Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ/ବିଜ୍ଞାନ
ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ୍ ଶିବର
ପାରାଦୀପରୁ ଉପେନ୍ଦ୍ର ଗୁରୁ : ଗତ ୬ତାରିଖ ଠାରୁ ଆରମ୍ଭ ହୋଇ ୧୨ଦିନ ଧରି ଚାଲିଥିବା ପାରାଦୀପ ମହାବିଦ୍ୟାଳୟର ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କର ଆତ୍ମରକ୍ଷା କୌଶଳ ତାଲିମ ଶିବିରଉଦଯାପିତ ହୋଇଯାଇଅଛି । ଆଜିର ଏହି ଉଦ୍ୟାପନୀ ଉତ୍ସବ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦିପ…
୧୧ କିମି ଫୁଙ୍ଗୁଳା ରାଜପଥରେ ଗ୍ରୀନୱାର୍ଲଡ-ଖୀମଜି ଫାଉଂଡେସନ ଭରିଦେବ ସବୁଜିମା
ଅ।ରମ୍ଭ ହେଲା ଏନଏଚ ଡିଭାଇଡରରେ ବୃକ୍ଷରେ।ପଣ,ଲାଗିବ ସାଢେ ତିନିହଜାର ଗଛ
ଭୁବନେଶ୍ୱର/SAROJ : ଗଛ ଲଗାଇବା, ଗଛ ବଂଚାଇବା ମିଶନ ନେଇ ଭୁବନେଶ୍ୱର ଓ ଏହାର ଅ।ଖପାଖ ଅ।ଖପାଖ ଅଞ୍ଚଳରେ ସୁବଜିମା ଭରିଦେବା ପାଇଁ ବ୍ୟାପକ ବୃକ୍ଷରେ।ପଣ କାର୍ଯ୍ୟକ୍ରମ ଜାରି ରଖିଥିବା ଗ୍ରୀନ୍ ୱାର୍ଲଡ …
ପିଲାମାନଙ୍କ ସୃଜନଶୀଳତା ଓ ନୈତିକତା ବିକାଶ ପାଇଁ କାମ କରୁଛି ଆଇଏମସିଟି
ଆଇଏମସିଟି, ଓଡିଶା ଦ୍ୱାରା ଅନୁଷ୍ଠିତ ଚୁଡାନ୍ତ ପ୍ରତିଯୋଗୀତା ସମାହୀତ
ଭୁବନେଶ୍ୱର : ମାସାଧିକ କାଳରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରାଛାତ୍ରୀଙ୍କ ମଧ୍ୟରେ ‘ଇନିସିଏଟିଭ୍ ଫର୍ ମୋରାଲ୍ ଏଣ୍ଡ୍ କଲଚରାଲ୍ ଟ୍ରେନିଂ ଫାଉଣ୍ଡେସନ୍, ଓଡିଶା’ ଆନୁକୁଲ୍ୟରେ ଚାଲିଆସୁଥିବା ବିଭିନ୍ନ…
କୁନୀ ବୈଜ୍ଞାନିକମାନଙ୍କ ଭିତରେ ଦେଶ, ଜାତିକୁ ଗୌରବାନ୍ନିତ କରିବାର ଦକ୍ଷତା ରହିଛି
ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ
ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲାର ମୋରଡ଼ା ବ୍ଲକ ଅଧୀନରେ ଥିବା ସୁରେଇଡ଼ିହି ଶ୍ରୀରାମଜୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲା ଶିକ୍ଷାଧିକାରୀ ଫୁଲମଣି ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ…
ଏପ୍ରିଲ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ବଳାଙ୍ଗି ମହୋତ୍ସବ
ବଳାଙ୍ଗୀ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଓ ବନ୍ଧୁ ମିଳନ
ସାଂସ୍କୃତିକ ଜାଗରଣ ଯାତ୍ରା ମାର୍ଚ୍ଚ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ
ମହୋତ୍ସବ ସ୍ଥଳକୁ ସ୍ଥାୟୀ ରାସ୍ତା ନିର୍ମାଣ ହେଉ ନଥିବାରୁ ଅସନ୍ତୋଷ
ବାରିପଦା(ଦିଲ୍ଲୀପ ମହାନ୍ତି ) - ମୟୂରଭଞ୍ଜ ଜିଲ୍ଲାର ଅବଲୁପ୍ତ ପ୍ରାୟ…
ରାଉରକେଲା ଟାଇମସ ଦ୍ଵାରା ଫୋଟୋଗ୍ରାଫୀ ଓ ଚିତ୍ରକଳା ପ୍ରଦର୍ଶନୀ
ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲାର ଏକ ସୁନାମଧନ୍ୟ ସାମାଜିକ ଅନୁଷ୍ଠାନ ‘ରାଉରକେଲା ଟାଇମ ସ’ ଦ୍ଵାରା ଭଞ୍ଜ ଭବନ ଠାରେ ଆୟୋଜିତ ଏକ ଫୋଟୋଗ୍ରାଫୀ ଓ ଏକ ଚିତ୍ରକଳା ପ୍ରଦର୍ଶନୀ କୁ ନଭେମ୍ବର ୨୬ ତାରିଖ ପୂର୍ବାହ୍ନ ରେ ରାଉରକେଲା ଇସ୍ପାତ କାରଖାନାର କାର୍ମିକ ଓ ପ୍ରଶାସନ ବିଭାଗ ର…
`କେନ୍ଦ୍ରାପଡାରେ କର୍କଟ ରୋଗ ନିରୁପଣ ଶିବିର`୧୯ ରେ
କେନ୍ଦ୍ରାପଡାରୁ ପ୍ରଫୁଲ୍ଲ ମଲ୍ଲ :ମୁମ୍ବାଇସ୍ଥିତ ଜଗନ୍ନାଥ କ୍ୟାନ୍ସର ଏଡ୍ ଫାଉନ୍ଡେସନ୍-ଜାକଫ୍ଙ୍କ ସୌଜନ୍ୟରେ ଆସନ୍ତା ୧୯.୧୧.୨୦୧୭ ତାରିଖ ରବିବାର ଦିନ କେନ୍ଦ୍ରାପଡା ମ୍ୟୁନିସିପାଲ୍ଟି ଟାଉନ ହଲଠାରେ ଏକ କର୍କଟ ରୋଗ ନିରୁପଣ ଶିବିର ଅନୁଷ୍ଠିତ ହେବ | ସକାଳ 9ଟାଠାରୁ ଦିନ 3ଟା…
ଅନ୍ଧାରରେ ଜୀବନ ବିତାଉଛନ୍ତି ବି.ପି.ଏଲ୍. ପରିବାର
କେବେ ପଡିବ ପ୍ରଶାସନର ନଜର
ଯାଜପୁରରୁ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ : କୋରେଇ ବ୍ଲକ୍ ଅନ୍ତର୍ଗତ ଆଲିଆ ଗ୍ରାମରେ ମୟୁରଭଞ୍ଜ ଅଂଚଳରୁ ୯୦ବର୍ଷରୁ ଅଧିକ ହେବ ଆଦିବାସୀ ମୁଣ୍ଡା ଶ୍ରେଣୀର ଲୋକମାନେ କାମ ଅନ୍ୱେଷଣରେ ଚାଲିଆସିଥିଲେ ସୁଦୁର ଯାଜପୁରକୁ । ଏହି ସାହିର ୨୫ଟି ପରିବାର ୮୦ରୁ…
ସରକାରଙ୍କ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଂଚିତ ଆଦିବାସୀ ପରିବାର
ବିନା ପ୍ରମାଣପତ୍ରରେ ବଂଚିବା କଷ୍ଟ ହୋଇଛି
ଯାଜପୁରରୁ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ : କୋରେଇ ବ୍ଲକ୍ ଅନ୍ତର୍ଗତ ଅମୃତିଆ ପଂଚାୟତର ଦୈଦାସ ପାଟଣା ନେଉରା ସାହିରେ ଆଜକୁ ୩୦ବର୍ଷ ହେଲା ବିଧବା ମାଳତୀ ହାଁସଦାଙ୍କ ପୁଅ ବାଦଲ ହାଁସଦା ବସବାସ କରୁଛନ୍ତି । ବାଦଲ ହାଁସଦାଙ୍କୁ ବୟସ…
ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ
ବିଜ୍ଞାନ ସାହିତ୍ୟ ପରିଷଦର ୪୧ତମ ବାର୍ଷିକୋତ୍ସବ
ବଲାଙ୍ଗିରରୁ ନିରୋଜ ମିଶ୍ର - ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ସାହିତ୍ୟ ପରିଷଦର ୪୧ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ୧୩ଟି ବିଦ୍ୟାଳୟରୁ ୩୦ ଜଣ କୁନି ବିଜ୍ଞାନୀଙ୍କ ଦ୍ୱାରା…