କଣ୍ଟେନମେଣ୍ଟ ଜୋନରେ ଘଟିଥିବା ଲଙ୍କା କାଣ୍ଡ  : ୩୧ ଗିରଫ 

0

ରାଉରକେଲା(ହୋରାଚାନ୍ଦ ଦେଉରିଆ)  : ରାଉରକେଲା ରେ ଗତ 26 ତାରିଖ କଣ୍ଟେନମେଣ୍ଟ ଜୋନରେ ଘଟିଥିବା ଲଙ୍କା କାଣ୍ଡ ଘଟଣାରେ 31 ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି କଣ୍ଟେନମେଣ୍ଟ ଯୋନ ଅଞ୍ଚଳର। 26 ତାରିଖ ଦିନ କଣ୍ଟେନମେଣ୍ଟ ଯୋନ ଉଠେଇବା ଦାବି ନେଇ ପୋଲିସ , ଗଣମାଧ୍ୟମ ତଥା ସାଧାରଣ ଲୋକଙ୍କୁ ଅତି ଅମାନୁଷିକ ଭାବେ ଆକ୍ରମଣ କରିବା ସହ ପଥର ମାଡ଼ କରିଥିଲେ। ପଥର ମାଡ଼ ରେ ଆହତ ହୋଇଥିଲେ ପୋଲିସ କର୍ମୀ ।

 

Leave A Reply

Your email address will not be published.