Sign in
Sign in
Recover your password.
A password will be e-mailed to you.
Browsing Category
କଳା ସାହିତ୍ୟ ସଂସ୍କୃତି
ୟୁନାଇଟେଡ଼ ଆରବ ଏମିରେଟସ ରେ ନୂଆଖାଇ ଭେଟଘାଟ
ଦୁବାଇରୁ ଫିରୋଜ କୁମାର ମେହେର/ ବରଗଡ଼ରୁ ଗୌରାଙ୍ଗ ଦାଶ
ପ୍ରବାସରେ ରହିଲେ ବି ଭୁଲି ନାହାନ୍ତି ନିଜ ସଂସ୍କୃତି , ଦୁରେଇ ପାରିନାହାନ୍ତି ନିଜ ମାଟିର ଆକର୍ଷଣକୁ | ତାର ମାଟି ପାଣି ପବନର ଆତ୍ମୀୟତାକୁ | ସତେ ଯେମିତି ସେମାନେ ବର୍ଷ ତମାମ ଅପେକ୍ଷା କରିଥାନ୍ତି କେବେ ଆସିବା ଏଇ…
ବିଶ୍ବହିନ୍ଦୁ ପରିଷଦ ପୂର୍ବ ଓଡ଼ିଶାର ବଜରଙ୍ଗ ଦଳର କାର୍ଯ୍ୟକର୍ତାଙ୍କୁ ନେଇ ୨ ଦିନିଆ ବର୍ଗ
ଜୟଶଙ୍କର ଦାଶ : ବିଶ୍ବହିନ୍ଦୁ ପରିଷଦ ର ଆନୁଷ୍ଠାନିକ ବ୍ୟବସ୍ଥା ରେ କଟକ ବିଶ୍ବହିନ୍ଦୁ ପରିଷଦ କାର୍ଯ୍ୟାଳୟରେ ପୂର୍ବ ଓଡ଼ିଶାର ସମସ୍ତ ଜିଲ୍ଲାର ମୁଖ୍ୟ ମୁଖ୍ୟ ବଜରଙ୍ଗ ଦଳର କାର୍ଯ୍ୟକର୍ତାଙ୍କୁ ନେଇ ୨ ଦିନିଆ ବର୍ଗ ହୋଇଯାଇ ଅଛି । ଏହି ବର୍ଗ ରେ ବଜରଙ୍ଗ ଦଳର କେନ୍ଦ୍ରୀୟ ସଂଯୋଜକ ମାନନୀୟ…
“ସମାଜରେ ସୌହାର୍ଦ୍ୟ ବଜାୟ ରଖିଛି ନୁଆଁଖାଇ ଭେଟଘାଟ”
ବରଗଡ/ ଗାଇସିଲେଟ : ପଲ୍ଲିଶ୍ରୀ ଯୁବକ ସଂଘ ବୁରୋମୁଣ୍ଡା ଦ୍ୱାରା ନୁଆଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି । ପ୍ରଥମେ କ୍ଲବର ସଦସ୍ୟ ତଥା ଅତିଥିମାନେ ମାଁ ସମଲେଇ ଠାରେ ଦୀପ ପ୍ରଜ୍ଜଳନ କରି ପୂଜା କରିଥିଲେ । ଉତ୍ସବରେ ହାସ୍ୟକବି ସଚିଦାନନ୍ଦ ପଣ୍ଡା, ଦେବେନ୍ଦ୍ର ସାହୁ, ନିତୀଶ ଆଚାର୍ଯ୍ୟ, ରଂଜିତ…
ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍
ସୋହେଲା ନିକଟସ୍ଥ ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍-୨୦୧୮ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟଅତିଥି ଭାବରେ ଲଲିତକୁମାର ସାହୁ,ସମ୍ମାନୀତ ଅତିଥି ଭାବରେ ଡିଲେଶ୍ୱର ସାହୁ,ମଧୂସୁଦନ ମେହେର ତଥା ମୂଖ୍ୟ…
ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଣେଶ ପୂଜାର ପାଳନ
ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡ ରାଣୀଗୁଡା ସ୍ଥିତ ପୁରୁଣା ଆଇ ଟି ଆଇ ସାହିରେ ଛୋଟ ଛୋଟ ପିଲା ମାନେ ଗଣେଶ ପୂଜାର ଆୟୋଜନ କରିଛନ୍ତି। ଏହି ପୂଜାରେ ସାହିର କେ. ଛାୟାଶ୍ରୀ, ଏ. ହୀତେଷ୍, ଲଳିତ ସାହୁ, ଅମୃତା ସାହୁ, ଏ. ପୁଜିତା, ରୂପାଲୀ ଜେନା, ରୋହିତ ଜେନା, ନିକି, ଜ୍ୟୋତି, ବାବୁ,…
‘ତୀବ୍ର ଦେଶଭକ୍ତିର ପ୍ରତୀକ ବାଘାଯତୀନଙ୍କୁ ଉଚିତ ମୂଲ୍ୟାଙ୍କନ କରାଯାଇ ନାହିଁ’: ରବୀନ୍ଦ୍ର
ବାଲେଶ୍ୱରରେ ଶହୀଦ ବାଘାଯତୀନଙ୍କ ବଳିଦାନ ସ୍ମୃତି ସମାରୋହ
ବାଲେଶ୍ୱର,୧୦ା୯(): ବାଘାଯତୀନ ଉନ୍ନୟନ କମିଟି ପକ୍ଷରୁ ବିପ୍ଳବୀ ବୀର ଶହୀଦ ବାଘାଯତୀନଙ୍କ ୧୦୩ ତମ ବଳିଦାନ ସ୍ମୃତି ସମାରୋହ ସହରର ବାରବାଟୀ ଉଚ୍ଚ ବାଳିକା ବିଦ୍ୟାଳୟରେଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗରୁ…
ଲୋକ ନୃତ୍ୟରେ ଶାସ୍ତ୍ରୀୟତାର ଅନ୍ୱେଷଣ କୋଶଲୀ ଦଶାବତାର : ଗୁରୁଶ୍ରୀ ଡ. ଘାସିରାମ ମିଶ୍ର
ବଲାଙ୍ଗିର- ଭାରତର ମୂଳ ଆଦିବାସୀମାନଙ୍କ ଅଂଶିଦାର କୋଶଳାଂଚଳର ବିଭିନ୍ନ ସ୍ଥାନରେ ଲୋକ କଥା/ଗାଥାରେ ପ୍ରଚଳିତ ଆଦି ଅବତାରୀ ମାନବ ରୂପୀ ଦେବତାଙ୍କ ଆବିର୍ଭାବ ଏବଂ ପୂଜନ ବିଧି ଆଦିକୁ ସଂଗ୍ରହ କରି କୋଶଲୀ ଦଶାବତାର ର ପରିକଳ୍ପନା । ସଂସ୍କୃତି ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ସାହାଯ୍ୟରେ ରେ…
ହୁକୁଟୋଲା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ପାଠଚକ୍ର
ତିର୍ତ୍ତୋଲ -ରାହାମା ତାଳପଡା ପଞ୍ଚାୟତ ସ୍ଥିତ ହୁକୁଟୋଲା ଗ୍ରାମରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ପାଠଚ଼କ୍ର କାର୍ଯ୍ୟକ୍ରମ ଆଜି (ରବିବାର)ଅନୁଷ୍ଠିତ ହୋଇଯାଇଛି।ସର୍ବ ପ୍ରଥମେ ଶିକ୍ଷାକେନ୍ଦ୍ର ପରିସରରେ ଶ୍ରୀ ମା' ଅରବିନ୍ଦଙ୍କର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ…
ନୂଆଁଖାଇ :ପଶ୍ଚିମ୍ ଓଡିଶାର୍ ଲୋକ୍ ପରବ୍
ନୁଆଁଖାଇର୍ ଐତିହାସିକ୍ ପୃଷ୍ଟଭୁମି
ନୁଆଁଖାଇ ଅନ୍ନ ପୁଜାର୍ ପରବ୍ । ଇ ପରବ୍ ବୈଦିକ୍ ଜୁଗୁଁ ମୁନିରୁଷିମାନେ ପଂଚ ଜଗ୍ୟଁ ହିସାବେ କରି ଆସୁଥିଲେ । ସେ ପାଁଚଟା ଜଗ୍ୟଁ ହେଲା ସିତା ଜଗ୍ୟଁ ( ଜୁତବାର ଟା / ହଳ କରିବା/ଭୁମି ଚଷିବା), ପ୍ରଭାପନ୍ନ ଜଗ୍ୟଁ (ବୁନବାର୍ ଟା/ ବୁଣିବା)ପ୍ରଳମ୍ବନ…