାରେ ମନ ଜିଣିନେଲା ମହାବିଦ୍ୟାଳୟ ଓ ସ୍ଥାନୀୟ ନୃତ୍ୟ ଅନୁଷ୍ଠାନର ନୃତ୍ୟ ସଙ୍ଗୀତ । ବିଶେଷ କରି ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ନୃତ୍ୟାଭିନୟ ଦର୍ଶକଙ୍କ ବେଶ୍ ଆଦୃତ ହୋଇଥିଲା…
କଇଁପୁର ଗ୍ରାମ ପଞ୍ଚାୟତ ଠାରେ ମା ଶାରଳା ମହାସଂଘରେ ଭିଜନ ସ୍ଵପ୍ନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ୩ ଫେବୃୟାରୀ ଠାରୁ ୭ ଫେବୃୟାରୀ ୨୦୨୫ , ୫ଦିନ ଧରି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମା ଶାରଳା ମଡେଲ ଜି.ପି.ଏଲ୍. ଏଫ୍ କଇଁପୁର , ଏକ ଦୁରଦୃଷ୍ଟି (ସ୍ୱପ୍ନ) ତାଲିମରେ ମୁଖ୍ୟ ଉଦ୍ଦେଶ୍ୟ ଆସନ୍ତା ୫ବର୍ଷରେ…
ପୁତ୍ର ବିବାହରେ ଗୌତମ ଆଦାନୀ ସେବା ପାଇଁ ଜଣାଇଲେ ପ୍ରତିବଦ୍ଧତା
ସାମାଜିକ କଲ୍ୟାଣ ଉଦ୍ଦେଶ୍ୟରେ ୧୦,୦୦୦ କୋଟି ଟଙ୍କା ଦାନ କରି ଉଦାହରଣ ସୃଷ୍ଟି କଲେ
ଭୁବନେଶ୍ୱର/ଅହମଦାବାଦ, ୭ ଫେବ୍ରୁଆରୀ ୨୦୨୫: ଗତ ମାସ ମହା କୁମ୍ଭ ମେଳାକୁ ଯାଇଥିବା ସମୟରେ ଗୌତମ ଆଦାନୀ କହିଥିଲେ ଯେ ତାଙ୍କ ପୁତ୍ରର ବିବାହ ଏକ ‘ସରଳ ଏବଂ ପାରମ୍ପାରିକ ଢଙ୍ଗରେ’ ଆୟୋଜିତ ହେବ । ତାଙ୍କ…