ବୀରମହାରାଜପୁର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି l ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଓ…

ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ପହଞ୍ଚାଇବା ଆମର ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର (୧୦/୨): ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବା। ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି। ଏହି ବ୍ଲକ ସ୍ତରୀୟ ଷ୍ଟାଡିୟମ ପ୍ରାୟ ୮ ରୁ ୧୦ ଏକର ସ୍ଥାନରେ ନିର୍ମାଣ କରାଯିବ। ତୃଣମୂଳ ସ୍ତରରେ…

ଟିଟିଲାଗଡରେ ଶିରିଡ଼ି ସାଇବାବାଙ୍କ ମନ୍ଦିର ଓ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ଵାରା…

ଛୋଟ ପିଲାଙ୍କୁ ଶିକ୍ଷା, ସଂସ୍କାର ଓ  ସଂସ୍କୃତିରେ ସମୃଦ୍ଧ ସମ୍ପନ୍ନ କରିବା ପାଇଁ ମନ୍ଦିରର ବିଶେଷ ଭୂମିକା ରହିଛି : ଗୁରୁଜୀ ଟିଟିଲାଗଡ : ଟିଟିଲାଗଡ ସହରର କେନ୍ଦ୍ରସ୍ଥଳ ମୁଡ଼ାବନ୍ଧ ଠାରେ ଶ୍ରୀ ଶ୍ରୀ ଶିରିଡ଼ି ସାଇବାବାଙ୍କ ମନ୍ଦିର ଏବଂ ଶ୍ରୀଗୁରୁ ଭାଗବତ ଟୁଙ୍ଗୀର ପ୍ରତିଷ୍ଠା ଉତ୍ସବ…

ବାଲିପାଟଣା ବ୍ଲକ ଭାକର ସାହି ଗ୍ରାମ ପଞ୍ଚାୟତ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର…

 ଭୁବନେଶ୍ୱର ତା. 10.02.2025ରିଖ: ଜନ ସାଧାରଣଙ୍କୁ ହାତ ପାଆନ୍ତାରେ ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଓ ସମସ୍ୟା ଗୁଡ଼ିକୁ ସମାଧାନ କରି ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଓ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ତରରୁ, ଜିଲ୍ଲା,ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଜନ ଅଭିଯୋଗ ଶୁଣାଣି…

ବିକଶିତ ଓଡ଼ିଶା@୨୦୩୬ ପାଇଁ ସହରାଞ୍ଚଳ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା

ଭୁବନେଶ୍ୱର, ତାରିଖ ୧୦ ଫେବୃଆରୀ ୨୦୨୫: " ବିକଶିତ ଓଡ଼ିଶା@୨୦୩୬" ଦୃଷ୍ଟିକୋଣ ଅନୁଯାୟୀ ସ୍ମାର୍ଟ ଏବଂ ସ୍ଥାୟୀ ସହର ବିକାଶ ପାଇଁ ଓଡ଼ିଶା ସରକାର ତାଙ୍କର ପ୍ରତିବଦ୍ଧତାରେ ଅଟଳ। ଏହି ଉଦ୍ଦେଶ୍ୟ ସହିତ ସମନ୍ୱୟ ରଖି,ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଆଜି ୨୧ତମ…

୧୦ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ମହିମା ସମାଜର ଦୀର୍ଘ ଦିନର ଦାବି ପୂରଣ ହୋଇଛି…

ମହିମାଗାଦିରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ନେଇ ଭିଡ଼ିଓ ବାର୍ତ୍ତା • ମୋଦୀ ସରକାରଙ୍କ ‘ଜଳ ଜୀବନ ମିଶନ’ରେ ମହିମାଗାଦିରେ ଦୈନିକ ୩୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ• ଦିନକୁ ୧୦ ଲକ୍ଷ ଲିଟର ପାଣି ଷ୍ଟୋରେଜ୍ ହେବ, ସାନ ମଠ, ବଡ ମଠ, ଯାତ୍ରା ପଡ଼ିଆ…

ଦେଶୀ ଜଳବାୟୁରେ ବିଦେଶୀ ଫଳ : ମନ ମୋହୁଛି ଲାଲ ଟହ ଟହ ଷ୍ଟ୍ରବେରୀ

ରାୟଗଡ: ରାୟଗଡ: ଦେଶୀ ଜଳବାୟୁରେ ବିଦେଶୀ ଫଳ l କ୍ଷେତରେ ମନ ମୋହୁଛି ଲାଲ ଟହ ଟହ ଷ୍ଟ୍ରବେରୀ l ନିଜର ପାରମ୍ପରିକ ଚାଷ ଛାଡି ଷ୍ଟ୍ରବେରୀ ଚାଷ କରିବାକୁ ମନ ବଳାଇଛନ୍ତି ରାୟଗଡ ଜିଲ୍ଲାର ଚାଷି । ଦିନ ଥିଲା ରାୟଗଡ ଜିଲ୍ଲାର ଚାଷୀ ମାନେ ନିଜର ପାରମ୍ପରିକ ଚାଷ ଧାନ, କପା ସହ ପରିବା ଚାଷ କରି…

ତାରା ତାରିଣୀର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍

• ଯାତ୍ରୀଙ୍କ ପାଇଁ ଗୁଣାତ୍ମକ ବିଜୁଳି ସେବା • ସୁରକ୍ଷିତ ଭରସାଯୋଗ୍ୟ ବିଜୁଳି ଯୋଗାଣ ଉପରେ ଗୁରୁତ୍ବ • ୭୮ ଟି ନୂଆ ବିଦ୍ୟୁତ ଖୁଣ୍ଟ ଏବଂ ୮,୧୯୦ ମିଟର ଇନସୁଲେଟେଡ୍ କଣ୍ଡକ୍ଟର ସ୍ଥାପନ • ପ୍ରକଳ୍ପ ମୂଲ୍ୟ ୭୭ ଲକ୍ଷ ଟଙ୍କାରୁ ଅଧିକ ବ୍ରହ୍ମପୁର, ଫେବୃଆରୀ: ଟିପି…

ଉପରାଷ୍ଟ୍ରପତିଙ୍କ ଦ୍ୱାରା ଗୋପିଚନ୍ଦ ହିନ୍ଦୁଜାଙ୍କ ପୁସ୍ତକ “ଆଇ ଆମ୍‌?’ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଏନକ୍ଲେଭରେ ଏକ ସୁନ୍ଦର କାର୍ଯ୍ୟକ୍ରମରେ ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ଏବଂ ପ୍ରସିଦ୍ଧ ବ୍ୟବସାୟୀ ଶ୍ରୀ ଗୋପିଚନ୍ଦ ପି. ହିନ୍ଦୁଜାଙ୍କ ସଂକଳିତ ପୁସ୍ତକ "ଆଇ ଆମ୍‌?’କୁ ଉନ୍ମୋଚନ କରିଛନ୍ତି । ଏହି…

୧୫ତମ ରାଜ୍ୟସ୍ତରୀୟ ‘ଉତ୍ତାଲଗଡ଼ ନାଟ୍ ଉଚ୍ଛବ୍’ ଉଦ୍‌ଯାପିତ

‘ଭାଷା-ସାହିତ୍ୟ ଆନ୍ଦୋଳନକୁ ସମୃଦ୍ଧ କରୁଛି ସମ୍ବଲପୁରୀ ନାଟକ’ ବିଜେପୁର, ସୁଶାନ୍ତ ସାହୁ ନାଟକ ଜୀବନର ସବୁଠାରୁ ଅଧିକ ନିକଟତର ଅଟେ । ଏହା ଯେତେବେଳେ ନିଜ ମାଟିର ଭାଷାରେ ପ୍ରଦର୍ଶିତ ହେଉଛି ଆହୁରି ଆବେଗ ସୃଷ୍ଟି କରୁଛି ପଳରେ ସମ୍ବଲପୁରୀ / କୋଶଲି ଭାଷା ସାହିତ୍ୟ ଆନ୍ଦୋଳନକୁ ନାଟକ ଆହୁରି…