ଦ୍ବିତୀୟ ଶ୍ରୀକ୍ଷେତ୍ର ଦେଉଳୀ ଠାରେ ଝୁଳଣ ଯାତ୍ରା

0

ପଦ୍ମପୁର/ନୀଳ  ଦୀପ  -ଦ୍ବିତୀୟ ଶ୍ରୀକ୍ଷେତ୍ର ଦେଉଳୀ ଠାରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବିଗତ ୭ଦିନ ଧରି ଚାଲିଥିବା ଏହି ଯାତ୍ରାରେ କାଞ୍ଚି ଅଭିଯାନ ନାମକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା। ଲଲିତା ଘର ଭାବରେ ଶାନ୍ତି ନଗରକୁ ଏବଂ ହନୁମାନପଡାକୁ ମାଣିକ ପାଟଣା କରାଯାଇଥିଲା ।ମାଣିକ ପାଟଣାରେ କୄଷ୍ଣ ଓ ବଳରାମଙ୍କ ଦହିଖିଆ ଉତ୍ସବ ପାଳିତ ହୋଇଥିଲା ।ପଦ୍ମପୁର ରୁ କାଞ୍ଚି ଅଭିଯାନ ଆରମ୍ଭ ହୋଇ ଦେଉଳୀରେ ପହଞ୍ଚି ଥିଲା ।ଏହି  ଅଭିଯାନ ତଥା ଝୁଳଣ ଯାତ୍ରାରେ ବହୁ ସଙ୍ଖାରେ ଭକ୍ତ ମାନଙ୍କର ସମାଗମ ହୋଇଥିଲା 

 

 

Leave A Reply

Your email address will not be published.