ଭାଙ୍ଗମୁଣ୍ଡା ସ୍କୁଲରେ ମୋ ସ୍କୁଲ ଅଭିଯାନ ।

0 1

19-06-18-gaisilet.jpg - 61.32 kBଗାଇସିଲେଟ୍/ ନୀଳ ଦୀପ – ଭାଙ୍ଗମୁଣ୍ଡା ଛକ ଶାନ୍ତିମୈତ୍ରୀ ଉଚ୍ଚ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ରୁକ୍ମଣ ଦିଗସିରୀ ଙ୍କ ଅଧ୍ୟକ୍ଷତାରେ ମୋ ସ୍କୂଲ ଅଭିୟାନ ଅନୁଷ୍ଟିତ ହୋଇ ଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ  ବ୍ଲକ ଚେୟାରମେନ୍ ପ୍ରଣୟ ସାହୁ,  ସରପଞ୍ଚ ଜସୋବନ୍ତୀ ସାହୁ ସମିତୀ ସଭ୍ୟ କାଜଲ କିରଣ ଠାକୁର, ଡାଙ୍ଗବାହାଲ ସରପଞ୍ଚ ପ୍ରଦୀପ ସାହୁ ରତନ ସେଠ୍,  ରବି ଠାକୁର,ସକଳ ପାତ୍ର  ଓ ସମସ୍ତ ପୁରାତନ ଛାତ୍ର ଉପସ୍ଥିତ ଥିଲେ ପ୍ରଧାନ ଶିକ୍ଷ୍ଯକ ୨୦୧୮ ବର୍ଷ ୧୦୦ ରୁ ୧୦୦% ରିଜ଼ଲ୍ଟ ରଖିଥିବାରୁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ସାବାସ୍   ଜଣାଇଥିଲେ ଏବଂ ସ୍ତାନିୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଦେଖା ଦେଇ ଥିଲା ଶେଷରେ ତରିଆ ସାର୍ ଧନ୍ୟବାଦ ଅର୍ପଣ  କରିଥିଲେ |

Leave A Reply

Your email address will not be published.