ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ଦ୍ୱାରା ପରୀକ୍ଷା ପରିଚାଳନା ପାଇଁ ଗୃହ ମନ୍ତ୍ରଣାଳୟର ଅନୁମତି

0

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ଗୃହ ମନ୍ତ୍ରଣାଳୟ  ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡିକୁ ପରୀକ୍ଷା ପରିଚାଳନା ପାଇଁ ଅନୁମତି ଦେଇଛନ୍ତି । କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଲେଖିଥିବା ଚିଠିରେ  ଚୁଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷାଗୁଡ଼ିକ ବାଧ୍ୟତାମୂଳକ ଭାବରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ପରୀକ୍ଷା ଏବଂ ଶିକ୍ଷା ବର୍ଷ ଉପରେ ୟୁଜିସି ମାର୍ଗଦର୍ଶିକା ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଏସଓପି ଅନୁଯାୟୀ କରିବାକୁ ହେବ ବୋଲି କହିଛନ୍ତି ଗୃହ ମନ୍ତ୍ରଣାଳୟ | 

 

Leave A Reply

Your email address will not be published.